Latest Odisha News

BREAKING NEWS

ଭାଷା ଭାଗବତ : ସଫଳ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଘରକାମରୁ ତ୍ରାହି ନାହିଁ ପରକାମକୁ ବେଳ କାହିଁ କରିବ ପର ଉପକାର ଏପରି ଇଚ୍ଛା ନାହିଁ କା'ର ଯେ ଯାହା ଘରକାମେ ମଜ୍ଜି କର୍ତବ୍ୟ ପାରଂତିନି ଖୋଜି ଅଇଁଠା ଥାଳି, ଗିନା ମାଜି ଚଳିବା ପାଇଁ ସଦା ରାଜି ହାଟରେ ମୂଲାଇ ସଉଦା ପଚା…

ଭାଷା ଭାଗବତ : ଦେଶକୁ ଦୁର୍ଦିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଗୋଷ୍ଠୀ, ସାମ୍ମୁଖ୍ୟ, ସଂଘ, ଦଳ ସବୁଠି ଦିଶୁଛି କେବଳ ପରିବାରର ପ୍ରତିପତ୍ତି ହେଉଛି ବହୁମୁଖୀ କ୍ଷତି ଉଚ୍ଚେ ଆସୀନ ନେତାଗଣ ଥାଉ ବା ନ ଥାଉ କାରଣ କରଂତି ଏକାକୀ ନିଷ୍ପତ୍ତି ଏଥିଯୋଗୁଁ ତ ଅଧୋଗତି ତଡ଼ା ନ ପାଇବା ପର୍ଯଂତ…

ଭାଷା ଭାଗବତ : ଲୋଡ଼ୁଛୁଁ ଆରାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ' ଭଲ ହୋଇଛି ' ଠାରୁ ବେଶି ମତ ପାଇଲେ ହେଉଁ ଖୁସି ଲୋଡ଼ୁଛୁଁ ସର୍ବ ସହଯୋଗ ଅସହନୀୟ ଏ ଦୁର୍ଯୋଗ ସବୁ ସୁବିଧା ଥାଇ ସୁଦ୍ଧା କିଏ ଦିଏ କାହାକୁ ବାଧା ? ପରିବ୍ୟାପ୍ତ ଏ ନିଷ୍କ୍ରିୟତା ନିର୍ମୂଳ କରିପାରେ ସତ୍ତା କଥା ଚଳାଉଁ…

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାର୍ଥ-ଅଠାରେ ଯାହା ଯୋଡ଼ା ଭାଂଗିଲେ ହୁଏନି ସଜଡ଼ା ଛିଡ଼ିଗଲେ ବଂଧନ ଡୋର କୁଟୁଂବ ହୁଏ ବାର ଦ୍ବାର ସୁଯୋଗ ଉଂଡୁଥିବା ଦଳ ବିରୋଧ କରଂତି ପ୍ରବଳ ଥରଟେ ଚାଖିଲେ କ୍ଷମତା ହରାଂତି ବୁଦ୍ଧି, ଜ୍ଞାନବତ୍ତା ଶାସକ, ବିରୋଧୀ ମଧ୍ୟରେ…

ଭାଷା ଭାଗବତ : ବର୍ଣ-ବଂଦିଶାଳା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ପୃଷ୍ଠାବଳି ଅକ୍ଷର-କାରା ଏ ଶାସ୍ତି ଯେହେତୁ ଅସରା ଅକ୍ଷର ରହେ ହୋଇ ବଂଦି ସାରା ଜୀବନ କାଂଦି କାଂଦି ପୃଷ୍ଠାରୁ ମୁକୁଳିବା କଳା ନ ଜାଣି ଅକ୍ଷର ବାଉଳା ହୋଇ ବିତାଂତି ସାରା ଦିନ ସର୍ବଦା ସହି ଅପମାନ କବି, ଲେଖକ ଅତ୍ୟାଚାରୀ ହୁଅଂତି…

ଭାଷା ଭାଗବତ : ଦୁଶୁଚି କି ଏ ଦଶା ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଋ ଯଦି ସତେ ରୁ ହୁଅଂତା ଅଋଣ, କଋଣ ଦିଶଂତା ଲେଖିଲେ ଋଚି ଅବା ଋଟି କେହି କରଂତେନାହିଁ ପାଟି ହାତ ଲେଖିଲେ ସୁଦ୍ଧା ହ୍ୟ ପାଟି ତ କହୁଥାଏ ଝ୍ୟ ବାହ୍ୟ : ବାଝ୍ୟ ଓ ସହ୍ୟ : ସଝ୍ୟ କେଉଁଟି ଆମ ପରିଚୟ ? ଲେଖୁଛୁଁ ଯୁଦ୍ଧ, କହୁଁ ଜୁଧ୍ୟ…

ଭାଷା ଭାଗବତ : ନିଜର ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଆୟୁଷ ଯଦି ଜଣା ନାହିଁ ବୟସ ଗଣିବି କିପାଇଁ ତ୍ରିକାଳ ମୋଠାରେ ମିଳିତ ହୋଇ ତ ଅଛଂତି ଜୀବିତ କେବେ ମୁଁ ଯାହା ଭାବୁଥିଲି ଏବେ ତା ସତେ ହୋଇଗଲି କିଛି ତ ଯାଇନି ବଦଳି ସ୍ବଦେହ ଅଛି ଆଗ ଭଳି ଭାଟକୁ କହିଲି ମୁଁ ' ଭାଗ୍‌ ନିଜ କାମରେ…

ଭାଷା ଭାଗବତ : ସାହିତ୍ୟର ଶେଷ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା, ସାହିତ୍ୟେ ଶେଷ କଥା ସଂଧାନ କରିଲେ ଅଯଥା କେବେ ବି ମିଳିନାହିଁ ତାହା ଅଂକା ବଂକା ମନକୁ ରାହା ଶବ୍ଦର ଯେତେକ ସାଧକ ନ ହୋଇ କାହାର ବାଧକ ଅଥବା ନୀତି ନିର୍ଧାରକ ଅଜାଡ଼ିଦେଲେ ଶବ୍ଦ ତକ ତହିଁରୁ ମିଳିଲେ ଭାବାର୍ଥ ପାଠକେ ମଣଂତି…

ଭାଷା ଭାଗବତ : ଭାଷା ତ ଅଦୈବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଦଂଡିତ ନ ହେବା ପର୍ଯଂତ ସୁବୁଦ୍ଧି ହୁଏନି ଜାଗ୍ରତ ନିଜର ମତ ରଖି ମନେ ଚଳିବାନାହିଁ କି କାରଣେ ଭାଷାକୁ ନ କଲେ ଆୟୁଧ ଲେଖକେ ହୁଅଂତି ପ୍ରବୁଦ୍ଧ ଭାଷା ବି ହୁଅଇ ସମୃଦ୍ଧ ଅଯଥା ସବୁ ବାକ୍ୟ-ଯୁଦ୍ଧ …

ଭାଷା ଭାଗବତ : ଦୁଶ୍ଚିଂତା ଧରି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଦୁଶ୍ଚିଂତା ଧରି ଘୂରି ଘୂରି କିଛି ବି ହୁଏନାହିଁ କରି ଗୋଟେ ହିଁ କାମ କରୁଁ କରୁଁ ସବୁ ତକ ସମୟ ସାରୁଁ ମୁହିଁ ତାକୁ ପକାଏଁ ମନେ ଯଦିଓ ଭଲ ଭାବେ ଜାଣେ ତା' ମନେ ରହିଅଛିଁ କି ନା ? କରିପାରୁନି ମୁଁ…