Latest Odisha News

BREAKING NEWS

ଜଟାଧାର ମୁହାଣ ଖନନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ. ଉପକୃତ ହେବେ ମତ୍ସ୍ୟଜୀବୀ

ଜଗତସିଂହପୁର :  ଜଳପଥ କ୍ଷେତ୍ର ସୁଗମ କରିବାକୁ ଆରମ୍ଭ ହୋଇଛି ପ୍ରୟାସ  । ପୋତି ହୋଇଯାଇଥିବା ଜଟାଧାର ମୁହାଣକୁ ଖନନ କରିବାକୁ କାର୍ଯ୍ୟ ଆରମ୍ଭ ପାଇଁ ଚାଲିଛି ପ୍ରସ୍ତୁତି  । ଖନନ ଦ୍ୱାରା ଲାଭବାନ୍‌ ହେବେ ମତ୍ସ୍ୟଜୀବୀ । ଜଗତସିଂହପୁର ଜିଲ୍ଲାର ଜଳ ନିଷ୍କାସନ ର ପ୍ରମୁଖ ପଥ ପାଲଟିଥିଲା…

ଟେମ୍ପଲ ସିଟିରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ମେଟ୍ରୋ ଟ୍ରେନ୍‌, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମେଟ୍ରୋ ସିଟି ସେବା  । ମେଟ୍ରୋ ଟ୍ରେନ୍‌ ସେବା ଚଳାଚଳ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିବା ଜଣାପଡ଼ିଛି  । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା…

ଶୁଷ୍କ ତ୍ୱଚାରୁ ମୁକ୍ତି ଦେବ ନଡ଼ିଆତେଲ….

ଶୀତଦିନେ ଆମ ତ୍ୱଚା ଶୁଷ୍କ ହେବା ସଙ୍ଗେ ସଙ୍ଗେ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଚର୍ମ ଫାଟିଥାଏ ଏବଂ ରୁକ୍ଷ ହୋଇଯାଏ  । ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଏଥିପାଇଁ ସମସ୍ତେ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ…

ମୁକେଶ ଅମ୍ବାନୀ କିଆରା ଓ ସିଦ୍ଧାର୍ଥଙ୍କୁ କଣ ଉପହାର ଦେଲେ ଜାଣନ୍ତୁ….

ମୁମ୍ବାଇ:  ସାତ ଜନ୍ମ ପାଇଁ ସାଥି ବି ଟାଉନ୍‌ର କ୍ୟୁଟ୍‌ କପଲ୍‌ କିଆରା ଓ ସିଦ୍ଧାର୍ଥ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଏବଂ କିଆରା । ଉଭୟ ୭ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୧୨ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ…

ଆମୀରଙ୍କୁ କଟାକ୍ଷ କରି ଟ୍ୱିଟ୍‌ କଲେ କଙ୍ଗନା, କହିଲେ ବିଚରା…ଆମୀର

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାନାଓ୍ବାତ  । ସୋଶିଆଲ ମିଡିଆରେ ସବୁବେଳେ ବିବାଦ ଘେରରେ ରହୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା ମୁହଁ ଖୋଲି କିଛି କହି ନଥିବା ବେଳେ ତାଙ୍କ ଟ୍ୱିଟ୍‌ ଚର୍ଚ୍ଚାରେ ରହିଛି  । ସେ ଟ୍ବିଟ୍‌ କରି…

ଜିଲ୍ଲା ମହୋତ୍ସବରେ ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର : ଜିଲ୍ଲା ମ‌ହୋତ୍ସବର ତୃତୀୟ ସଂଧ୍ୟା । ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ  । ଆୟୁସମାନ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ପରେ ଗୋଟିଏ ଗୀତ ଗାଇ ନିଜ ଗୀତରେ ଦର୍ଶକଙ୍କୁ ହଜେଇ ଦେଇଥିଲେ ।…

ଅଡ଼ୁଆରେ ପଡ଼ିଲେ ଚାହତ ଖାନ୍ନା, ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ : ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା  । ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ…

‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ ହରିୟାଣା ପୋଲିସ

ଚଣ୍ଡିଗଡ଼ : ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର । ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।ତେବେ ଏହି ସମ୍ମାନ ହରିୟାଣା ପୁଲିସକୁ ମିଳିବ । ଆସନ୍ତା ଫେବୃଆରୀ୧୪ ତାରିଖରେ ହରିୟାଣା ପୁଲିସଙ୍କୁ ‘ରାଷ୍ଟ୍ରପତି କଲର’…

ଝଲସୁଛି ଯାଜପୁର, ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଜିଲ୍ଲା ମହୋତ୍ସବ

ଯାଜପୁର: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହେଲା ଯାଜପୁର ମହୋତ୍ସବ ଏବଂ ପଲିଶ୍ରୀ ମେଳା । ବାଳାଶ୍ରମ ପଡିଆରେ ଅନୁଷ୍ଠିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଜିଲ୍ଲାର କଳା ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ପ୍ରଶଂସା କରିବା…

ବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ଛୁ ମାରିଲା ବର, କନ୍ୟାକୁ ବାହା ହେଲା ସାନ ଭାଇ

ପିଲିଭିତ : ବାଜୁଥିଲା ବାଜା ଚାଲିଥିଲା ବିବାହ ପ୍ରସ୍ତୁତି  । ହଠାତ୍‌ ପଡ଼ିଥିଲା ଚହଳ । କାରଣ ବିବାହ କରିବାକୁ ଘରେ ନଥିଲେ ବର । ଫେସିଆଲ ବାହାନା ଦେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଆସିନଥିଲେ  । ବିବାହର କିଛି ସମୟ ପୂର୍ବରୁ ବର ନିଖୋଜ ରହିବା ଘଟଣା ପରିବାରଲୋକଙ୍କୁ ବ୍ୟସ୍ତ ବିବ୍ରତ…