Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ମୂଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୯  ଗଛ ମୂଳେ ଢାଳିଲେ ପାଣି ସ୍ବଭାବେ ନିଏ ତାହା ଟାଣି କରଇ ସୁଷମ ବଂଟନ ବଢ଼ଂତି ଡାଳ ପତ୍ରମାନ କହିଲେ ଲେଖିଲେ ସ୍ବଭାଷା ଆପେ ତା ହୁଅଇ ସରସା କଳ୍ପନା ଯୋଜନା ବିଚାର କରିପାରେନି ଉପକାର ଲୋକଂକ କଥା ଦୈନଂଦିନ ଭାଷାକୁ କରେ…

ଭାଷା ଭାଗବତ : ଲିପି ବର୍ଜନକାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୮ କଥାଖୋରି ଓ କାମଚୋରି ହୋଇଲେ ଅଭ୍ୟାସ କାହାରି ବାରଂବାର ଗଲେ ବି ହାରି ପାରେନି ନିଜକୁ ସୁଧାରି ବାଣୀକୁ କରେ ଯିଏ ପେସା ଲିପିକୁ କରେନି ଭରସା କଥା ପବନେ ଯାଏ ମିଶି ଲିପି ହିଁ ହୁଏ ଅବିନାଶୀ ଅତି ଉଜ୍ଜ୍ବଳ…

 ଭାଷା ଭାଗବତ : ଜଟିଳ ଲିଖନ ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୭  ଜଟିଳ ଲିଖନ ରକ୍ଷଣ ସକାଶେ ଲିପି ପ୍ରଚଳନ ହୋଇଛି ଭାଷାରେ ସ୍ଥଗିତ ବୁଝଂତୁ ସୁଜ୍ଞାନୀ ପଂଡିତ ଚଳୁଛୁଁ କଥାବାର୍ତା କରି ଲେଖିବା ପାଇଁ ଥାଉଁ ଡରି କାଳେ କି ହୋଇଯିବ ତ୍ରୁଟି ଏ ଚିଂତା ମନ ଦିଏ ଘାଂଟି ଆମ ଭାଷାର ବର୍ଣମାଳା…

ଭାଷା ଭାଗବତ : ମନଲୋଭା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୬ ସ୍ବଭାଷା କହି ଶିଖି ଶିଶୁ ବିଦ୍ୟାଳୟରେ ପଶୁ ପଶୁ ଶୁଣେ ଓ ଲେଖେ ଭିନ୍ନ ଭାଷା ଏହା ହିଁ ଅସଲ ଦୁର୍ଦଶା ପରିବାରରୁ ଶିଖା ଭାଷା କହିଲେ ହୁଏ ଲୋକହସା ତହିଁରୁ ତୁଟିଲେ ଭରସା ଉଭେଇଯାଏ ସବୁ ଆଶା ଅହିତକର ପରଂପରା ଚଳୁଛି ଏବେ…

ଭାଷା ଭାଗବତ : ଭାଷା ବିଲୋପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୫ ନିରବ ଲୋକ ହିଁ କୃପଣ କରେନି ଚିଂତା ଉଚ୍ଚାରଣ ଧାରଣା ବିଚାର ଲିଖନ ମନକୁ ଦିଏନାହିଁ ମାନ ସବୁ ଚିଂତା ଭାବନା ସଂଚି ରହେ ସେ ସଂସାରରେ ବଂଚି କରେନି କିଛି ବି ପ୍ରକାଶ କରେ ଅଜ୍ଞାତେ ଭାଷା ନାଶ ଆଂକେ ସେ ନିଜର ପରିଧି ରହେ…

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୪  ବିଜ୍ଞାନ, ବିଚାର, ଶାସନ କ୍ଷେତ୍ରରେ ଲୋଡ଼ା ଶବ୍ଦମାନ ନିର୍ଦିଷ୍ଟାର୍ଥକ ଆଉ ସ୍ପଷ୍ଟ ଭାବରେ ହୁଅଂତି ପ୍ରକଟ ରହିଲେ ଯତ୍‌ସାମାନ୍ୟ ତ୍ରୁଟି ଜ୍ଞାନ ଶୃଂଖଳା ଯାଏ ତୁଟି ଆବେଗ ବିରହିତ ଭାଷା ପ୍ରଯୁକ୍ତ ହେଲେ ବଢ଼େ ଆଶା…

ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୩  ଭାଷାରେ ବହୁ ଶବ୍ଦ ଅଛି ସ୍ବରୁଚି ଜାଣି ନେଉଁ ବାଛି କେଉଁଟି ଶୁଦ୍ଧ କି ଅଶୁଦ୍ଧ ବୁଝିବା ରୂପଗତ ଭେଦ ଭାଷା ମାତ୍ରକେ ଆଂଚଳିକ କଥା ମାତ୍ରକେ ସାମୟିକ ସ୍ଥାନ ଓ କାଳ ଅନୁଯାୟୀ କିଛି ବି ନୁହେ ଚିରସ୍ଥାୟୀ ଯେ କହେ କିଂବା…

ଭାଷା ଭାଗବତ : ନୂତନ ଲିଖନ ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୨ ସବୁ ତ ହେଲାଣି ନୂତନ କିଛି ବି ନାହିଁ ତତ୍କାଳୀନ ଇଂଧନ ରଂଧନ ଭୋଜନ ପରିଧାନ ଓ ପ୍ରସାଧନ ଲୋକଂକ ଗମନାଗମନ ନିମଂତେ କେତେ ଭଳି ଯାନ ଗାୟନ ନର୍ତନ ଭଜନ କୀର୍ତନ ପରି କାର୍ଯମାନ କେଉଁଟି ନାହିଁ ପୂର୍ବ ଭଳି ସବୁ ତ ଗଲାଣି…

ଭାଷା ଭାଗବତ : ଶୂନ୍‌ର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୧ O o ° ଏପରି ବୃତ୍ତ ହିଁ ଆଧାର ସ୍ବଭାଷା ଲିପିର ଅକ୍ଷର ଲକ୍ଷ୍ୟ କରଂତୁ ବଂଧୁଗଣ ନାହିଁ ଏହାର ନିବାରଣ ୦ ... ଚ ଟ ଗ ର ଛ ଝ ଖ ଶ ଥ ଋ ବ କ ଏହି ବାରଟି ବର୍ଣ ଶିକ୍ଷା ଦିଏ ଶବ୍ଦ ଗଠନ ଦୀକ୍ଷା ... ଚକ ରଥ ଓ ଝର ଶର ବକ ବଟ…

ଭାଷା ଭାଗବତ : ଲିପି ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଭାଷାରେ ଯାହା ବି ଜଟିଳ ସେ ସବୁ କରିବା ସରଳ ଯାହା ବି ରହିଛି ବିସ୍ତୃତ ସେ ସବୁ କରିବା ସଂକ୍ଷିପ୍ତ ଶିକ୍ଷଣ ଗତି ହେଲେ ଦ୍ରୁତ ଶିକ୍ଷାର୍ଥୀ ହେବେ ଉପକୃତ ବଢ଼ିବ ଭାଷାର ମହତ୍ତ୍ବ ଗୁରୁତ୍ବ ହେବ ପ୍ରତିଷ୍ଠିତ ଲିପି ପ୍ରତି…