ଭାଷା ଭାଗବତ : ଲିପି ପାଏ ଲୋପ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୨
ଭାଷୀଂକ ଶ୍ରମକାତରତା
ଯୋଗୁଁ ଏ ଭାଷାର ଅବସ୍ଥା
ହେଲାଣି ଅତି ଶୋଚନୀୟ
ମିଳୁନି ସୁରକ୍ଷା ଉପାୟ
ଉତ୍ସାହ ସଂଚାରକ ବାଣୀ
ଯେତେ କହଂତି ଜ୍ଞାନୀ ଗୁଣୀ
ଭାଷୀଏ ପାରଂତିନି ଶୁଣି
ଶୁଣିଲେ ନିଅଂତିନି ମାନି
କରି ଅତୀତ କୀର୍ତିଗାନ…