Latest Odisha News

ଭାଷା ଭାଗବତ : ଶବ୍ଦ ମିଳାମିଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶବ୍ଦାର୍ଥ ସଂଧାନୀ ସଜ୍ଜନ ଏଣିକି ଶବ୍ଦର ଗଠନ ଆଡ଼କୁ ଦେଲେ ଟିକେ ଧ୍ୟାନ ବୁଝିବେ ଆଦାନପ୍ରଦାନ ବହୁ ଉତ୍ସରୁ ଶବ୍ଦ ଆସି ଭାଷାରେ ଯାଇଥାଂତି ପଶି ତା'ପରେ ଯାଇଥାଂତି ମିଶି ହୁଅଂତି ବହୁ ଭାଷା-ବାସୀ ତେଣୁ ଶବ୍ଦର ସମାନତା ଅଟେ…

ଭାଷା ଭାଗବତ : ମୋର ଭାଷାନୁରକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସରଳ, ସ୍ପଷ୍ଟ ଭାଷା ବ୍ୟାପେ ଏହା ହୁଏନି ଆପେ ଆପେ ଭାଷୀଏ ହୋଇଲେ ସଚେଷ୍ଟ ଭାଷାଟେ ହୁଏନାହିଁ ନଷ୍ଟ ବଦଳିଗଲେ ଲୋକାଭ୍ୟାସ ଘଟଇ ଭାଷାର ବିକାଶ ପରଂପରାରେ ଦେଲେ ଛଂଦି ପ୍ରଗତିପଥ ହୁଏ ରୁଂଧି ଯେଉଁ ଭାଷାର ଜନଗଣ କରଂତି କର୍ତବ୍ୟ…

ଭାଷା ଭାଗବତ : ଦୟାସ୍ପଦ ମଣିଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମନୋଦ୍‌ଭୂତ ସକଳ ଚିଂତା ହେଉ କି ନ ହେଉ କବିତା ଶୁଣାଇଦିଏ ମନୋଦଶା ତାହା ହିଁ ବାସ୍ତବିକ ଭାଷା ତଦ୍‌ଭିନ୍ନ ଅନ୍ୟ କିଛି ଲେଖି ଭାଷାକୁ ହୁଏନାହିଁ ଦେଖି ଲୋକଂକଠାରୁ ହେଲେ ଦୂର ଭାଷାକୁ ମିଳେନି ଆଦର…

 ଭାଷା ଭାଗବତ : ଶବ୍ଦ, ପଦ, ବାକ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଓଡ଼ିଆ ବାକ୍ୟ ଉପାଦାନ ପଦ ଅଟଇ ବୋଲି ଜାଣ ଶବ୍ଦ,ପ୍ରତ୍ୟୟ ଦେଲେ ଯୋଡ଼ି ପଦ ହୁଏ ସହଜେ ଗଢ଼ି ପିଲା ଶବ୍ଦ, ପିଲାଟି ପଦ ବାଟ ଶବ୍ଦ, ବାଟରେ ପଦ ଖେଳ ଶବ୍ଦ, ଖେଳୁଛି ପଦ 'ପିଲା ବାଟ ଖେଳ' ତ୍ରିଶବ୍ଦ 'ପିଲାଟି ବାଟରେ ଖେଳୁଛି। '…

ଭାଷା ଭାଗବତ : ଭାଷା ଗଡ଼ୁଛି ତଳେ ପଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସଂହାର ସଂସାର ସଂଭାର ସଂଚାର ଉଚ୍ଚାରଣ କର ଭିନ୍ନତା ନ ଶୁଭିଲେ କାହିଁ ବନାନ ବଦଳାଅନାହିଁ ସଂଯତ ସଂହତ ସଂଗତ ଏକ ପ୍ରକାରେ ଉଚ୍ଚାରିତ ହେଲେ ବି ଲେଖିଲେ *ସଙ୍ଗତ* ହେଲାନି ଏ ଭାଷାର ହିତ…

ଭାଷା ଭାଗବତ : ଧ୍ବନି ଓ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶୂନ୍ୟରେ ବାଣୀ ହୋଇ ଜାତ ହୁଏ ଶୂନ୍ୟରେ ସମାହିତ ତା'ର କ୍ଷଣିକ ଅବସ୍ଥାନ ହୁଏ ଅତି ତାତ୍ପର୍ଯପୂର୍ଣ ପାଟିରୁ ଖସି ଶବ୍ଦମାନ ହୋଇପାରଂତି ବହୁଗୁଣ ଅନେକେ ରଖଂତି ସ୍ମରଣ ସଂଭବ ନୁହେ ବିଲୋପନ ମନେ ସାଇତି ନୀତିବାଣୀ କେହି କେବେ…

ଭାଷା ଭାଗବତ : ସ୍ବାଧୀନ ନବାକ୍ଷରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  କଲେ ଦୂଷିତ ଜଳ ଦାନ ହୁଏନି ତାହା କେବେ ପୁଣ୍ଯ ଅଶୁଦ୍ଧ ହୋଇଥିଲେ ଲେଖା ହୁଏନି ସାହିତ୍ୟର ସଖା *ନବାକ୍ଷରୀ* କରେ ସ୍ବାଧୀନ ନିଶ୍ଚିତ ରୂପେ ଭାବାଚ୍ଛନ୍ନ ସେ ସବୁ କଲେ ଲିପିବଦ୍ଧ ଦିଶେନି…

ଭାଷା ଭାଗବତ : ‘ ମିଛ ‘ ମୂଳ ଭିତ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ *ଭାଷା ଭାଗବତ :* *' ମିଛ ' ମୂଳ ଭିତ୍ତି* ' ମିଛ ' ଯାହାର ମୂଳ ଭିତ୍ତି ତାହା ଏବର ରାଜନୀତି ହେଉ କି ନ ହେଉ ଦ୍ବିରୁକ୍ତି ଅନେକେ ଏହା ବୁଝିଛଂତି ' ମିଛ…

ଭାଷା ଭାଗବତ : ଭାଷା-ସେବା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିତ୍ୟ ଲିଖନ କରେଁ ମୁହିଁ କିଏ ପଢ଼ଂତି ଜାଣେନାହିଁ କାମ କରି ରହିଛିଁ ସୁଖେ ଯାଏଁନି ଗୋଷ୍ଠୀର ସମ୍ମୁଖେ ସଭାକୁ ଯାଇ ଅଭିନୟ କରିବା ପାଇଁ ମନେ ଭୟ କରିଛି ଯେଣୁ ସ୍ଥାୟୀ ଘର ହୋଇଛିଁ ନିଜେ ହିଁ ନିଜର…

ଭାଷା ଭାଗବତ : ସଂଶୋଧକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଷ୍ଟ ଟିକିଏ ହେଉଥିଲେ ଲେଖଂତିନାହିଁ କେବେହେଲେ ବାଂଟିଲେ ବଢ଼ୁଥାଏ ଜ୍ଞାନ ଅଥଚ କମୁଥାଏ ଧନ ଶିଖିଲେ ଦିଏଁ ମୁଁ ଶିଖାଇ ଶୁଦ୍ଧ ଓ ଅଶୁଦ୍ଧ ଦେଖାଇ ମୁଁ ନିଜେ ପ୍ରଥମ ପାଠକ ତେଣୁ ହୁଏଁ ମୁଁ ସଂଶୋଧକ…