ଭାଷା ଭାଗବତ : ସ୍ବଭାଷାର ସ୍ଥିତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ'
ଅତି ଅତୀତାଶ୍ରୟୀ ହୋଇ
ସ୍ବଭାଷା ବଢ଼ି ପାରୁନାହିଁ
ଛିଂଡାଇ ପାରୁନି ବଂଧନ
କରୁଛି ଅରଣ୍ୟେ ରୋଦନ
ସ୍ବଭାଷୀ କଥା ଶୁଣି କହି
ଥାଆଂତି ସୁଖେ ଦୁଃଖେ ରହି
ପଠନ ଲିଖନ ଆଗ୍ରହୀ
ହେବାକୁ ମନ ବଳେନାହିଁ
ଗର୍ବ କରଂତି ଯାହା…