Latest Odisha News

BREAKING NEWS

ଭାଷା ଭାଗବତ : ସାହିତ୍ୟ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୩  ଉଚିତ ଭାବରୁ ଔଚିତ୍ୟ ସହିତ ଭାବରୁ ସାହିତ୍ୟ ଏପରି ହୋଇଛି ବିଧାନ ନୁହେ ମତ କି ଅନୁମାନ ଉଦ୍ଧତ ଭାବରୁ ଔଦ୍ଧତ୍ୟ ତହିଁରେ ନାହିଁ ତିଳେ ସତ୍ୟ ତେଣୁ ତହିଁର ପ୍ରଦର୍ଶନ ନ ହୋଇପାରେ ସମୀଚୀନ ଲେଖକ ହେଲେ…

ଭାଷା ଭାଗବତ : ପୁସ୍ତକର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୨ ସରଳରୈଖିକ ଚିଂତନ ଯୋଗୁଁ ସୁସ୍ଥିର ରହେ ମନ ଚକ୍ରବତ୍‌ ଘୂରି ବାରଂବାର ହୁଏନି କିଛି ଉପକାର ଜନ୍ମରୁ ମରଣ ପର୍ଯଂତ ଏଠୁ ଆରଂଭ ସେଠି ଅଂତ ଏହି ଗତିରେ ବ୍ୟତିକ୍ରମ ଜଗାଇଥାଏ ମନେ ଭ୍ରମ ଯାହାର ଯେପରି ସଂସ୍କୃତି ଚଳାଏ…

ଭାଷା ଭାଗବତ : ଗଠିତ ହେଲେ ସଂଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୧ ବଳିତାଟିଏ ଆପେ ପୋଡ଼ି ଅଂଧକାରକୁ ଦିଏ ତଡ଼ି ବ୍ୟକ୍ତିନିର୍ଭର ଏହି ଜାତି ଗୋଷ୍ଠୀ ଗଢିଲେ କରେ କ୍ଷତି ନୂତନ ଅନୁପମ ସଂଘ ବଳରେ ନୂଆ କାର୍ଯ ଢଂଗ ଚଳିଲେ ବଢ଼ିପାରେ ଆସ୍ଥା କିଂତୁ ଏ କାଳ୍ପନିକ କଥା କରି ଉଦ୍ଦେଶ୍ଯ…

ଭାଷା ଭାଗବତ : ହେଉଁ ଭାଷାଭକ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୦  ଶବ୍ଦଗଠିତ ଲେଖାମାନ କରିଲେ ସୂକ୍ଷ୍ମ ଅଧ୍ୟୟନ ତହିଁରୁ ଭାଷାଂଶ ଲକ୍ଷଣ କରିପାରିବା ବିଶ୍ଳେଷଣ ସର୍ବାଂଚଳରୁ ସଂଗୃହୀତ କଥିତ ଭାଷାର ଦୃଷ୍ଟାଂତ ମିଳିଲେ ଦିଶେ ଯେଉଁ ରୂପ ତାହା ହିଁ ଭାଷାର ସ୍ବରୂପ ଶୃଂଗରୁ ମୁହାଣ ପର୍ଯଂତ…

ଭାଷା ଭାଗବତ : କଥା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୯ କଥା କହିଲେ ଅନର୍ଗଳ ଅବଶ୍ଯ ଉପୁଜେ କଂଦଳ କଥା କହିଲେ ମାପିଚୁପି ନିଷ୍ଫଳ ହୁଏନି କଦାପି ଭାବନା ଯାଏ ଯହିଁ ବ୍ୟାପି ଚେତନା ହୁଏ ବହୁମୁଖୀ କଳ୍ପନା ହୁଏ ବହୁରୂପୀ ଉଦ୍ଦେଶ୍ଯ ରହେନାହିଁ ଛପି ଭାଷାର ପ୍ରବହମାନତା…

ଭାଷା ଭାଗବତ : ଜ୍ଞାନ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୮  ସ୍ମୃତି ସୂଚନା ତଥ୍ଯ କଥା ଇତ୍ୟାଦି ମନରେ ସାଇତା ଅନୁଭୂତି ଓ ଅନୁମାନ କଳ୍ପନା ନୁହେ ଶୁଦ୍ଧ ଜ୍ଞାନ ଏହି ସବୁର ସମାହାର ଯେପରି କରୁଁ ବ୍ୟବହାର ତାହା ହିଁ ଅଟେ ନିଜ ଜ୍ଞାନ କରୁଛୁଁ ତହିଁର ସଂଧାନ ଥରେ ହୋଇଲେ…

ଭାଷା ଭାଗବତ : ଶବ୍ଦର ଗମନାଗମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୭ ଶବ୍ଦର ଗମନାଗମନ ଭାଷାରେ ଚାଲେ ପ୍ରତିଦିନ ବିସ୍ମୃତ ଶବ୍ଦ ଆଣି ଖୋଜି ବାକ୍ୟରେ ଦେଲେ ସୁଦ୍ଧା ଖଂଜି ପାଠକ ନ ବୁଝିଲେ ଅର୍ଥ ଲେଖକ ଶ୍ରମ ହୁଏ ବ୍ୟର୍ଥ ଚଳିତ ସମୟର ଭାଷା ଲେଖିଲେ ଲାଗଇ ସରସା ତତ୍କାଳ ଭାବ…

ଭାଷା ଭାଗବତ : ଖାଦ୍ୟନାମରୁ ମାତ୍ରାବୋଧ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୬  ଖାଦ୍ୟର ନାମ ନିଶ୍ଚେ ଜାଣ ତହିଁରୁ ମାତ୍ରା ସବୁ ଚିହ୍ନ ଭାତ ପଖାଳ ଶାଗ ଖଟା ଡାଲମା ଓ ଆଳୁ ଚକଟା ମାଛ ମାଂସ ଓ ଭଜା ବରା ପ୍ରତିଟି ଆ-କାରରେ ଭରା ଡାଲି ପିଆଜି ପିଠା ବଡ଼ି ଇ-କାର ହୋଇଅଛି ଯୋଡ଼ି ରୁଟି ଚକୁଳି…

ଭାଷା ଭାଗବତ : ଦେହ ଆମର ଶବ୍ଦଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୫  ଦେହରେ ବହୁ ଶବ୍ଦ ଅଛି ତହିଁରୁ କେତେଗୋଟି ବାଛି ବର୍ଣରେ ସ୍ବରଯୋଗ ଜ୍ଞାନ ପିଲାଂକୁ କରିବା ଅର୍ପଣ ନଖ ଓଠ ଓ ଚମ ଲେଖ ମାତ୍ରା ନୁହଇ ଆବଶ୍ଯକ ଏପରି ଅବନା ଅକ୍ଷର ଶିଶୁ ଲେଖିବା ଶିଖୁ ଶୀଘ୍ର ହାତ ପାଦ ଓ କାନ…

ଭାଷା ଭାଗବତ : ଶବ୍ଦମୟ ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୪ ବହିରେ ଯେତେ ଶବ୍ଦ ଦେଖ ସଂସାରେ ତହିଁରୁ ଅଧିକ ଘର ଓ ଜିନିସ ପତର ନାମରୁ ଲିପି ଶିକ୍ଷା କର ଖଟ ଓ କଂବଳ ପଲଂକ ମାତ୍ରା ନ ଥିବା ଶବ୍ଦ ଯାକ ଘର ଓ ପଥର ଅବନା ଚଟାଣ କାଂଥ ଛାତ ଠଣା କବାଟ ଝରକା ଶବ୍ଦରେ ଆ-କାର…