Latest Odisha News

BREAKING NEWS

ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି ।  ଭାରତକୁ ରେସଲିଂରେ ଏହି ପ୍ରଥମ ସ୍ବର୍ଣ୍ଣ ପଦକ  ମିଳିଛି । ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ…

ସଂଖ୍ୟା ଖେଳରେ କିଏ ଜିତିବ ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଧନଖଡ ଏବଂ ମାର୍ଗାରେଟ ଆଲଭାଙ୍କ  ମଧ୍ୟରେ କାଲି ଭୋଟ ହେବ । ଏହି ନିର୍ବାଚନର ବିଶେଷ କଥା ହେଉଛି ଭୋଟ୍ ସମୟରେ ସାଂସଦଙ୍କୁ କେବଳ ଗୋଟିଏ ଭୋଟ୍ ଦେବାକୁ ପଡିବ, କିନ୍ତୁ ତାଙ୍କୁ ତାଙ୍କ ପସନ୍ଦ ଆଧାରରେ ପ୍ରାଥମିକତା…

ରାହୁଲ ମାଗିଲେ ଜବାବ, ପ୍ରଶ୍ନ ପଚାରିଲେ ଜେଲରେ ପୁରାଉଛି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଆଜି ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ନେତାମାନେ ବିଜେପି ସରକାର ବିରୋଧରେ ରଣହୁଙ୍କାର କରିଥିଲେ । କଳାପୋଷାକ…

କେନ୍ଦ୍ର ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସର ହୁଙ୍କାର, ରାଜଭବନ ଘେରାଉ

ଭୁବନେଶ୍ୱର :  ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି ।…

ଭାରତ ବିରୋଧରେ ଅପପ୍ରଚାରରେ ମାତିଛି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଯାହା ଅସମ୍ଭବ ଲାଗୁଥିଲା ତାହା ସଂଭବ କରିଦେଖାଇଛି ଭାରତ । ଜମ୍ମୁକାଶ୍ମୁରରୁ ଧାରା 370 ରଦ୍ଦ ହେବା ପରେ ପାକିସ୍ତାନ ଆଖିରେ ନିଦ ନାହିଁ । କିନ୍ତୁ ଭାରତ ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ ପାକିସ୍ତାନ ।  ଜାମ୍ମୁ କାଶ୍ମୀରରୁ ଧାରା 370…

କଂଗ୍ରେସର ବିରୋଧକୁ ନେଇ ଅମିତ ଶାହ ରଖିଲେ ଉତ୍ତର

ନୂଆଦିଲ୍ଲୀ:  କଂଗ୍ରେସ ଆଜି ଦିନ ତମାମ କେନ୍ଦ୍ର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ବିରୋଧରେ ସାମିଲ ହୋଇଥିଲେ । ସାଂସଦମାନେ କଳା ପତାକା ଏବଂ କଳା ପଟି ବାନ୍ଧିବା ସହ ଅନେକ ନେତା କଳା ପୋଷାକ ପିନ୍ଧି ବିରୋଧ କରିଥିଲେ ।  ଦରଦାମ…

କାଶୀପୁର ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ କାହିଁକି ଅଧାରେ ପଡିଛି?

ରାୟଗଡ଼ା:  କାଶୀପୁର ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୁଷିତ ଜଳ । ଦଶନ୍ଧି ଦଶନ୍ଧି ଧରି  ଲୋକଙ୍କୁ ବିଶୁଦ୍ଧ ପାଣି ମିଳୁନଥିବା କାରଣରୁ ବାଧ୍ୟ ହୋଇ ନଦୀ, ନାଳ , ଝରଣା ଓ ଅନ୍ୟାନ୍ୟ ଜଳଉତ୍ସରୁ ପାଣିକୁ  ଲୋକେ ବ୍ୟବହାର କରୁଛନ୍ତି । କାଶୀପୁର ବକ୍ଲ ବାସୀ…

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ:  ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ । ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବାବେଳେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା…

ଲୋ ରେବି – ଲୋ ନିଆଁ – ଲୋ ହଇଜା

ଭୁବନେଶ୍ୱର: ଲୋ ରେବି, ଲୋ ନିଆଁ, ଲୋ ଚୁଲି – ପଢ଼ିବା ବେଳେ ବହୁତ କଷ୍ଟ ଅନୁଭବ ହୋଇଥିଲା । ଫକୀରମୋହନ ସେନାପତିଙ୍କ ଆତ୍ମାକୁ କେତେ ବାଧିଥିଲା ଯେ, ୧୮୯୮ ମସିହାରେ ହଇଜାକୁ ତାଙ୍କ ପ୍ରାରମ୍ଭ ଗଳ୍ପରେ ସ୍ଥାନ ଦେଇଥିଲେ । ଶହେ ବର୍ଷ ପରେ ଓଡ଼ିଶାରେ ସେପରି ଝାଡ଼ା ବାନ୍ତିରେ ଅନେକ ରେବତୀ…

କାନାଡାକୁ ହରାଇ ସେମିଫାଇନାଲରେ ପହଁଚିଲା ଭାରତୀୟ ମହିଳା ହକି ଟିମ

ଭାରତୀୟ ମହିଳା ହକି ଟିମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏକ କର ବା ମର ମ୍ୟାଚରେ ବିଜୟୀ ହୋଇଛି । ବିଜୟୀ ହେବା ପରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । 3-2ରେ କାନାଡାକୁ ହରାଇ ଭାରତୀୟ ଟିମ୍ ବିଜୟ ହୋଇଛି । ଭାରତ ପକ୍ଷରୁ ସଲୀମା ଗୋଟିଏ ଗୋଲ ଦେଇଥିବା ବେଳେ ନବନୀତ…