ଭାଷା ଭାଗବତ : ଭାଷାର ଜୀବନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୩
କବିତା ପଢ଼ି ଜଣେ କବି
ପାରେନି ନୂଆ କିଛି ଭାବି
ଅନୁକରଣ ବାରଂବାର
ହୁଅଇ ଅଭ୍ୟାସ ତାହାର
ଅନ୍ୟ କବିର ପଛୁଆଳ
ହୋଇ ବିତାଇ ଦିନକାଳ
ଗଢ଼ିଲେ ପ୍ରଶଂସକ ଗୋଷ୍ଠୀ
ତହିଁରୁ ପାଏ ସେ ସଂତୁଷ୍ଟି
ବାସ୍ତବ ଜୀବନ ସହିତ
ନ ହୋଇ କେବେ…