ଭାଷା ଭାଗବତ : ଭାଷାର ଲକ୍ଷଣ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୩
ଶୈଶବେ ହେଲେ କୌତୂହଳୀ
ଜ୍ଞାନ ପ୍ରବେଶି ନାନା ଭଳି
କରି ଶିଶୁକୁ ଜ୍ଞାନବଂତ
ସର୍ବଦା ଥାଏ ତା ସହିତ
ଯୌବନ ମୁଖ୍ୟତଃ ଚଂଚଳ
ବଦଳୁଥାଏ ପ୍ରତି ପଳ
ଏକାଗ୍ର ହୁଏନାହିଁ ଧ୍ୟାନ
ସ୍ଥିର ହୁଏନି ଯୁବାମନ
ସାଧକ…