Latest Odisha News

BREAKING NEWS

ଭାଷା ଭାଗବତ : ଦ୍ବିରୂପୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୯  ସ୍ବର୍ଣ୍ଣିମ ସ୍ପର୍ଦ୍ଧିତ ବର୍ଦ୍ଧିଷ୍ଣୁ ସ୍ବର୍ଣିମ ସ୍ପର୍ଧିତ ବର୍ଧିଷ୍ଣୁ ଉଭୟ ରୂପ ଚଳେ ଯେଣୁ ପରିଷ୍କୃତକୁ ଏବେ ମାନୁ ମୁହୂର୍ତ୍ତ ସୌହାର୍ଦ୍ଦ୍ୟ ତଦୂର୍ଦ୍ଧ୍ବ ମୁହୂର୍ତ ସୌହାର୍ଦ ତଦୂର୍ଧ୍ବ ଉଭୟ…

ଭାଷା ଭାଗବତ : ସଂଧି ପ୍ରସଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୮  ବର୍ଣ ସହିତ ବର୍ଣ ଯୋଡ଼ି ସଂଧିଜ ବର୍ଣ ହୁଏ ଗଢ଼ି ମାତ୍ରାକ୍ଷର ଓ ଫଳାକ୍ଷର ଭାଷାରେ ଅଛି ଭରପୂର ବର୍ଣସଂଧି ଓ ଶବ୍ଦସଂଧି ହେତୁ ଅକ୍ଷର ହୁଏ ବାଂଧି ନୁହେ ତା ବାଧ୍ୟତାମୂଳକ ବୁଝଂତୁ ପାଠକ ଲେଖକ…

ଭାଷା ଭାଗବତ : ଓଡ଼ିଆ ଯୁଗ୍ମାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୭  ଦ୍ବିବାର ସମ ଯୁଗ୍ମ ବର୍ଣ କଲେ ଏକାଠି ଅବସ୍ଥାନ ଅକ୍ଷର ମୂଳେ ଅର୍ଧାକ୍ଷର ଲେଖିଲେ ହୁଏ ଯୁଗ୍ମାକ୍ଷର 'କ' ସହ 'କ୍କ' କୁ ତୁଳନା କରିଲେ ଏହା ପଡ଼େ ଜଣା 'ଜ ଓ ଜ୍ଜ' ଆହୁରି 'ନ ଓ ନ୍ନ' ଭିନ୍ନ ହୁଅଂତି…

ଭାଷା ଭାଗବତ : ଭାଷା ଗୁଣାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୬ ବହୁ ଭାଷାର ଶବ୍ଦ ଆସି ଏହି ଭାଷାରେ ଯାଇ ମିଶି ଏବେ ତ ହେଲେଣି ଆମର ଉତ୍ସ ନ ପଚାରୁଁ କାହାର ଶବ୍ଦ ଉପରେ ଅଧିକାର ସମାନ ଯେଣୁ ସଭିଂକର କରଂତି ଲୋକେ ବ୍ୟବହାର ସତେ କି ଏକାଂତ ନିଜର ଶବ୍ଦଟେ ହୋଇଲେ…

ଭାଷା ଭାଗବତ : ଉପଯୋଗୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୫ କୁଜ୍‌ଝଟିକା କି କୁଜ୍ଝଟିକା ହେବ ଆମ ଲିପିରେ ଲେଖା ଏବେ ହିଁ ନିର୍ଣୟ କରିବା ନ ହେଲେ ଧଂଦି ହେଉଥିବା ଉଦ୍‌ଗିରଣ କି ଉଦ୍ଗିରଣ ଉଡ୍‌ଡୟନ କି ଉଡ୍ଡୟନ ଅକ୍‌ଟୋବର୍‌ କି ଅକ୍ଟୋବର ଏବେ କରିବା ମନ ସ୍ଥିର…

ଭାଷା ଭାଗବତ : ସ-ଆଦ୍ୟ ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୪ ସ-ଆଦ୍ୟ କେତେ ଯୁକ୍ତାକ୍ଷର ଶବ୍ବର ପ୍ରଥମ ଅକ୍ଷର ହୁଅଂତି ଭାଷାରେ ଆମର ବିକଳ୍ପ ନାହିଁ ଏ ସବୁର ସ୍କଂଧ ସ୍ଖଳିତ ସ୍ତବ ସ୍ଥିର ସ୍ନାନ ସ୍ଫଟିକ ସ୍ମିତ ସ୍ବର ଦେଖୁଁ ଶବ୍ବର ଆଦ୍ୟାକ୍ଷର ନ ମିଳେ ବିକଳ୍ପ…

ଭାଷା ଭାଗବତ : ସରଳତର ଲିପି ଲେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୩ କର୍ତ୍ତୃତ୍ବ, ଆର୍ଦ୍ଦ୍ର, ଊର୍ଦ୍ଧ୍ୱ ଲେଖା ଯେଉଁ ଦିନରୁ ଦେଲା ଦେଖା ଆମର ବର୍ଣାବଳି ଶିକ୍ଷା କେହି ବି କଲେନି ସମୀକ୍ଷା ଶିକ୍ଷାର ବିଫଳତା ବୁଝି ବଡ଼ମାନେ ନ ହେଲେ ରାଜି କିଛି ବି ଯାଏନି ବଦଳି ପ୍ରଥା ଓ…

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୨  ଯାହାଂକୁ ଯେତେ ଭାଷା ଜଣା ସ୍ବଭାଷା ରୂପେ ହେଲେ ଗଣା ରହିବନାହିଁ କଟକଣା ଫୁଟିବ ମନର ଭାବନା ଭାବନା ଯାତ୍ରୀ, ଭାଷା ଯାନ ଅନନ୍ୟ ମନୁଷ୍ୟ ଜୀବନ କରିବା ଯାତ୍ରାର ବର୍ଣନ ଯାନର ରକ୍ଷଣାବେକ୍ଷଣ ଭାଷା ଓ…

ଭାଷା ଭାଗବତ : ଶୁଦ୍ଧତା ଆଡ଼କୁ…

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୧ ଶବ୍ଦର ଏହି ରୂପାବଳି ରଖିବା ଯତନେ ସଂଭାଳି ତ୍ରୁଟି ହେବନି ବାରଂବାର ସ୍ବଭାଷା ହେବ ଶୁଦ୍ଧତର କୃଷ୍ଣ ଓ ଅକ୍ରୂର ମିତ୍ରତା କୃଷକ ଉପରେ କ୍ରୂରତା ତୃତୀୟ ଥର ହେଲା ତ୍ରୁଟି ତୃଷ୍ଣା ଆତୁର ଶତ୍ରୁ ତଂଟି…

ଭାଷା ଭାଗବତ : ଭାଷା ରଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୦  ସ୍ବଭାଷା ସୁବିଶାଳ ରଥ ଲୋଡ଼େ ସହସ୍ରାଧିକ ହାତ ଧରିବେ ତାହାର ଦଉଡ଼ି ଲକ୍ଷ୍ୟ ପର୍ଯଂତ ନେବେ ଭିଡ଼ି ନୁହେ ଏ ଛୋଟ ଠେଲାଗାଡ଼ି ଗଳି କଂଦିରେ ରଡ଼ି ଛାଡ଼ି ପଣ୍ୟ ପସରା ସେଠି ମେଲି ଏକାକୀ ଜଣେ ନେବ ଠେଲି…