Latest Odisha News

BREAKING NEWS

ଭାଷା ଭାଗବତ : ସପକ୍ଷ, ବିପକ୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କ୍ଷମତା ଆଉ ଅଧିକାର ଥିଲେ ଦିଶଇ ଚମତ୍କାର କିଂତୁ ନ କଲେ ବ୍ୟବହାର ଉନ୍ନତି ହୁଏନି କାହାର କ୍ଷମତା ଅଳଂକାର ଭଳି ନିୟମିତ ପାରେନି ଚଳି କେବଳ ରହେ ସୁରକ୍ଷିତ କରେନି କେବେ କାହା ହିତ…

ଭାଷା ଭାଗବତ : ନୂତନ ରଂଗ, ଢଂଗ ଚଳିତ ରଙ୍ଗ, ଢଙ୍ଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ବର ଇତିହାସ ସାକ୍ଷୀ ନୂତନ ନ ରହେ ଅଟକି ଅଳପ ସମୟ ବିତିଲେ ନୂଆ ରଂଗ ଓ ଢଂଗ ଚଳେ ଆଦ୍ୟକର୍ମୀଂକ ଧୈର୍ଯ ବଳ ଅବଶ୍ଯ ଦିଏ ଭଲ ଫଳ ସଂସାର କରଇ ଗ୍ରହଣ ବହୁ ନୂତନ ଉଦ୍‌ଭାବନ ------------------------------…

ଭାଷା ଭାଗବତ : ବାର୍ଷିକ ବ୍ରତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିବ୍ରତ ନ ହୋଇଲେ, ବ୍ରତ ସୁଫଳ ଦିଅଇ ବହୁତ ଅଂତତଃ ବ୍ୟବସାୟୀ କୁଳ ଠୁଳ କରଂତି ଧନବଳ ସାବିତ୍ରୀ, ରଜ ଦୁଇ ହାଟ ବସିଲେ ଶୁଭଇ କୁହାଟ : 'ଯେତେ ସଂଭବ କିଣି ନିଅ ଦିନକ ପାଇଁ ଦାନୀ ହୁଅ ଫଳର ମୂଲ୍ୟ ନ ପଚାରି…

ଭାଷା ଭାଗବତ : ଲିପିର ସରଳୀକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିପିର ସରଳୀକରଣ ପାଇଁ ଦେଲେ ଟିକିଏ ଧ୍ୟାନ ନୂଆ ଶିଖାଳି ଶିଶୁଗଣ କରଂତେ ଆନଂଦେ ଲିଖନ ଜଟିଳ ଯୁକ୍ତାକ୍ଷର ଯୋଗୁଁ ଯେପରି ଅସୁବିଧା ଭୋଗୁଁ ତହିଁର ସଂଖ୍ୟା କଲେ ହ୍ରାସ ପିଲା ମୁହେଁ ଫୁଟିବ ହସ ହାତରେ କରି…

ଭାଷା ଭାଗବତ : ନିରବ ଜଣାଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ ତ ନିରବ ଭାବନା ବୁଝଂତି, ଯେଣୁ ମୋତେ ଜଣା କରିବିନାହିଁ ମୁଁ ଚିତ୍କାର ପ୍ରାର୍ଥନା ଗାଇ ବାରଂବାର କରିଛିଁ ସମୂହ ପ୍ରାର୍ଥନା ପ୍ରଭୁଂକୁ ସବୁ କିଛି ଜଣା ତେଣୁ କରିଲେ ଆଡ଼ଶୁଣା ଏବେ ପଡ଼ୁଛି ମୋତେ ଜଣା…

ଭାଷା ଭାଗବତ : ଅଦ୍‌ଭୁତ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟର ଲୁହକୁ ଅତର ବୋଲି ଯେ କରଇ ବିଚାର ସେ ହିଁ କଂଦାଏ ଅହରହଃ ତା'ଠାରୁ ନିଜ ଦୂରେ ରହ ବଳବଂତ ହୁଏ ବିଜୟୀ ସଂସାର ରୀତି ଅନୁଯାୟୀ ଯୋଗ୍ୟତମର ଉଦ୍‌ବର୍ତନ ଏହାର ନାମ ବିବର୍ତନ ମଣିଷ ପ୍ରକ୍ରିୟା ସଂଭୂତ…

ଭାଷା ଭାଗବତ : ଭାବନାର ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେମିତି ଲୋକଂକୁ ଲାଗଇ ତାକୁ ବାସ୍ତବ ମାନିନେଇ କରିଲେ ଜୀବନ ଯାପନ ଦୁଃଖଭରା ହୁଅଇ ମନ ଇଂଦ୍ରିୟାଶ୍ରିତ ହେଲେ କାୟା ଜଣା ପଡ଼ଇ ଯେତେ ଯାହା ତହିଁର ଗୁଣ ବା ଦୁର୍ଗୁଣ କରିହୁଏନି ଅନୁମାନ ଜିଭକୁ ଲାଗିଲେ ସୁଆଦ…

ଭାଷା ଭାଗବତ : ଚିରାଚରିତ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ପ୍ରତ୍ୟେକଂକ ପାଇଁ ପ୍ରତ୍ୟେକେ ସଭିଂକୁ ମିଶାଇ କରିପାରିଲେ କାର୍ଯକ୍ରମ ଏ ବିଶ୍ବ ହେବ ମନୋରମ ଅଥଚ ଏଠି ପ୍ରତି ବ୍ୟକ୍ତି ନିଜର ସ୍ବାର୍ଥ ପାଇଁ ଶକ୍ତି, ସଂବଳ କରେ ବିନିଯୋଗ ଏହା ହିଁ ବିଶ୍ୱର ଦୁର୍ଯୋଗ…

ଭାଷା ଭାଗବତ : ସ୍ବଭାଷୀଂକ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାରଣ ବିନା ଜଣେ ହସି ସତରେ ପାଇପାରେ ଖୁସି ଅଯଥା ଚିଂତା କରି କାଂଦି କାହିଁକି ହେଉଥିବ ଛଂଦି ଭଲ ଓ ମଂଦର ବିଚାର କରି ଚଂଚଳ ପରିହାର ନ ହେଲେ ମିଛେ ବିଚାରକ ମଣିଷ ପାଏ ସବୁ ସୁଖ ନିର୍ମଳ ହୃଦ, ସଫା ମନ ସଫଳ…

ଭାଷା ଭାଗବତ : ଅନ୍ୟ ଭାଷା ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଲାଦିନରୁ ଭାଷା ଶିଖି ମଣିଷ ପାରେ ପଢ଼ି, ଲେଖି ଶୁଣିଲେ ବୁଝଇ ଭାବାର୍ଥ ବଢ଼ାଏ ନିଜର ସାମର୍ଥ୍ୟ ବୟସ ବଢ଼ିବା ସହିତ ଅନ୍ୟାନ୍ୟ ଭାଷାକୁ ଆୟତ୍ତ କରେ ନିଜ ଅଭ୍ୟାସ ବଳେ ଅନେକ ଭାଷା ଧରି ଚଳେ ଆମର ଦେଶ ବହୁଭାଷୀ…