Latest Odisha News

ଭଗବାନ ରାମ ଯେତେବେଳେ ସତ୍ୟ ପାଇଁ ଲଢେଇ କରିଥିଲେ ସେତେବେଳେ ତାଙ୍କ ପାଖରେ କିଛି ନଥିଲା: ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ବିରୋଧରେ 'ଇଣ୍ଡିଆ' ମେଣ୍ଟ ଆଜି ଦିଲ୍ଲୀର ରାମଲିଳା ମଇଦାନରେ ଏକ ଶୋଭାଯାତ୍ରା କରିଥିଲା। ଏଥିରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ପ୍ରଭୁ ରାମଙ୍କ ଜୀବନୀ ବିଷୟରେ କହି ମୋଦୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ…

ରାମଲୀଳା ମୈଦାନରେ ଗର୍ଜିଲେ କଳ୍ପନା ସୋରେନ, କହିଲେ କେବେ ବି ମୁଣ୍ଡ ନୁଆଁଇବ ନାହିଁ ଝାଡ଼ଖଣ୍ଡ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ରବିବାର ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରୁଛନ୍ତି। ଏହି ମହାରାଲିକୁ ଇଣ୍ଡିଆ ମେଣ୍ଟ ତରଫରୁ ଗଣତନ୍ତ୍ର ବଞ୍ଚାଅ ରାଲି ବୋଲି ନାମିତ କରାଯାଇଛି । ଏହି ରାଲିରେ ରାହୁଲ ଗାନ୍ଧୀ, ଏନ୍‌ସିପି…

ଏପ୍ରିଲ ୫ରେ ଜାରି ହେବ କଂଗ୍ରେସର ଘୋଷଣାପତ୍ର, ‌ଆରମ୍ଭ ହେବ ଘର-ଘର ଗ୍ୟାରେଣ୍ଟି ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ଆଜି ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରୁଥିବାବେଳେ ଦିଲ୍ଲୀର ରାମଲିଲା ମଇଦାନରେ ଇଣ୍ଡିଆ ମେଣ୍ଟ ନିଜର ଶକ୍ତି ପ୍ରଦର୍ଶନ କରୁଛି।…

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛି ରାଜ୍ୟ ବିଜେପି । କଟକ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ…

‘ମ୍ୟାଚ୍ ଫିକ୍ସିଂ ବିନା ବିଜେପିର ୪୦୦ ପାର୍ ନାରା ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ୨୭ଟି ଦଳ ଆଜି ରାମଲୀଲା ମୈଦାନରେ ସେଭ୍‌ ଡେମୋକ୍ରାସି ରାଲିର ଆୟୋଜନ କରିଛନ୍ତି । ଏହି ପ୍ରରିପେକ୍ଷୀରେ ରାହୁଲ ଗାନ୍ଧୀ ବିଜେପିକୁ କଡ୍ଡା ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଯେ, 'ନିର୍ବାଚନ ପୂର୍ବରୁ ମ୍ୟାଚ୍…

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭଦ୍ରକ: ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ। ମୃତକ ହେଲେ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ। ତାଙ୍କ ସ୍ୱାମୀ ମହେଶ୍ୱର ନାୟକ ରାଜ୍ୟ ବାହାରେ କାମ କରନ୍ତି।…

ସିଏଏ ଲୋକଙ୍କୁ ବିଦେଶୀ କରିବାର ଏକ ଯୋଜନା: ମମତା

କୋଲକାତା: ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି ନାଗରିକତା ସଂଶୋଧନ ଆଇନ (CAA)। କିଛି ରାଜନୈତୀକ ଦଳ ସିଏଏ କୁ ସମର୍ଥନ କରୁଥିବା ବେଳେ କିଛି ଦଳ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି ଦଳ । ନିର୍ବାଚନ ପରିବେଶରେ CAA ଏକ…

ଜଗତସିଂହପୁର ଯୁଦ୍ଧ: ବିଭୁ ବନାମ ରାଜଶ୍ରୀ

ଜଗତସିଂହପୁର: କିଏ ଜିତିବ ଜଗତସିଂହପୁର? ଚବିଶ ଯୁଦ୍ଧରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ତ ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ । ବିଜେଡି ଗଡରେ ରାଜଶ୍ରୀ ପୁଣି କରିବେ କି ଶଙ୍ଖଧ୍ୱନୀ? ପୁଣି ବିଭୁପ୍ରସାଦଙ୍କୁ ଦେବେ କି ମାତ୍? ନା ୧୯ର ବଦଲା…

ସିରିଆରେ କାର୍‌ ବୋମା ବିସ୍ଫୋରଣ: ୮ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଦାମସକସ୍‌: ଉତ୍ତର ସିରିଆର ଆଲେପ୍ପୋ ପ୍ରଦେଶର ଆଜାଜର ଏକ ବଜାରରେ ଆଜି ସକାଳେ ଏକ ଭଙ୍କର ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । କାର୍‌ ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…

ଉତ୍କଟ ହେଲାଣି ଜଳ ସମସ୍ୟା: ଗରା, ବାଲଟି ଧରି ରାସ୍ତାରେ ମହିଳା

ନବରଙ୍ଗପୁର: ଜଳ ଯନ୍ତ୍ରଣା ପ୍ରତିବାଦରେ ରାସ୍ତାରୋକ । ପ୍ରଚଣ୍ଡ ରୌଦ୍ର ତାପ ସହ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାରୁ ପାଣି ସମସ୍ୟାର ସମାଧାନ ଦାବିରେ ରାସ୍ତାରୋକ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳା ଗ୍ରାମର ହରିଜନ ସାହିର ଲୋକେ । ଫଳରେ…