Latest Odisha News

BREAKING NEWS

ଅଗଷ୍ଟ ୫ ରେ ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା…

ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ଦିଲ୍ଲୀ:  ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ।  ସେ ମହିଳା ବୋଲି ଜଣାପଡିଛି । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।  ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ…

ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କିଂ : କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ…

ଚାଇନାକୁ ଶକ୍ତ ଆମେରିକାର ଚାପୁଡ଼ା, ରାଗରେ ନାଲି ଚୀନ

ତାଇୱାନରେ ପହଁଚିଛନ୍ତି ଆମେରିକା ସଂସଦର ବାଚସ୍ପତି ନାନସି ପେଲୋସି । ଚୀନର ଧମକକୁ ଖାତିର ନକରି କଡା ସୁରକ୍ଷା ଭିତରେ ତାଇଓ୍ବାନ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ତାଙ୍କ କାରକୁ କଡା ସୁରକ୍ଷା ଦିଆଯାଇଛି । ପହଁଚିବା ପରେ ଟୁଇଟ କରିଛନ୍ତି ପେଲୋସି ।…

ଉପକୂଳ ବାସିନ୍ଦାଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ କଲୋନି

ବ୍ରହ୍ମପୁର:ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ୫ଟି ବ୍ଲକର ବାସିନ୍ଦା ବର୍ତ୍ତମାନ ସମୁଦ୍ରର କରାଳ ରୂପକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ବିଶେଷକରି ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ପୋଡମପେଟା ଗ୍ରାମ । ପୂର୍ବରୁ ଗାଁଠାରୁ ସମୁଦ୍ର ୨ କି.ମି ଦୂରରେ ରହିଥିଲା । ଏବେ ଗାଁର ବସତିକୁ…

ଏଲନ ମସ୍କଙ୍କ ପାଇଁ ଚିନ୍ତାରେ ତାଙ୍କ ପିତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଲୋନ ମସ୍କଙ୍କ ପିତା ଏରୋଲ୍ ମସ୍କ କହିଛନ୍ତି ଯେ ସେ ତାଙ୍କ ଧନୀ ପୁଅ ପାଇଁ ସଦାବେଳେ ଚିନ୍ତାରେ ରହୁଛନ୍ତି। ଏହାର କାରଣ ତାଙ୍କ ପରିବାରରେ ଏକମାତ୍ର ଏଲନ ଖୁସିରେ ନାହାଁନ୍ତି । ଏରୋଲ କହିଛନ୍ତି ଏତେ ଟଙ୍କା ରୋଜଗାର କରିବା ପରେ ମଧ୍ୟ ଏଲନଙ୍କ ଏପରି ସାଥୀ…

କାଶୀପୁରରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ରାୟଗଡା:  କାଶୀପୁର ବ୍ଲକରେ ଗତ 26 ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହଇଜା ।  ମୁଣ୍ଡବ୍ୟଥା ପାଲଟିଛି ଜଳ ଯୋଗାଣ । ଗତ ଦୁଇଦିନ ତଳେ କାଶୀପୁର ବ୍ଲୋକ୍କର ବିଭିନ୍ନ ଗାଁରେ ଯୋଗାଇ ଦିଆଯାଉଥିବା ଟେଙ୍କର ପାଣିରେ ଇ- କୋଲାଇ ଜୀବାଣୁ ଚିହ୍ନଟ ହେବା ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଫଳରେ…

ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି

ଭୁବନେଶ୍ୱର:  ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ…

ପୁରୀ ଅଂଚଳରୁ ପେଟ୍ରୋଲ ମିଳିବାର ସଂଭାବନା : ଜମି ମାଲିକଙ୍କୁ ମିଳିଲା ଟଙ୍କା

ପୁରୀ: ଓଡ଼ିଶାର ମାଟି ତଳେ ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌। ଏନେଇ ଅନେକ ଥର କୁହାଯାଇଥିଲାବେଳେ ଏବେ ଏହା ଉପରେ ମୋହର ମାରିଛି ଅଏଲ ଇଣ୍ଡିଆ ଲିମିଟେଡ୍‌  କଂପାନିର । କଂପାନିର ସର୍ଭେରୁ ସ୍ପଷ୍ଟ ହେବା ପରେ  ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳ ୩୭ ଜଣ ଜମି ମାଲିକଙ୍କୁ ଗୁଣ୍ଠକୁ ବର୍ଷକୁ 15…

ଶେଷ ହେଲା ବଜେଟ୍ ଅଧିବେଶନ: ଦରମା ବଢ଼ିବା ନିଷ୍ପତ୍ତି ନେବ କମିଟି

ଭୁବନେଶ୍ବର:  ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) ।  ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି  । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ  । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା…