Latest Odisha News

ଭାଷା ଭାଗବତ : ବହିପଢ଼ା ଅଭ୍ୟାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୪  ଲୋକେ ତ କଥା ଶୁଣି, କହି ମଜାରେ ଥାଂତି ଏଠି ରହି ପରୀକ୍ଷା ଦେବାର ତ ନାହିଁ କିଆଁ ପଢ଼ିବେ କେଉଁ ବହି ? ବହିରେ ଲେଖା କଥା ଶୁଣି ମାନି ଚଳିଲେ, ନାହିଁ ହାନି ପର ବଚନ କହି ଜ୍ଞାନୀ ସହଜେ ହୋଇଥାଂତି ଧନୀ ସହଜ ଧନାର୍ଜନ…

ଭାଷା ଭାଗବତ : ସ୍ବଲିପି ରକ୍ଷା ଦୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୩  ଯାହାର ନାହିଁ ଧନ, ଜନ କରେନି ଆତ୍ମ ବିଜ୍ଞାପନ ତାହାର ଏକନିଷ୍ଠ ମନ କରଇ ଅସାଧ୍ୟ ସାଧନ ଏପରି ବ୍ୟକ୍ତି କେତେ ଜଣ ଥିବାରୁ ଲିପି ବିଲୋପନ ଏଯାଏଁ ହୋଇ ପାରିନାହିଁ ଯା ହେଉ ଅଛି ଜିଇଁ ରହି ଉଦ୍‌ଭାବନକାରୀଂକୁ ଖୋଜି…

ଭାଷା ଭାଗବତ : କାଳାଧୀନ ଏ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୨  ନିରୂପ କାଳ ବାୟୁ ହୋଇ ପଶେ ଜୀବନ ଶ୍ବାସ ହୋଇ ତତ୍କାଳ ଯାଏ ତା ବାହାରି ବିଶ୍ବକୁ ରଖିଛି ଆବୋରି ମୁହିଁ ବିଶ୍ବର ଅଂତର୍ଗତ ଏହା ହିଁ ସର୍ବମୂଳ ସତ୍ୟ ପବନ କରେ ଯାତାୟାତ ତେଣୁ ମୁଁ ରହିଛିଁ ଜୀବିତ କାଳର…

ଭାଷା ଭାଗବତ : ଭାଷା ସହ ହେଉଁ ଯୋଡ଼ି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୧ ଆଉ ବେଶି ଶିଖିନୁ କରି ବଂଚିଅଛୁଁ ସ୍ବଭାଷା ଧରି ଆମେ ଦିନେ ଗଲେ ବି ମରି ଜିଇଁରହୁ ଭାଷା ଆମରି ଧନ, ଦ୍ରବ୍ୟ ପଛରେ ପଡ଼ି ନିଜ ଭାଷା ଦେଉଛୁଁ ଛାଡ଼ି ଆପେ ଭାଷା ପାରେନି ବଢ଼ି ଲୋଡ଼ାପଡ଼େ ଅକ୍ଷର ଧାଡ଼ି ସାହିତ୍ୟ ଅକ୍ଷର ନିର୍ଭର…

ଭାଷା ଭାଗବତ : ଭବନ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୦  ଭବନ ସବୁ ଆଧୁନିକ ଭାବନା ଅତୀତ ସ୍ତାବକ ସଭିଏଁ ବିଶ୍ବକର୍ମାଶ୍ରୟୀ ଅନ୍ୟ ଦେବଂକ ଚିଂତା ନାହିଁ ବସ୍ତୁକୁ ଖଂଜିଲେ ନିର୍ମାଣ ନିର୍ଜୀବ କାଠ ଓ ପାଷାଣ ସ୍ଥିର, ନିଶ୍ଚଳ ଆଉ ମୌନ ହୋଇରହଂତି ଚିରଦିନ ଭବନେ କର୍ମଚାରୀ ଜନ…

ଭାଷା ଭାଗବତ : ଭାଷା ଏକ ସିଂଧୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୮ ଧ୍ବନି ଓ ବର୍ଣ ଜଳକଣା ଶବ୍ଦ ତ ଜଳବିଂଦୁ, ଜଣା ବିଂଦୁ ମିଶିଲେ ଭାଷାସିଂଧୁ ଏ ସତ୍ୟ ବୁଝୁଁ, ଏବେ ବଂଧୁ ଭାଷାର ପୁସ୍ତକ ପସରା ଅଟଂତି ବହୁ ଜଳଧାରା ଝରଣା ନଦୀ ଯୋର ନାଳ ରୂପରେ ମୂଳତଃ ନିର୍ମଳ ଭାଷାସିଂଧୁରେ…

ଭାଷା ଭାଗବତ : ଭାଷାର ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୭  ସମଗ୍ର ଭାଷାର ଦାୟିତ୍ବ କାହା ଉପରେ ନୁହେ ନ୍ୟସ୍ତ ତେଣୁ ଏ ଭାଷାର ବନସ୍ତ ଲୋଡ଼େନି କୌଣସି ନେତୃତ୍ବ ଭାଷାକୁ କରିଲେ ଉଦ୍ୟାନ ସୀମିତ ବିକାଶ ବର୍ଧନ ଯୋଗୁଁ ତା ହୋଇଥାଏ ସାନ ବଢ଼ାଇ ପାରେନାହିଁ ମାନ ଯାହାର ଯେଉଁପରି ରୁଚି…

ଭାଷା ଭାଗବତ : ବହୁବର୍ଣୀ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୬ ଯେ ଯାହା ଶିଖେ ପିଲାଦିନୁ ପାସୋରି ନ ପାରିଲେ ମନୁ ମୁଖସ୍ଥକରା ଜ୍ଞାନ ଧରି କାମରେ ନ ଲାଗେ କାହାରି କାଳ ସଂଗେ ମିଳାଇ ତାଳ ଜାଣିବା ନିମଂତେ ବ୍ୟାକୁଳ ହୋଇ ଯେ କରଇ ସଂଧାନ ପାଏ ସେ ସଦ୍ୟତମ ଜ୍ଞାନ ପରିବର୍ତନ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୫  କୋଷର କର୍ତନ ବର୍ଧନ ପ୍ରକ୍ରିୟା ଅଟେ ଅଂତହୀନ ଏହା ତ ଜୀବନ ଲକ୍ଷଣ ସୃଷ୍ଟିର ଅକାଟ୍ଯ ବିଧାନ ଶବ୍ଦର ଜନମ ମରଣ ଜୀବଂତ ଭାଷାର ଲକ୍ଷଣ ନୁହେ କାହାର ଇଚ୍ଛାଧୀନ ଏ ବିଧି ହୋଇନାହିଁ ଆନ ପ୍ରତି ମୁହୂର୍ତେ ଯୋଗ, ଲୋପ ଚଳୁଛି,…

ଭାଷା ଭାଗବତ : ଲୁପ୍ତ ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୪  ଦେଖୁଁ ପୁରୁଣା ବହିପତ୍ର ଏ ଲିପି ଥିଲା କି ବିଚିତ୍ର କୁକ୍କୁର କଚ୍ଛପ ଓ ପୁତ୍ତ୍ର ଧର୍ମ୍ମ ବି ଏପରି ମୁଦ୍ରିତ ଏପରି ଲିଖନ ଅଭ୍ୟାସ ଆପେ ହୋଇଛି ଏବେ ନାଶ କିଂତୁ ଆହୁରି ବହୁ ଶବ୍ଦ ଏଯାଏଁ ଭାଷାକୁ ବିପଦ ଯେଉଁ…