Latest Odisha News

BREAKING NEWS

ଭାଷା ଭାଗବତ : ଶୃଂଗାରୋହୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ନିଜ ମତର ଔଚିତ୍ୟ ପ୍ରମାଣ ନିମଂତେ ଉଦ୍ୟତ କେବେ ଥରେ ବି ହୋଇନାହିଁ ସ୍ବମତ ପାଳି, ଥାଏଁ ରହି ଯେହେତୁ ମୁଁ ନିଜେ ସ୍ବାଧୀନ ଅନ୍ୟ କାହାକୁ ପରାଧୀନ କରି ପାଶେ ରଖିବା ପାଇଁ କେବେ ଚେଷ୍ଟିତ ହୁଏନାହିଁ ନିଜ ଲକ୍ଷ୍ୟ…

ଭାଷା ଭାଗବତ : ନିଜ ଜ୍ଞାନ, ପର ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ମଂଜି ଯେଣୁ ଭିନ୍ନ ଗଛ ବି ହୁଅଇ ଅନନ୍ୟ ଅନନ୍ୟତାକୁ କଲେ ନାଶ ହୁଏନି ସମୂହ ବିକାଶ ଗୋଠକୁ ଯାଇ ସୁଦ୍ଧା ଗାଈ ଅନ୍ୟ ଭଳି ପାରେନି ହୋଇ ମଣିଷ ଗଢ଼େ ସଂଘ, ସଂସ୍ଥା ତେଣୁ ଭୋଗଇ ଦୁରବସ୍ଥା ସାହିତ୍ୟ ହୋଇଲେ ପଠିତ…

ଭାଷା ଭାଗବତ : ଜ୍ଞାନର ନବାୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଏବେ ଏଠାରେ ' ମୂଳକଥା ଏହା ହିଁ ଭାବନା ଓ ଚିଂତା ଜୀବନ ଅନୁଭୂତି ସଂଚି ସୁଖ, ଶାଂତିରେ ଥାଉଁ ବଂଚି କାହିଁ ଅତୀତ, ଭବିଷ୍ଯତ ? ସ୍ମୃତି ଓ କଳ୍ପନା ଆଶ୍ରିତ ବାସ୍ତବତାରୁ ହୋଇ ଚ୍ୟୁତ କରଂତି ଗର୍ବିତ, ଲଜ୍ଜିତ ଏହି ସବୁ…

ଭାଷା ଭାଗବତ : ନିଜତ୍ବ ଗଠନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ସହିତ କଥାବାର୍ତା କରିବା ନୁହେ ଅକ୍ଷମତା ନିଜକୁ ନିଜେ ଦେଇ ଗାଳି ପାରିବା ସଂସାରରେ ଚଳି ଅଳ୍ପ ସମୟ ଥିଲେ ବଳି ପ୍ରତ୍ୟେକ ମୁହୂର୍ତ ସଂଭାଳି ବୁଝିଲେ ସମୟର ମୂଲ୍ଯ ଜୀବନ ହୋଇବ ଅତୁଲ୍ୟ ଜନ୍ମତଃ ପ୍ରତ୍ୟେକେ ଅନନ୍ୟ…

ଭାଷା ଭାଗବତ : ଅଲଭ୍ୟ ଆଶା 

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ନୁହେଁ କାହା ପ୍ରତିନିଧି ସଂଚୟ କରିନାହିଁ ନିଧି ବ୍ୟୟିତ ହୋଇ ନିରବଧି ଲଂଘନ କରିନି ପରିଧି ନିଜ ସୀମାରେ ହୋଇ ବଂଦି ସ୍ବେଚ୍ଛାରେ ପାରେଁ ହସି, କାଂଦି ନିଜେ ନିଜର ପ୍ରତିଦ୍ବଂଦ୍ବୀ ହେବା ହିଁ ମୋର…

ଭାଷା ଭାଗବତ : ପ୍ରତ୍ୟାବର୍ତନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗର୍ଭଜଳରେ କରି ବାସ ଅଜାତ ଶିଶୁକୁ ସଂତୋଷ ମିଳଇ ଯେଣୁ ନିରଂତର ତାହା ହିଁ ତା ନିଜର ଘର ସେଠାରୁ ହେଲେ ସେ ବାହାର କରଇ ବିକଟ ଚିତ୍କାର ଲୋକେ କହଂତି ' କୁଆଁ କୁଆଁ ଶୁଣ କଲାଣି ନୂଆ ଛୁଆ ' ଶିଶୁକୁ ମିଳେ ପରିବାର ଗାଆଁ…

ଭାଷା ଭାଗବତ : ଚିତ୍ତର ସୁଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସ୍କୃତୋଡ଼ିଆ ମିଶ୍ରଭାଷା ଯୋଗୁଁ ହୋଇଛି ଯେଉଁ ଦଶା ଚଂଚଳ ତା'ର ନିବାରଣ କରିଲେ ଏବେ କବିଗଣ ଓଡ଼ିଆ ନିଜ ରୂପ ଧରି ହେବ ଅଧିକ ହିତକାରୀ ଅଳ୍ପଶିକ୍ଷିତ ଆମ ଲୋକ ମାରିପାରିବେ ଜ୍ଞାନଭୋକ ପଦ୍ୟ, ଅପଦ୍ୟ ଦୁଇ ଧାରା ଆମ…

ଭାଷା ଭାଗବତ : ଉପହାସ୍ୟ ଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ କେତେକ ପ୍ରଭୁଭକ୍ତ ବିଚିତ୍ର ବ୍ୟାଧିରେ ପୀଡ଼ିତ ' ଧର୍ମୀୟ ଭାବନା ଆହତ ' ନାମରେ ତାହା ପରିଚିତ ପଢ଼ି ବାକ୍ୟ ଓ ଶୁଣି ବାଣୀ ସତରେ କାହିଁକି କେଜାଣି ମନେ ହୁଅଂତି ମିଛେ ଗୁଣି ହୋଇଗଲା ବିଶ୍ବାସ ହାନି ଏ ଧର୍ମ ଅଟେ…

ଭାଷା ଭାଗବତ : ସତ ଓ ମିଛ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟ ସବୁଠି ବିଦ୍ୟମାନ ତାହାକୁ ଦେଲେ ଟିକେ ଧ୍ୟାନ ନ ହୋଇ କଳ୍ପନା-ପ୍ରବଣ ହେବା ସତ୍ୟର ସମ୍ମୁଖୀନ ପ୍ରିୟ, ଅପ୍ରିୟ ଯାହା ହେଉ ତାହା ସ୍ବୀକାର କରିନେଉଁ ନିଜେ ବି ହୋଇଲେ ଆହତ ମାନିବା ସମ୍ମାନ ସହିତ ସତ୍ୟକୁ କରିଲେ…

ଭାଷା ଭାଗବତ : ନିଦ୍ରାନଂଦ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖିଲେ ଭାଷାର ଅକ୍ଷର ଦୁଶ୍ଚିଂତା ହୋଇଯାଏ ଦୂର ତେଣୁ ମୁଁ ଲିଖନ-ତତ୍ପର ସ୍ବେଚ୍ଛାରେ ହୁଏଁ ବାରଂବାର ଖଂଜିଲେ ପଦ ପରେ ପଦ ମନରୁ ହଟେ ଅବସାଦ ଯୋଡ଼ିଲେ ସ୍ବଭାଷାର ଲିପି ଚିତ୍ତରେ ଶାଂତି ଯାଏ ବ୍ୟାପି ଲେଖିଲେ ଆଉ କ'ଣ…