Latest Odisha News

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ  ଦାବି କରିଛନ୍ତି ଫଡନାବୀସ ।  ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ।  ଫଡନାବୀସଙ୍କ ସହିତ କିଛି ସ୍ବାଧୀନ…

କହ୍ନେୟାଲାଲ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ : ଅଶୋକ ଗେହଲୋଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ଜଣେ ସିଲେଇ ଦୋକାନୀଙ୍କ ମୁଣ୍ଡକାଟ ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ତାଙ୍କ ସରକାର ଏପରି ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବ ବୋଲି ସେ କହିଛନ୍ତି ।…

G7 ରେ ଯୋଗ ଦେଇ ଆବୁଧାବି ଗଲେ ପ୍ରଧାନମନ୍ତ୍ରୀ

ଜି୭ ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ  ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି । ସମ୍ମିଳନୀରେ  ବିଶ୍ବ ର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ  ମୋଦି । ମୋଦି ଲେଖିଛନ୍ତି  ମ୍ୟୁନିଚରେ…

ଟି ୨୦ ଦ୍ବିତୀୟ ମ୍ୟାଚରେ ଜିିତିବ ଭାରତ: ପାଣ୍ଡ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି  ୨ୟ  ଟି-20 ମ୍ୟାଚ ଖେଳାଯିବ । ଡବଲିନରେ ୨ୟ ମ୍ୟାଚ୍‍ରେ  ସଞ୍ଜୁ ସାମ୍‌ସନ କିମ୍ବା ରାହୁଲ ତ୍ରିପାଠୀ ଖେଳିପାରନ୍ତି।  ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ଅଛି। ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର…

G7 ସମ୍ମିଳନୀରେ ଖାଦ୍ୟ ନିରାପତ୍ତା ପ୍ରସଙ୍ଗରେ ମତ ରଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜର୍ମାନୀରେ ଅନୁଷ୍ଠିତ G7 ସମ୍ମିଳନୀରେ ଷ୍ଟ୍ରଙ୍ଗର ଟୁଗେଦର ମେସେଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହା ସହ ଜି-7 ନେତାଙ୍କୁ  ଖାଦ୍ୟ ନିରାପତ୍ତାକୁ ସମାଧାନ କରିବା ଏବଂ ଲିଙ୍ଗଗତ ସମାନତାକୁ ଆଗକୁ ବଢ଼ାଇବା  ଉପରେ ଅଧିବେଶନରେ ବକ୍ତବ୍ୟ ରଖିଛନ୍ତି ।…

ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରୋମ ପରେ ଆବୁଧାବିରେ ଭ୍ରମଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଧଳା କୁର୍ତ୍ତା ପିନ୍ଧୁଥିବା ନବୀନ ନୀଳ କୁର୍ତ୍ତା ପିନ୍ଧି ଆବୁଧାବିର ମାର୍ବଲ କାରୁକାର୍ଯ୍ୟପୂର୍ଣ୍ଣ ଶେଖ୍ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇପାରେ ଜେଏମଏମ

ନୂଆଦିଲ୍ଲୀ:  ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ  ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ କରିବାର ଲାଗିଛନ୍ତି । ଏହି କ୍ରମରେ ଜେଏମଏମ ମଧ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାକ୍ଷାତ କରିବା ପରେ ଏହି ଚର୍ଚା…

ରାମ ଗୋପାଳ ବର୍ମା ଯିବେ ଜେଲ?

ଲକ୍ଷ୍ନୈା:  ,ରାଷ୍ଟ୍ରପତି ପ୍ରାର୍ଥୀ  ଦ୍ରୈାପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ କରିଥିବା ଚଳଚ୍ଚିତ୍ର ନିର୍ଦେଶକ ରାମ ଗୋପାଳ ବର୍ମାଙ୍କୁ ୟୁପି ପୋଲିସ ଗିରଫ କରିପାରେ । ତାଙ୍କ ନାମରେ ମାମଲା ଦାଖଲ ହୋଇଛି ।  ପାଣ୍ଡବ, ଏବଂ କୈାରବଙ୍କ ସହ ମୁର୍ମୁଙ୍କୁ ଜୋଡି  ବିବାଦୀୟ ଟୁଇଟ୍‌…

କାହିଁକି ଗିରଫ ହେଲେ ଅଲଟ ନ୍ୟୁଜର ସହ ପ୍ରତିଷ୍ଠାତା ଜୁବେର ?

ନୂଆଦିଲ୍ଲୀ: ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଜୁବେର ଅନେକ ସମୟରେ ଧାର୍ମିକ ଭାବାବେଗକୁ ଆଘାତ ଦେବା ଭଳି ପୋଷ୍ଟ ସୋସିଆଲ ମିଡିଆରେ କରୁଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିବା କହିଛି । ବିଶେଷ କରି ଦୁଇ ସଂପ୍ରଦାୟ ଭିତରେ  ଦଙ୍ଗା ଉସୁକାଇବା…

ରାଜନ ଏକ୍କା, ଲକ୍ଷ୍ମଣ ମୁଣ୍ଡା ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବେନି!

ରାଉରକେଲା ( ସତୀଶ ଶର୍ମା) : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଯଶୋବନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ, ବାମ ଦଳ, ସପା ଆଦି 17ଟି ଦଳ ଯଶୋବନ୍ତଙ୍କୁ ସମର୍ଥନ କରିଛନ୍ତି । ଏହି ଦଳମାନେ ବିଭିନ୍ନ ରାଜ୍ୟରେ ଥିବା ସେମାନଙ୍କ ବିଧାୟକ ଏବଂ ସାଂସଦଙ୍କୁ ଯଶୋବନ୍ତ…