Latest Odisha News

BREAKING NEWS

LIVE ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।  ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି  ଆରମ୍ଭ ହୋଇଛି  । https://twitter.com/ani_digital/status/1542726562344501248 ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ।…

ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ଘଟିଛି । ଆଜି ସକାଳେ ମହାପ୍ରଭୁଙ୍କ ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ  ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବି ଗଭୀର…

କବିତା : ଭକ୍ତର ଭଗବାନ

ଗଙ୍ଗାଧର ପ୍ରଧାନ ଭକତିରେ ବନ୍ଧା ତୁମେ ଭକତ ବନ୍ଧୁ, ଭୋକିଲା ଦେଖିଲେ ତୋ ହୃଦ କାନ୍ଦୁ।। ଭରସା କରି ଆସିଲା ସୁଦାମା ଦ୍ଵିଜ, ଧନ ରତ୍ନ ଭସାଇଲ କେତେ ଯେ ଚିଜ।। ଭାର୍ଯ୍ୟା ସୁତସୁତା ଧରି ବନ୍ଧୁ ମହାନ୍ତି, ଭଜିଲା ତୋ ନାମ ପେଜନଳାର କତି।। ଭାବ ଦେଖି ରାତ୍ର ଅର୍ଦ୍ଧେ ଥାଳିରେ…

ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ

ଖୋର୍ଦ୍ଧା : ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପଣ ।   କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଏହା ସହ …

ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି  ଏମ ଭେଙ୍କୟା ନାଇଡୁ ରଥ ଯାତ୍ରା ଅବସରରେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।  ରଥଯାତ୍ରାର ଶୁଭ ଅବସରରେ ଆମ ଦେଶର ଲୋକମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବା…

କାହିଁକି ମୁଖ୍ୟମନ୍ତ୍ରୀ ହେଲେନି ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ସବୁଠୁ ଅଧିକ ବିଧାୟକ ଥିବାବେଳେ ଦେବେନ୍ଦ୍ର ଫଡନାଭିସ କାହିଁକି ମୁଖ୍ୟମନ୍ତ୍ରୀ ହେଲେନି? ଏହି ଚର୍ଚା ଏବେ ସବୁଠି । ସବୁ ସଂଭାବନା ଥିବା ବେଳେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି ।  ତେବେ ଉତ୍ତର ଖୋଜିବାକୁ ଗଲେ ଆମକୁ ଗତ ଦୁଇବର୍ଷର ରାଜନୈତିକ…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଶପଥପାଠ କରାଇଛନ୍ତି । ବାଲାସାହେବ ଠାକରେଙ୍କ ନାମ ନେଇ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇଛନ୍ତି  ସିନ୍ଦେ ।  ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ…

ମହାରାଷ୍ଟ୍ରର ନୂଆ ଚାଣକ୍ୟ :ଦେବେନ୍ଦ୍ର ଫଡନାଭିସ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:   ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେବେନ୍ଦ୍ରଙ୍କ ସହ ଆଲୋଚନା କରିବା ପରେ ଦେବେନ୍ଦ୍ର ମନ ବଳାଇଥିଲେ । ପୂର୍ବରୁ ଦେବେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେନାହିଁ…

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ:  ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । https://twitter.com/ANI/status/1542464779222405120 ଶିବସେନାର…