Latest Odisha News

BREAKING NEWS

ଏନଏଫଏସଏ ରାଜ୍ୟ ମାନ୍ୟତାରେ ୧ ନମ୍ବର ଓଡ଼ିଶା

ଓଡ଼ିଶା ଇନସାଇଡ ବ୍ୟୁରୋ:  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ । ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଉତ୍ତର…

ଚନ୍ଦ୍ରକୁ କବଜା କରିବାକୁ ଚାହୁଁଛି ଚୀନ! ଚୋରି କରୁଛି ଟେକ୍ନୋଲୋଜି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଡାଳେ ଡାଳେ ଗଲେ ଚୀନ ପତ୍ରେ ପତ୍ରେ ଯାଉଛି ।  ଚନ୍ଦ୍ରକୁ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ଚୀନ୍ ବୈଜ୍ଞାନିକମାନେ ରାତିଦିନ ଏକ କରି ଗବେଷଣା କରୁଛନ୍ତି ।  ଏପରିକି ଅନ୍ୟ ଦେଶର ଟେକ୍ନୋଲୋଜି ମଧ୍ୟ ଚୋରି କରୁଛନ୍ତି । ଏଭଳି  ଆଶଙ୍କା କରିଛନ୍ତି ନାସା…

ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର  :  ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ର‌ାଗିଂ ସହ୍ୟ କରିନପାରି ଗତ ଶନିବାର ଦିନ ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ପୀଡାଜନକ ଘଟଣା ବୋଲି କହିଛି ବିଜେପି ଯୁବମୋର୍ଚା । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ଦିନ ଧରି…

ବର୍ଷାଙ୍କୁ ଶାନ୍ତ କରିବ କି ‘ଗୀତା’?

କଟକ: ବର୍ଷା ଅନୁଭବଙ୍କ କଳି ଏବେ କୋର୍ଟରେ । ଷ୍ଟାର ଦମ୍ପତ୍ତିଙ୍କ ପରିବାରରେ ଆସିଛି ଝଡ । କାହା ମନ କାହା ପାଖରେ ନାହିଁ । ପରସ୍ପର ଦୋଷ ଦେଉଛନ୍ତି । ଅଶାନ୍ତିରେ ଜିଉଁଛନ୍ତି । ନ୍ୟାୟାଳୟରେ ନ୍ୟାୟ ପାଇଁ ଗୁହାରି କରୁଛନ୍ତି । ତେବେ ଦୁଇଜଣଙ୍କ  ଜୀବନରେ ଉଠିଥିବା ଝଡ଼କୁ ସମାଧାନ କରିବା…

ଆଜି ହେରା ପଞ୍ଚମୀ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ “ହେରା ପଞ୍ଚମୀ” ଉତ୍ସବ । “ହେରା” ଶବ୍ଦ ର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦ ର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମା ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଗୋଟିଏ ଦିନ ପରେ ସେ ମାଉସୀ ମା ଙ୍କ…

ଜାତୀୟ ଷ୍ଟାର୍ଟଅପ୍‌ ରିପୋର୍ଟ : ଶୀର୍ଷ ପ୍ରଦର୍ଶକାରୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ

ନୂଆଦିଲ୍ଲୀ:  ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ  ପୀୟୂଷ ଗୋୟଲ…

ନୀଳାଚଳ ଇସ୍ପାତ ନିଗମ ଏବେ ଟାଟା ହାତରେ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଏବେ ଟାଟା ହାତକୁ ଚାଲିଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି  । ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ଯେଉଁ ନିଲାମ ୨୦୨୨ଜାନୁୟାରୀ ୩୧ରେ ହୋଇଥିଲା ସେଥିରେ ଟାଟା…

ହୋଟେଲ, ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ

ନୂଆଦିଲ୍ଲୀ:  କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ  । ଏନେଇ  ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ…

ହିମାଚଳ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ମିଳିବ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା 16 ଜଣ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍‍ଏନଆରଏଫ୍‍)ରୁ ପ୍ରତ୍ୟେକ ମୃତକଙ୍କ…

ଏକନାଥ ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ

ମୁମ୍ବାଇଁ:  ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏହା ଘୋଷଣା କରିଛନ୍ତି । https://twitter.com/ANI/status/1543840890065928192 164 ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି…