Latest Odisha News

ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରିଛି ବନବିଭାଗ : ସିଏଜି

ଭୁବନେଶ୍ବର:  ରାଜ୍ୟରେ ବନୀକରଣ ନାମରେ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଏନେଇ ଆଜି ବିଧାନସଭାରେ ଆଗତ ହୋଇଥିଲା୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସିଏଜି ରିପୋର୍ଟରେ ଦର୍ଶାଯାଇଛି । 485 ବୃକ୍ଷୋରୋପଣ ମଧ୍ୟରୁ 191ଟି ସଫଳ ହୋଇନଥିବାରୁ ବିଭାଗ ଦ୍ବାରା 13.71 କୋଟି ଟଙ୍କାର ନିଷ୍ଫଳ…

ଅଚିନ୍ତା ଶୁଲି ଜିତିଲେ ସୋର୍ଣ୍ଣ ପଦକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ସୁଲି  ପୁରୁଷ  ବିଭାଗ 73 କିଲୋଗ୍ରାମ ଭାରୋତ୍ତୋଳନ ଫାଇନାଲରେ ମୋଟ 313 କେଜି ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବର୍ମିଂହାମରେ ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ । ରାଉଣ୍ଡର ପ୍ରଥମ ପ୍ରୟାସରେ ଅଚିନ୍ତା 137 କିଲୋଗ୍ରାମ…

ସଂଜୟ ରାଉତଙ୍କୁ ଗିରଫ କଲା ଇଡି

ମୁମ୍ବାଇ:  ସଞ୍ଜୟ ରାଉତଙ୍କୁ ଗିରଫ କରିଛି ଇଡି । ଏହା ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି । ଇଡି  ଶିବସେନା ନେତା ସଞ୍ଜୟ ରାଉତଙ୍କ ଦିନସାରା ପଚରାଉଚୁରା କରିଥିଲା ।  ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟକୁ ଦୁଇ ଦୁଇ ଥର ଇଡି ସମନ କରିଥିଲା । ହେଲେ ସଞ୍ଜୟ…

ହର ଘର ତ୍ରିରଙ୍ଗା ହେବ ଜନ ଆନ୍ଦୋଳନ

ଭୁବନେଶ୍ବର: ସ୍ୱାଧୀନତାର  ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନ୍ତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ୍ ଢ଼େଙ୍କାନାଳ ଜିଲ୍ଲାର ଭୁବନ୍ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ  ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା,…

ଡଃ ଅରୁନ୍ଧତୀ ଦେବୀଙ୍କୁ ବୀର ବାଜି ରାଉତ ସମ୍ମାନ – ୨୦୨୨ ପ୍ରଦାନ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଏବଂ ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କୁ ଚଳିତ ବର୍ଷର ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଛି। ସମାଜର ସବୁକ୍ଷେତ୍ରରୁ ଅଶୋଭନୀୟତାର ଦୂରୀକରଣ ଏବଂ ଜନକଲ୍ୟାଣ ନେଇ ତାଙ୍କର ଜୀବନତମାମ ଅବଦାନ ସକାଶେ ଡଃ ଦେବୀଙ୍କୁ ଏହି…

ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ।…

ବାବୁସାନଙ୍କ ବାଲକୋନି ଆଉ କାଶିପୁର ହଇଜା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାବୁସାନଙ୍କ ରିଏଲ ଷ୍ଟୋରିକୁ ନେଇ ଆମର ଏଠି ଭାରି ଚର୍ଚା । ଟିଭି ଖୋଲିଲେ ବାବୁସାନ, ଫେସବୁକ ଖୋଲିଲେ ବାବୁସାନ ଆଉ ଆମ ମିଡିଆ ହେଡଲାଇନଠୁ ଆରମ୍ଭ କରି ସ୍ପେସିଆଲ ଷ୍ଟୋରି ଆଉ ବିତର୍କରେ ବି ଖାଲି ବାବୁସାନ । ସେ କୁଆଡେ ଗଲେ, କାହିଁକି ଗଲେ,  କେମିତି ଗଲେ, କଣ…

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ: ୫ରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ବର: ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିଜେଡି ସାଂସଦମାନେ ଏଥର ବି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ ଦେବେ । ତେବେ ତା ପୂର୍ବଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୫ ତାରିଖରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।…

ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ ହୋଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଏମ ଷ୍ଟାଲିନଙ୍କ ଉପସ୍ଥିତିରେ  ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଚେସ୍ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣକୁ ଉଦ୍‌ଘାଟନ…

ତୃତୀୟ ଦିନିକିଆ ଜିତି ଭାରତ ସିରିଜ ବିଜୟୀ

ଓ୍ବେଷ୍ଟଇଣ୍ଡିଜ ମାଟିରେ ଭାରତ ପ୍ରଥମ ଥର ପାଇଁ 3-0ରେ ସିରିଜ ବିଜୟୀ ହୋଇଛି । ତୃତୀୟ ମ୍ୟାଚରେ  ବର୍ଷା ବାରମ୍ବାର ହୋଇଥିବା ବେଳେ  ତୃତୀୟ ତଥା ଶେଷ ଦିନିକିଆକୁ 119 ରନରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଦୁଇ ଓପନର ଶିଖର ଧାୱନ ଓ ଶୁବମନ…