Latest Odisha News

BREAKING NEWS

ବୁଲେଟ୍‌ ପାଇଁ ବୋହୂକୁ ହତ୍ୟା; କହିଲେ ବୋହୂ ହୋଇଯାଇଛି ଫେରାର 

ଆରହା : ପୁଣି ସାମ୍ନାକୁ ଆସିଲା ବଧୂ ହତ୍ୟା ଅଭିଯୋଗ । ଯୌତୁକରେ ବୋହୂ ବୁଲେଟ୍ ଆଣିଲାନି ବୋଲି ବୋହୂର ଜୀବନ ନେଇଗଲେ ଶାଶୁଘର ଲୋକେ । ହତ୍ୟା ଦୋଷରୁ ମୁକୁଳିବା ପାଇଁ ବୋହୂର ରଚିଲେ ନାଟକ । ଏଭଳି ଚାଞ୍ଚଲ୍ୟକର ଘଟଣା ବିହାରର ଶାହପୁର ଥାନା ଅନ୍ତର୍ଗତ ଈଶ୍ୱରପୁର ଗାଁରେ ଘଟିଛି। ଯୌତୁକରେ…

ହରହର ମହାଦେବ ମନ୍ତ୍ରରେ କମ୍ପୁଛି ଗୁପ୍ତେଶ୍ୱର ପୀଠ  

କୋରାପୁଟ : ଜାଗରଯାତ୍ରାକୁ ନେଇ ଗୁପ୍ତେଶ୍ୱର ପୀଠରେ ଦେଖିବାକୁ ମିଳିଛି  ଭକ୍ତିମୟ ପରିବେଶ । ହରହର ମହାଦେବ ମନ୍ତ୍ରରେ ଗୁଞ୍ଜୁରୀ ଉଠିଛି ଗୁପ୍ତେଶ୍ୱର ପୀଠ  । ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ l ଶିବରାତ୍ରି…

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

ଜେନେରେଟର ଧୂଆଁରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ମୋହନା : ଜାଗରରେ ଘଟିଗଲା ବଡ଼ ଅଘଟଣ  । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ  । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ…

ପ୍ରେମିକ ସହ ଫେରାର ହେଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ବଲାଙ୍ଗିର : ବାଜୁଥିଲା ବାଜା, ଫୁଟୁଥିଲା ବାଣ । ଉତ୍ସବ ମୁଖର ଥିଲେ ପୂରା ପରିବାର । ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହସ ଖୁସୀରେ ବାହାଘର ବି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା…

ଭାଇରାଲ୍‌ ହେଲା ସିଦ୍ଧାର୍ଥ-କିଆରାଙ୍କ ଅନ୍‌ସିନ୍‌ ଫଟୋ…

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଲଭବାର୍ଡ କିଆରା-ସିଦ୍ଧାର୍ଥ । ହାତକୁ ଦି ହାତ ହୋଇଛନ୍ତି ଏହି ଲଭବାର୍ଡ ।  ରାଜକୀୟ ଠାଣିରେ କରିଛନ୍ତି ବିବାହ । ବିବାହ ସ୍ଥାନଠାରୁ ଆରମ୍ଭ କରି ପୋଷାକ ଏବଂ ଖାଦ୍ୟ-ପାନୀୟ ପର୍ଯ୍ୟନ୍ତ ସବୁକିଛି ଗ୍ରାଣ୍ଡ ଢଙ୍ଗରେ ଆୟୋଜନ କରିଥିଲେ। ଦୁହିଁଙ୍କ ବିବାହରେ…

ଶିଜାନ ଖାନଙ୍କ ନାଁରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମୁମ୍ବାଇ : ପୁଣି ଅଡ଼ୁଆରେ ପଡ଼ିଲେ ଶିଜାନ ଖାନ୍‌ ।  ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା  । ତୁନିଶାଙ୍କ ପ୍ରେମିକ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି  । ପ୍ରସିଦ୍ଧ ଟିଭି ସିରିଏଲ 'ଆଲିବାବା ଦସ୍ତାନ-ଏ-କାବୁଲ'ର…

ରିଲ୍ସ କରିବା ନିଶାରେ ସ୍କୁଲ ଛାତରୁ ଡେଇଁଲେ ଛାତ୍ର, ଅଳ୍ପକେ ବର୍ତ୍ତିଗଲା ଜୀବନ

ନବରଙ୍ଗପୁର : ଘାରିଛି ରିଲ୍ସ ନିଶା । ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଛାତ୍ର । ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି।ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ…

ବରକୁ ନେଇ ଛୁ ମାରିଲା ଘୋଡ଼ା; ଭିଡିଓ ହେଉଛି ଭାଇରାଲ୍‌…

ରାଜସ୍ଥାନ : ବିବାହକୁ ନେଇ ସମସ୍ତେ ବହୁତ ଉତ୍ସୁକ ରହିଥାଆନ୍ତି  । ବିବାହକୁ ଅପେକ୍ଷା କରି ରହିଥିବା ବେଳେ ନିଜ ବିବାହକୁ କିପରି ସ୍ପେଶିଆଲ କରିବେ ସେନେଇ ବହୁତ୍‌ ତତ୍ପର ରହିଥାଆନ୍ତି  । ଆଉ ନିଜ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ସମସ୍ତ ପ୍ରସ୍ତୁତି କରିଥାଆନ୍ତି  । ଏହି…

୯୦ ଲକ୍ଷର ମର୍ସିଡିଜ୍‌ କାର୍‌ କିଣିଲେ MBA ଚା’ ବାଲା’, ଇନଷ୍ଟାରେ ସେୟାର କଲେ ଭିଡିଓ

କଥାରେ ଅଛି କୌଣସି ପେଶା କେବେ ଛୋଟ ହୋଇନଥାଏ  । ଆଉ ପେଶାଠୁ ବଡ଼ ଧର୍ମ କୌଣସି ଧର୍ମ ହୋଇନଥାଏ । ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ କେବଳ ଯେ କଷ୍ଟ କଲେ ସଫଳତା ହାସଲ କରିହେବ ତାହା ନୁହେଁ । ବରଂ ନିଜ କାର୍ଯ୍ୟରେ ନିଷ୍ଠା,ଏକାଗ୍ରତା ବିଶ୍ବାସ ରଖିବା ଦରକାର ତେବେ ଯାଇ ସଫଳତାର…