Latest Odisha News

BREAKING NEWS

ବିନା ପ୍ରମାଣରେ ସ୍ୱାମୀଙ୍କ ଚରିତ୍ରହାନୀ କରିବା ଏବଂ ମଦୁଆ କହିବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ । ଏହା ସ୍ମାମୀଙ୍କ ମାନହାନୀ ସହ ନିଷ୍ଠୁରତା ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ  । ଏକ ମାମଲାର ବିଚାର କରି  ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ…

ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ

ଅଯୋଧ୍ୟା: ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସଂପର୍ନ୍ନ ହୋଇଛି । ପ୍ରଥମ ମହଲା କାର୍ଯ୍ୟ ୨୦୨୩ ସୁଦ୍ଧା ସରିବ । ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ ହୋଇଛି । ୨୦୨୪ ଜାନୁଆରୀରେ ପ୍ରଭୁ ଶ୍ରୀରାମ ମନ୍ଦିରରେ…

ରାଜା ଚାର୍ଲସଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ଋଷି ସୁନକ

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧନମନ୍ତ୍ରୀ ଭାବେ ରାଜା ଚାର୍ଲସ ତୃତୀୟଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି । ବକିଙ୍ଗହାମ୍ ରାଜାପ୍ରାସାଦରେ ରାଜା ଚାର୍ଲସଙ୍କୁ ଭେଟି ଆଲୋଚନା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସୁନକ ବ୍ରିଟେନର 57 ତମ ପ୍ରଧାନମନ୍ତ୍ରୀ ଭାବେ ନିଜର…

ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତି ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ…

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।  ଆସନ୍ତା ଅକ୍ଟୋବର ୨୮ ତାରିଖରେ ଶପଥ ନେବେ ସୁନକ । ୨୯ ତାରିଖରେ ଗଠନ କରିବେ ନୂତନ କ୍ୟାବିନେଟ୍‌ । ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବାପରେ କଞ୍ଜରଭେଟିଭ୍‌ ପାର୍ଟିର ଅଧିକାଂଶ ସାଂସଦ ତାଙ୍କୁ ନେତା ଭାବେ ସମର୍ଥନ…

ସଲମାନ ରୁସଦି ଗୋଟିଏ ଆଖି ହରାଇଲେ

ନ୍ୟୁୟର୍କ: ଭାରତରେ ଜନ୍ମିତ ବ୍ରିଟିଶ ଔପନାସିକ ସଲମାନଙ୍କ ରୁସଦି ଏକ ଆଖି ହରାଇଛନ୍ତି । ତାଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏପରି ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।  ଛୁରି ମାଡରେ ତାଙ୍କ ବେକ ଓ ତଳିପେଟରେ ଗଭୀର ଆଘାତ…

ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଭୁବନେଶ୍ବର:  ଭୁବନେଶ୍ୱରର ଜାଗମରା ସ୍ଥିତ ଫିଟ୍‌ନେସ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଆଜି ରାତି ୧୦ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି । ଦୁଇ ମହଲା ବିଶିଷ୍ଟ କୋଠାରେ ରହିଛି ଏହି ଫିଟ୍‌ନେସ୍ ସେଣ୍ଟର। ଏହାର ପ୍ରବେଶ…

ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଦୀପୋତ୍ସବ

ଅଯୋଧ୍ୟା: ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଦିପାବଳୀ ପୂର୍ବଦିନ ଦୀପୋତ୍ସବ ଗିନିଜ ବୁକ ଅଫ୍ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ସରଜୁ ନଦୀ ତଟରେ  ରାମ କି ପେଡି ଘାଟ ଏବଂ ଅନ୍ୟାନ୍ୟ ଘାଟରେ  ପାଖାପାଖି ୧୫ଲକ୍ଷ ଦୀପର ଆଲୋକ ଜଳାଯାଇ ଏହି ରେକର୍ଡ ହାସଲ କରାଯାଇଛି । ଅଯୋଧ୍ୟା…

ଘନୀଭୂତ ହେଉଛି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟା ସି-ତ୍ରାଙ୍ଗ

ଭୁବନେଶ୍ବର:  ଘନୀଭୂତ ହେଉଛି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ବାତ୍ୟା ସି-ତ୍ରାଙ୍ଗ  । ଆସନ୍ତା କାଲି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିବା ଅନୁସାରେ ବାତ୍ୟା ରୂପ ନେଇଛି ଗଭୀର ଅବପାତ । ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା…

ପ୍ରଧାନମନ୍ତ୍ରୀ ପଦ ଦୈାଡ଼ରେ ପୁଣି ସୁନକ୍

ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ଦୈାଡ଼ ପାଇଁ ପଉି ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଉ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ପାଇଁ ନିଜେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି କଂଜରଭେଟିଭ ପାର୍ଟିର ଋଷି ସୁନକ । ବ୍ରିଟେନର  ପରବର୍ତ୍ତୀ  ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ  ଘୋଷଣା…