Latest Odisha News

BREAKING NEWS

ଭାଷା ଭାଗବତ : ଲେଖା କେତେ ଭଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଲେଖା ତ ବିବିଧ ପ୍ରକାର ସବୁ ଅକ୍ଷର ସମାହାର କେଉଁଟି ପ୍ରଶ୍ନର ଉତ୍ତର ଅଥବା ପ୍ରେମର ପତର କେଉଁଟି ସ୍ଥାନୀୟ ଖବର ଅଥବା ମତ କି ବିଚାର କେ ଲେଖେ କାର୍ଯ ବିବରଣୀ ଅଥବା ଭ୍ରମଣ କାହାଣୀ କେ ଲେଖେ ଗଳ୍ପ ଉପନ୍ୟାସ ଆଉ କେ…

ଭାଷା ଭାଗବତ : ଜ୍ଞାନାନୁବର୍ତୀ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୮  ନିସଂପର୍କିତ ହୋଇ ଜଣେ ପ୍ରତ୍ୟେକ ମୁହୂର୍ତକୁ ଗଣେ ଭାଷଣ ଶୁଣେ ଦିଏନାହିଁ ତଥାପି ପାରେ ଏକା ରହି ମଣିଷ ସାମାଜିକ ପ୍ରାଣୀ କେ କେବେ କହିଲା କେଜାଣି ସେହି କଥାରେ ରଖି ଆସ୍ଥା ହୋଇଛି ଏପରି ଅବସ୍ଥା ପରସ୍ପରକୁ ଭଂଡି, ଠକି…

ଭାଷା ଭାଗବତ : କାହାର ସହିତ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୭ ଏତଦ୍‌ବ୍ୟତୀତ ଏହାଛଡ଼ା କେଉଁ ଶବ୍ଦଟି ଏବେ ଲୋଡ଼ା ଏତଦ୍ଦ୍ବାରା କି ଏହାଦ୍ବାରା କେଉଁଟି ଚଳେ ଭାଷା ସାରା? ଅଗୋଚର ଅର୍ଥ ଅଜଣା ଅଗ୍ରିମ ଅର୍ଥ ତ ବଇନା ଊର୍ଦ୍ଧ୍ୱ ଉପର ବୋଲି ଜଣା ତଦ୍ରୂପ ସେହିପରି ଗଣା ଅଜସ୍ର ବୋଇଲେ ବହୁତ…

ଭାଷା ଭାଗବତ : ସ୍ବର ଚିହ୍ନାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୬  ଏ ଗୀତ ହୋଇଛି ଏପରି ପ୍ରତ୍ୟେକ ଧାଡ଼ି ମାତ୍ରା ଧରି ସ୍ବରବର୍ଣର ଚିହ୍ନରାଜି ଅଛଂତି କ୍ରମରେ ବିରାଜି କାଲିଠୁଁ ନୂଆ ଲେଖା ମୋର ପାଣିରୁ ଧୂଳି ନେଲା ଚୋର ସାହିକୁ କୂପ ହେବ ଲୋଡ଼ା ରାତିରୁ ପୂଜା ହେଲା…

ଭାଷା ଭାଗବତ : ଜ୍ଞାନାଧୀନ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୪  ଯାହା ବି ପଡ଼େ ଆମ କାନେ ତାହା ହିଁ ସତ ଭାବି ମନେ ସଂଚିଲେ ହେବା ହଇରାଣ ସେପରି ଶୁଣାକଥାମାନ ଯାହା ବି ଲେଖା ହୁଏ ବଂଟା ମିଠା ପିତା ଓ କଷା ଖଟା ସେ ସ୍ବାଦ ପାଇ ହେଲେ ଭୋଳ ମନରେ ହୁଏ ଗଂଡଗୋଳ…

ଭାଷା ଭାଗବତ : ସମୟ ସହିତ ସାହିତ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୪  ଋତୁ, ରୂପ, ସ୍ଥଳ ବର୍ଣନା ଦେବୀ, ଦେବ, ପ୍ରଭୁ ବଂଦନା ପ୍ରେମ, ଭକ୍ତି, ପୂଜା ମହତ୍ତ୍ୱ ଇତ୍ୟାଦିରେ ଭରା ସାହିତ୍ୟ କରିଛି କି ଲୋକଂକ ହିତ ହୋଇ ବି ଏତେ ପ୍ରଚାରିତ ? ଏ ପ୍ରଶ୍ନ ନିଜକୁ ପଚାରୁଁ ତା'ପରେ…

ଭାଷା ଭାଗବତ : କଥାମୟ ଦେଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୩  ଆତ୍ମବିଶ୍ୱାସଧାରୀ ଲୋକ ନ ଖୋଲି ସୁଦ୍ଧା ନିଜ ମୁଖ କରେ ନିଜର କାମତକ ତହିଁରୁ ପାଇଥାଏ ସୁଖ ଅଯଥା ଖୋଲିଦେଲେ ପାଟି ନାନା ବିଭ୍ରାଟ ଯାଏ ଘଟି ଅନ୍ୟ କେହି ସେ କଥା କାଟି ଚର୍ଚାକୁ କରିଦିଏ ମାଟି ଶବ୍ଦ…

ଭାଷା ଭାଗବତ : ସୁରକ୍ଷା ଓ ସଂସ୍କାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୨  ଲିପିରେ ଥାଏ ବର୍ଣମାନ ଯାହାର ଯେତେ ପ୍ରୟୋଜନ ସେ କରେ ସେତେ ବ୍ୟବହାର ସଂହାର ନ ହୁଏ କାହାର ସୁରକ୍ଷା ସହିତ ସଂସ୍କାର ଭାଷାରେ ଚଳେ ନିରଂତର ଅଲୋଡ଼ା ସମସ୍ତ ବିବାଦ ସଂବାଦ ଅବା ବିସଂବାଦ ଜୀବନ…

ଭାଷା ଭାଗବତ : ଭାଷା ଉପରେ ଭରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୧  ବିବର୍ତନର ଧାରା ଧରି ଅକ୍ଷର ହୋଇଛି ଯେପରି ତାହାକୁ କରୁଁ ବ୍ୟବହାର ଉନ୍ନତି ଘଟିବ ଭାଷାର ବଖାଣି ଅତୀତର ଗାଥା ଅଯଥା ଘାଂଟି ନିଜ ମଥା ସୁଧୁରି ଯାଏନି ଅବସ୍ଥା ଏହା ତ ଜଣାଶୁଣା କଥା ଅଧ୍ୟୟନ କି…

ଭାଷା ଭାଗବତ : ଏକାକୀ ସେବାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୦  ପହଁରା ଆସେ ମୋତେ, ସତ ନଦୀରେ ଥିଲେ ଜଳାବର୍ତ ତତ୍କାଳ ପଡ଼େନାହିଁ ଡେଇଁ ଦେଖେଁ କେବଳ ତଟେ ଥାଇ କଥା ବୋଇଲେ କୋଳାହଳ ଯୁକ୍ତି ମାତ୍ରକେ ଗଂଡଗୋଳ ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି ସେଆଡ଼େ ଯାଏନାହିଁ ମତି…