Latest Odisha News

BREAKING NEWS

ଭାଷା ଭାଗବତ : ସମାଜଚ୍ୟୁତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

BjdElectrycity

ଜନମ ଜୀବନ ମରଣ
ସକଳ ଚିଂତାର କାରଣ
ଘଟନା ପୂରିତ ସଂସାର
ସବୁକିଛିର ସମାହାର

କେ କାହା ଆଦର ଭାଜନ
ନ ହେଲେ ପ୍ରଜା ଓ ରାଜନ
ମଧ୍ୟରେ ମତ ବିଭାଜନ
ହୁଅଇ ବିନାଶ କାରଣ

ବିଭିନ୍ନ ରୁଚି ଆଉ ମତ
ଲୋକଂକୁ କରେ ବିଚଳିତ
କିଂତୁ ଏହା ହିଁ ଯେଣୁ ସତ
ସଂସାରେ ହୁଅଇ ସ୍ବୀକୃତ

କେବଳ ଆତ୍ମୀୟ ସ୍ବଜନ
ନୁହଂତି ସମାଜ ସମାନ
ଭାଷା ହେଲେ ସମାଜଚ୍ୟୁତ
କ୍ରମଶଃ ହୁଏ ଅବଲୁପ୍ତ

 

Leave A Reply

Your email address will not be published.