Latest Odisha News

BREAKING NEWS

ଟାଟା ପାୱାର ପକ୍ଷରୁ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ ନଗଦ ପୁରସ୍କାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଭାଗୀତାରେ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କାର୍ଯ୍ୟ ପରିଚାଳନା କରୁଥିବା ଭାରତର ଅଗ୍ରଣୀ ସମନ୍ୱିତ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏହାର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦’ ଘୋଷଣା କରାଯାଇଛି ।…

Rakhi To Delivery Boy: ଡେଲିଭରି ବୟଙ୍କୁ ରାକ୍ଷୀ ବାନ୍ଧିଲେ, ପାଦ ଛୁଇଁ ନେଲେ ଆଶୀର୍ବାଦ…

ଭଦୋଦରା: ଭଉଣୀ-ଭାଇର ସମ୍ପର୍କ କେବଳ ରକ୍ତର ନୁହେଁ, ଏହା ସ୍ନେହ, ଭଲପାଇବା ଓ ଭାବନାର ଏକ ପବିତ୍ର ବନ୍ଧନ। ଆଉ ଏହି ସୁନ୍ଦର ସମ୍ପର୍କକୁ ଏକ ଉତ୍ସବ ମାଧ୍ୟମରେ ପାଳନ କରାଯାଏ “ରକ୍ଷାବନ୍ଧନ”। ଭାଇ-ଭଉଣୀଙ୍କ ଏହି ପବିତ୍ର ବନ୍ଧନର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ କିଣୁଛି।…

ଚରମ୍ପାରେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ

ଭଦ୍ରକ: ଚରମ୍ପା ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ। ରେଳ ଓଭରବ୍ରିଜ୍‌ ନିକଟରେ ରକ୍ତାକ୍ତ ସଂଘର୍ଷ। ଉଭୟ କିନ୍ନର ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି। ଆହତମାନେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋଟାଏ କିନ୍ନର ଗୋଷ୍ଠୀଙ୍କର ଆକ୍ରମଣରେ ଅନ୍ୟ ଏକ କିନ୍ନର ଗୋଷ୍ଠୀର ୭ ଜଣ…

ପୁଣି ମହଙ୍ଗା ହେଲା CNG, ଜାଣନ୍ତୁ କେତେ ରହିଛି ଆଜିର ଦର…

ନୂଆଦିଲ୍ଲୀ: ଦେଶରେ ପୁଣିଥାଏ ଆବଶ୍ୟକୀୟ ଜାଳେଇଣି CNG ଦର ବୃଦ୍ଧି ପାଇଛି। ବିଭିନ୍ନ ସହର ଓ କମ୍ପାନି ଅନୁସାରେ ସିଏନଜି (CNG) ଦାମ୍ ପୁଣି ବୃଦ୍ଧି ପାଇଛି। ଯାହା ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ବାରମ୍ବାର ଦର ବୃଦ୍ଧି ଯୋଗୁଁ ଅଟୋ, କାର୍ ଓ ଯାତାୟାତ ସେବା ବ୍ୟବହାର କରୁଥିବା…

ହୁତୁ ହୁତୁ ହୋଇ ଜଳିଗଲା କାର୍‌ ସୋ’ରୁମ୍‌, ନିଆଁ ଲିଭାଇବାରେ ଲାଗିଛି ୧୦ରୁ ଅଧିକ ଦମକଳ

ବ୍ରହ୍ମପୁର: ହଳଦିଆପଦରରେ କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ବସ୍‌ ଟର୍ମିନାଲ୍‌ ନିକଟରେ ଥିବା ଏକ କାର୍‌ ସୋ’ରୁମ୍‌ରେ ଶନିବାର ସକାଳେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍‌ ଭିତରୁ ହଠାତ୍‌ ଧୂଆଁ ବାହାରିବା ପରେ…

ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଡରାଉଛି ସ୍କ୍ରବ୍ ଟାଇଫସ୍। ଓଡ଼ିଶାକୁ ପୁଣି ଫେରିଲାଣି ସ୍କ୍ରବ୍ ଟାଇଫସ୍ ରୋଗ। ରାଜ୍ୟରେ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେହିପରି ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର…

ସାବଧାନ! ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ: ନକଲି ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ଭୁବନେଶ୍ୱର: ହାଇପ୍ରୋଫାଇଲ ଅନ୍ଦାଜରେ ସୁନା ଠକେଇ। ନକଲି ସୁନା ବଦଳାଇ ଅସଲି ସୁନା ନେଇ ଠକୁଛନ୍ତି ନଣନ୍ଦ-ଭାଉଜ। ରାଜଧାନୀରେ ବୁଲୁଛନ୍ତି ଏହି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା ।…

ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା: ୩୨୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୫୮୭…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହେବ ଲଘୁଚାପ, ପୁଣି ବଢିବ ବର୍ଷାର ପ୍ରକୋପ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପୁଣି ଡରାଉଛି ଲଘୁଚାପ ବର୍ଷା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷକରି ଉତ୍ତର ଓଡ଼ିଶା,…

Indian Pilgrims Recall Nepal Horror:’ବନ୍ୟାଜଳ ମାତ୍ର ୧୦୦ ମିଟର ଦୂରରେ ଥିଲା; ଭଗବାନ…

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନେପାଳରୁ ଉଦ୍ଧାର ହୋଇ…