ପୁରୁଷ କାଉର ବସା
ପୁରୁଷ କାଉର ବସା
ଶଶାଙ୍କ ପ୍ରିୟସଖା
ପତ୍ନୀ କହିଲେ: ବୁଝିଲ, ମୋତେ ମୃତ୍ୟୁଦଣ୍ଡ ଦେଲେବି ମୁଁ ସ୍ୱୀକାର କରିବି । ହେଲେ ମୁଁ ଗୋଟେ ସାଂଘାତିକ ଭୁଲ କରିଦେଇଛି ।
: କ’ଣ ଖୋଲିକରି କୁହ ।
: ମୁଁ ପୁଣି ଥରେ ଗର୍ଭବତୀ ।
ମୋ’ର ବିଚଳିତ ହବାର ଅନେକ କାରଣ ଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମ…