Latest Odisha News

ଭାଷା ଭାଗବତ : ଏତେ ବଂଟାବଂଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଚଳୁଛି ଯେତେ ବଂଟାବଂଟି କେହି ତ ପାରିବେନି ଖଟି ଆଗକୁ ଅଛି ତିଖ ଘାଟି କାହାକୁ ଏବେ ଦିଶୁଛି ଟି ଚାଂଦା, ଭେଦା, ବିଦାକି, ଭେଟି ଲାଂଚ, ଉତ୍କୋଚ ଆଉ ବଟି ନାମରେ ଧନ ନେଲେ ଲୁଟି କେ କିଆଁ କରିବ ପାଇଟି ? ମାଗଣା ପାଇବା ଅଭ୍ୟାସ…

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଥିତ ଚର୍ଚା କୋଳାହଳ ଲିଖିତ ବ୍ୟାଖ୍ୟା ଦିଏ ବଳ ଲେଖକ ସହିତ ପାଠକ ପାଆଂତି ଦୀପ୍ତ ଜ୍ଞାନାଲୋକ ଅନେକ ଲୋକ ହେଲେ ରୁଂଡ କରଂତି ଯେତେ ପାଟିତୁଂଡ ତା'ର ସାମାନ୍ୟ ପରିଣତି ପାଆଂତିନାହିଁ କେଉଁ ବ୍ୟକ୍ତି କେବଳ ଅଭ୍ୟାସଚାଳିତ ହୋଇ…

ଭାଷା ଭାଗବତ : ଦୁର୍ବଳ, ସବଳ, ବୁଦ୍ଧିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦୁର୍ବଳ ହୁଏ ଅନୁଗତ ସବଳ ହୁଏ ଚର୍ଚାରତ କେବଳ ବୁଦ୍ଧିଆ ମଣିଷ ସମୟ କରେନାହିଁ ନାଶ ଦୁର୍ବଳ ଲୋକ କରେ କଳି ବଳୁଆ ଦିଏ ସବୁ ଟାଳି ବୁଦ୍ଧିଆ ଦୁହିଂକୁ ଉପେକ୍ଷା କରି ହୁଏ ନିଜର ସଖା ମତ ଜ୍ଞାପନ ଅଧିକାର ଥିଲେ ବି ତା'ର ବ୍ୟବହାର…

ଭାଷା ଭାଗବତ : କବିତାର ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବୈଚ୍ଛିକ ଅନର୍ଗଳ ଚିଂତା ପ୍ରାୟତଃ ହୁଏନି କବିତା ଶୃଂଖଳା ସହ ସ୍ବାଧୀନତା ରହିଲେ ସଂଭବ କବିତା ଭାଷାର ପ୍ରଚଳିତ ରୀତି ପ୍ରତି ରହିଲେ କିଛି ପ୍ରୀତି କବିତା କରେ ଧୀରଗତି ସୁସ୍ପଷ୍ଟ ହୁଏ କାବ୍ୟକୃତି ନ କଲେ ଅଧିକ ବର୍ଣନା…

ଭାଷା ଭାଗବତ : ମହାଶୈଳ ଶିଖରବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' ମହା ' ବୋଲି ପଡ଼ୁଛି ହୁରି କାନକୁ ଶୁଭୁଛି ସବୁରି ମହାଡ଼ଂବରେ ମହୋତ୍ସବ ଚାଲିଛି ଶୁଭେ ମହାରବ ମହାରାଜ୍ୟର ମହାଜନ ଅର୍ଜନ କରି ମହାଧନ ମହାନଂଦରେ ଥିଲେ ଜିଇଁ ମହୋନ୍ନତି ତ ହୁଏନାହିଁ ମହାପ୍ରଚାର ଅହର୍ନିଶ ଚାଲିଛି, ହେଉନାହିଁ…

ଭାଷା ଭାଗବତ : ସୂର୍ଯ ଶକ୍ତି-ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସକାଳୁ ସଂଜ ଯାଏଁ ସୂର୍ଯ କରେ ଆଲୋକଦାନ କାର୍ଯ ତା'ପରେ ବାର ଘଂଟା ଛୁଟି କରେନି ନିଜର ପାଇଟି ଏଥିରେ ନାହିଁ ବ୍ୟତିକ୍ରମ ତେଣୁ ତ ଲାଗେ ମନୋରମ ସୂର୍ଯ ଅତ୍ୟଂତ ଶୃଂଖଳିତ ହୁଏ ଉଦୟ, ପୁଣି…

ଭାଷା ଭାଗବତ : ଅବହେଳା ଅକ୍ଷମଣୀୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିରଂତର ଆତ୍ମ-ସମୀକ୍ଷା କଲେ ମିଳେ ଉତ୍ତମ ଶିକ୍ଷା ସେ ଶିକ୍ଷା ହୁଏ ଯେବେ ଦୀକ୍ଷା ଭାଷାଟେ ପାଇଥାଏ ରକ୍ଷା ନିଜେ ନିଜ ରଚନା ପଢ଼ି ତହିଁରୁ ତ୍ରୁଟି ଖୋଜି, କାଢ଼ି କରିଲେ ନିଜେ ସଂଶୋଧନ ଲେଖାରେ ରହେନାହିଁ ଖୁଣ ଲେଖକ ନିମଂତେ…

ଭାଷା ଭାଗବତ : ପଠନ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଭୂକଂପ ଅବା ଭୂସ୍ଖଳନ ସମଗ୍ର ପୃଥିବୀ ବିଦୀର୍ଣ ଏଯାଏଁ କରିପାରିନାହିଁ ଅଯଥା ଚିଂତିତ କିପାଇଁ ଭୀଷଣ ବନ୍ୟା ଓ ମରୁଡ଼ି ମଣିଷ ସହେ ଏଠି ପଡ଼ି ହୁଏନି ପୂର୍ଣ ବିଲୋପନ ଏ ତଥ୍ୟ ନୁହି ଭିତ୍ତିହୀନ କଥିତ, ଲିଖିତ ଭାଷାରେ ଅନେକ…

ଭାଷା ଭାଗବତ : ଗୁଣୁଗୁଣୁ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ମୃତିରେ ଥିଲେ ଅଳ୍ପ ଜ୍ଞାନ ଈଶ୍ବର ବିଶ୍ବାସଭାଜନ ହୁଅଂତିନାହିଁ ବୋଲି ଜାଣ ରହିଛି ଅସଂଖ୍ୟ ପ୍ରମାଣ ଜ୍ଞାନ ବଢ଼ିଲେ ଟିକେ ବେଶି ମଣିଷ ଈଶ୍ବରବିଶ୍ବାସୀ ହୁଅଇ ଅତି ସହଜରେ ଏ କଥା ଧରେ ମଗଜରେ ଜ୍ଞାନ-ସଂପନ୍ନ ଯାହା ମନ କରେନି…

ଭାଷା ଭାଗବତ : ଶବ୍ଦର ଜନମ ମରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅଭିଧାନରୁ ଶବ୍ଦ ଖୋଜି ବ୍ୟବହାର କରିଲେ ଆଜି ତାହା କି ଏବର ପାଠକ ପଢ଼ି ପାଇବେ ଟିକେ ସୁଖ ? ଏ କଥା କରିଲେ ବିଚାର ଏ ଭାଷା ହେବ ସଭିଂକର ସାହିତ୍ୟ ଆପେ ପାରେ ବଢ଼ି ଲୋକେ ସତେ ପାରିଲେ ପଢ଼ି …