Latest Odisha News

BREAKING NEWS

ଆଜିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ  ବିଧାନସଭାର ମୌସୁମୀ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।…

ହାଇଦ୍ରାବାଦ୍‌ରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ମୋଦି ଯୋଗଦେବେ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶରୁ ସବୁ ବରିଷ୍ଠ ବିଜେପି ନେତା ଏବେ ହାଇଦ୍ରାବାଦରେ ପହଁଚି ସାରିଛନ୍ତି ।  ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ…

ସଞ୍ଜୟ ରାଉତଙ୍କୁ ଇଡି କଲା 10 ଘଣ୍ଟା ଜେରା

ମୁମ୍ବାଇ:  ସରକାର ଯିବାପରେ ଶିବସେନା ନେତା ସଂଜୟ ରାଉତଙ୍କ ଆଉ ସେତେ ଭାଉ ଦେଖାଯାଉନାହିଁ  ।  ଶିବସେନାର କୁହାଳିଆ ନେତାଙ୍କ ପାଟି ଖନିମାରିଯାଇଛି ଇଡି ଜେରାରେ । 10ଘଣ୍ଟାକାଳ ଇଡି ଏଣୁ ତେଣୁ ପ୍ରଶ୍ନ ପଚାରି ସଂଜୟ ରାଉତଙ୍କୁ ବିରକ୍ତି କରିଦେଇଥିବା ଦେଖାଦେଇଥିଲା । ଗତକାଲି  ରାତି ପ୍ରାୟ…

ପନ୍ତଙ୍କ ଦମଦାର ଶତକ: ଭାରତ 338/7

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା  ଟେଷ୍ଟ ମ୍ୟାଚରେ ଆଜି ଦମଦାର ଶତକ କରିଛନ୍ତି ପନ୍ତ । ଛକା ଚଉକା ବର୍ଷା କରି ପନ୍ତ ଶତକ ଅର୍ଜନ କରିଛନ୍ତି । ସବୁ ବୋଲରଙ୍କୁ ପିଟିଚାଲିଥିଲେ ପନ୍ତ । ପ୍ରଥମ ଉଇକେଟ କିପର ଭାବେ ରେକର୍ଡ 89 ବଲରେ ଶତକ କରିଛନ୍ତି ପନ୍ତ । 111…

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଆଗରାଠାରେ  ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି। ଏଠାରେ ବଢି ଭୋରରୁ ମଂଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା। ଦିନ ୧୨ ଟା ୧୫ରେ ଚାରି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ…

ପୁଟିନଙ୍କ ସହ ମୋଦୀ ଟେଲିଫୋନରେ କଥା ହେଲେ

ନୂଆଦିଲ୍ଲୀ:  ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ରାଷ୍ଟ୍ରପତି ପୁଟିନଙ୍କ ଡିସେମ୍ବର, ୨୦୨୧ରେ ଭାରତ ଗସ୍ତ ବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡିକର…

ଜୁନ୍ ୨୦୨୨ରେ ୧,୪୪,୬୧୬ କୋଟି ଟଙ୍କାର ସମୁଦାୟ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ:  ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍‌ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି ।  ଯେଉଁଥିରେ ସିଜିଏସ୍‌ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍‌ଜିଏସ୍‌ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍‌ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ…

କୋଭିଡରେ ଜୀବନ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହା ଅନ୍ତର୍ଗତ ଜୀବନ ହରାଇଥିବା 35 ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ…

ପବିତ୍ର ରଥ ଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ । ସୁଖ ସମୃଦ୍ଧି ସହ ଉତ୍ତମ ସ୍ବାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା…

ରଥଯାତ୍ରା ଦେଖିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ  ଆଜି ରଥଯାତ୍ରା ଦେଖୁଛନ୍ତି  ।   ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିଛନ୍ତି । ମୁଖଞମନ୍ତ୍ରୀ ପ୍ରଥମେ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି ।  । https://www.youtube.com/watch?v=FC7IceAS8-s