Latest Odisha News

ହକି ବିଶ୍ବକପ ପୂର୍ବରୁ ରାଉରକେଲାରେ ହେବ ନଗର କ୍ରୀଡ଼ା ଉତ୍ସବ

ରାଉରକେଲା : ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ବକପ୍ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲା ସୃଷ୍ଟି କରିବା ପାଇଁ ଆରମ୍ଭ ହେଉଛି କ୍ରୀଡ଼ା ଉତ୍ସବ ।…

ଚନ୍ଦ୍ର ଗ୍ରହଣ ଦିନ ପୁଣି ଚିକେନ ବିରିଆନି ଖାଇବେ ହେତୁବାଦୀ

ଭୁବନେଶ୍ବର: ଆସ୍ଥା ଏବଂ ବିଜ୍ଞାନକୁ ନେଇ ଓଡ଼ିଶାରେ  ଆସନ୍ତାକାଲି ପୁଣି ମୁହାଁମୁହିଁ ହେବେ ହେତୁବାଦୀ ଏବଂ ପରମ୍ପରାବାଦୀ ।   କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁବାଦୀମାନେ ଏହି ଦିନ ସୂର୍ଯ୍ୟପରାଗ ଦିନ ଭଳି ଚିକେନ ବିରିଆନି ଖାଇବେ ବୋଲି ଘୋଷଣା…

୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଚାରପତିଙ୍କ ମଧ୍ୟରେ ଦ୍ବିମତ

ନୂଆଦିଲ୍ଲୀ: ଆର୍ଥିକ ଅନଗ୍ରସର କୋଟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଆର୍ଥିକ କ୍ଷେତ୍ରରେ ପଛୁଆ (ଇଡବ୍ଲ୍ୟୁଏସ) ତଥା ଗରିବ ଶ୍ରେଣୀର ଛାତ୍ରୀଛାତ୍ରୀଙ୍କ ପାଠ ପଢ଼ା ଏବଂ ନିଯୁକ୍ତି ପାଇଁ  ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ ରାୟ ପ୍ରଦାନ…

ଅଡ଼ୁଆରେ ମନୀଷ ସିସୋଦିଆ! ରାଜସାକ୍ଷୀ ହେବାକୁ ରାଜି ଦିନେଶ ଆରୋରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଫସିଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ପାଇଁ ପୁଣି ବିପଦ ଘନେଇଛି । ତାଙ୍କ ବିରୋଧରେ ସାକ୍ଷୀ ଦେବାକୁ ତାଙ୍କ ସହଯୋଗୀ ରାଜି ହୋଇଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ  ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ତଦନ୍ତ କରୁଥିବା…

କଂଗ୍ରେସ କରୁଛି ଗୀତ ଚୋରି,  ଟ୍ବିଟର ହ୍ୟାଣ୍ଡେଲ ବ୍ଲକ କରିବାକୁ କହିଲେ କୋର୍ଟ

ବାଙ୍ଗାଲୋର: କଂଗ୍ରେସ ଗୀତ ଚୋରି କରି ଭାରତ ଯୋଡୋ ଯାତ୍ରାରେ ବଜାଉଥିବାର ଅଭିଯୋଗର ଶୁଣାଣି କରିଛନ୍ତି କୋର୍ଟ । ସେହି ଚୋରି ଗୀତକୁ ବିଭିନ୍ନ ସୋସିଆଲ ମିଡିଆରେ ବ୍ୟବହାର କରାଯାଉଛି । ଏମଆରଟି ମ୍ୟୁଜିକ ପକ୍ଷରୁ ଏଭଳି ଅଭିଯୋଗକୁ ନେଇ ବାଙ୍ଗାଲୋର କୋର୍ଟ ଗୀତ ଡିଲିଟ କରିବାକୁ…

୨୦୦୯ ପରେ ପ୍ରଥମ ଥର ହାରିଲା ବିଜେଡି, ନବୀନ ମାନିଲେ

ଭୁବନେଶ୍ୱର: ଏବେକାର ରାଜନୀତିରେ ରାଜନେତା ଏବଂ କର୍ମୀଙ୍କ ମଧ୍ୟରେ ଲୋକସେବା ଅପେକ୍ଷା ଅଧିକା ପାଗଳାମୀ ଦେଖିବାକୁ ମିଳୁଛି । ଗତ କେତେକ ନିର୍ବାଚନରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଯେଉଁଭଳି ବ୍ୟାପୁଛି ତାହାକୁ ଦେଖିଲେ ମାନବିକତା ଓ ମଣିଷପଣିଆ ବି ବାଟହୁଡି ଯାଉଛି  । ଜିତିବା ପାଇଁ…

କବିତା : ଶୀତଗାଏ ଗୀତ

ଶ୍ରୀରାମ ସାହୁ ଶୀତଗାଏ ଗୀତ କୁହୁଡି ସାଥିରେ ନିଶିଥର ନିଶବ୍ଦରେ କାକର ଭିଜାରେ ହସେ ବସୁନ୍ଧରା ବିମୋହିତ ଆସରରେ । କୁଳୁକୁଳୁ ସ୍ଵନ ତଟିନି ଝରଣା ରଖି ତାଳସୁର ଲୟ। ଗାଉଥାନ୍ତି ସଦା ପରାଣ ସଙ୍ଗୀତ ମନ ହୁଅଇ ଅଥୟ। ଲାଗିଥାଏ ଭିଡ ପୂଜିବାକୁ ଶିବ ନିତି ମନ୍ଦିର ବେଢାରେ ।୧।…

2024 ପୂର୍ବରୁ ପ୍ରି ଟେଷ୍ଟ ଫଳାଫଳ: ସାତରୁ ବିଜେପି ଜିତିଲା ଚାରି

ନୂଆଦିଲ୍ଲୀ:  6 ଟି ରାଜ୍ୟରେ 7 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନ ଏକପ୍ରକାର ସମ୍ମାନ ପାଇଁ ଯୁଦ୍ଧ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା, ବିହାର, ୟୁପି,ମହାରାଷ୍ଟ୍ର, ହରିୟାନା ଏବଂ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ କିଏ ଜିତିବ…

ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଲା ନେଦରଲାଣ୍ଡ, ସେମିଫାଇନାଲରେ ଟିମ୍‌ ଇଣ୍ଡିଆ

ଆଡିଲେଡ୍‌ : ପୁଣି ସାଉଥ ଆଫ୍ରିକା ପାଇଁ ଲକ୍ କାମ ଦେଇନି । ଟ୍ବେଣ୍ଟି -20 ବିଶ୍ବକପରେ ଆଜିର ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲାଣ୍ଡ । କ୍ରିକେଟରେ ସବୁ ଅନିଶ୍ଚିତ ଏହା ପୁଣି ପ୍ରମାଣିତ ହୋଇଛି । ଭାରତକୁ ହରାଇଥିବା ସାଉଥ ଆଫ୍ରିକା ଆଜି ନେଦରଲ୍ୟାଣ୍ଡଠାରୁ…

ବିଜେପି ବନାମ ଆଞ୍ଚଳିକ ଦଳ ଲଢ଼େଇ: ଆଜି ଆସିବ ଫଳାଫଳ

ନୂଆଦିଲ୍ଲୀ: ଦେଶର ରାଜନୀତିରେ ଏବେ ବିଜେପି ବନାମ ଆଞ୍ଚଳିକ ଦଳରେ ରାଜନୈତିକ ଲଢ଼େଇ ଚାଲିଛି । ନିର୍ବାଚନକୁ ନେଇ ସବୁଦଳ ଏବେ ବେଶ ସତର୍କ ହୋଇଯାଇଛନ୍ତି । ଜିତିବା ପାଇଁ ରାତି ଦିନ କରି ଲଢ଼େଇ କରୁଛନ୍ତି । ଏଭଳି ସ୍ଥିତିରେ ଆସନ୍ତା ଗୁଜରାଟ , ହିମାଚଳ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ…