Latest Odisha News

BREAKING NEWS

ଭେଣ୍ଟିଲେଟରେ ଚିକିତ୍ସିତ ହେଉଛନ୍ତି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ମୁମ୍ବାଇ : ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଡ୍ରିଲା ଶର୍ମା ହାୱଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା X କ୍ୟାଟେଗରୀ ସିକ୍ୟୁରିଟି

ମୁମ୍ବାଇ : ବଲିଓଡ ତାରକା ସଲଖାନ୍‌ଙ୍କ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ। ବିଗ୍‌ ବିଙ୍କୁ ମିଳିଲା ଏକ୍ସ ଶ୍ରେଣୀର ସୁରକ୍ଷା । ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ସରକାର ଏବଂ ରାଜ୍ୟ ସରକାର ସୁରକ୍ଷା ବଢ଼ାଉଛନ୍ତି । ସଲମାନ ଖାନଙ୍କୁ…

୬୬ ବୟସର ବ୍ୟକ୍ତି ୮୭ ଥର କରିଛନ୍ତି ବିବାହ, ଏହି ବିବାହ ପଛର କାରଣ କଣ ?

ନୂଆଦିଲ୍ଲୀ : ୮୮ତମ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଦ୍‌ଭୁତ ଘଟଣା ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଗାଁର ବୋଲି ଜଣାପଡ଼ିଛି । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି କାନ୍‌ । ପେସାରେ ସେ ଜଣେ ଚାଷୀ । ତାଙ୍କ ଗାଁରେ ସେ ଏକାକୀ ବସବାସ…

ବିଗିଡ଼ିଲା ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା

ମସ୍କୋ: ପୁଣି ଥରେ ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଗଲା । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ପୂର୍ବରୁ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ବ୍ରିଟିଶ୍‌ ଗଣମାଧ୍ୟମ ‘ବ୍ରିଟେନ…

ସାମନ୍ଥାକୁ ନେଇ ଚିନ୍ତାରେ ପୂର୍ବ ସ୍ୱାମୀ ନାଗା ଚୈତନ୍ୟ

ମୁମ୍ବାଇ : ଚର୍ଚ୍ଚାରେ ରହିଆସିଥିବା ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ ବର୍ତ୍ତମାନ ମାୟୋସିଟିସର ରୋଗରେ ପୀଡ଼ିତ ଅଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ଚିନ୍ତାରେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ । ଛାଡପତ୍ର ପରେ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର…

୫୭ ବର୍ଷରେ କିଙ୍ଗ୍‌ ଖାନ୍‌ ଶାହାରୁଖ

ନୂଆଦିଲ୍ଲୀ : ଆଜି ଶାହାରୁଖଙ୍କ ଜନ୍ମ ଦିନ । ୫୭ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର ଚର୍ଚ୍ଚିତ ହିରୋ ଶାହାରୁଖ । ଆଜିଯାଏଁ ସବୁବେଳେ ଫ୍ୟାନମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି କିଙ୍ଗଖାନ୍‌। ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଶଫରରେ ସେ…

୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କରି ଆଖୁ କିଆରିରେ ଫିଙ୍ଗି ଦେଲା ଯୁବକ

ମଧ୍ୟପ୍ରଦେଶ : ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଅଭିଯୋଗ। ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ଘଟଣା ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଚେତ ଅବସ୍ଥାରେ ଶିଶୁ କନ୍ୟାକୁ ଆଖୁ କିଆରିରୁ ଉଦ୍ଧାର କରାଯାଇଛି । ଏନେଇ ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର ଗୋଟିଏ…

କ୍ୟାଡବରି ଚକୋଲେଟକୁ ନେଇ ଚାଲିଛି ବୟକଟ୍‌ ଟ୍ରେଣ୍ଡ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କ୍ୟାଡବରି ଚକୋଲେଟ । ସୋସିଆଲ ମିଡିଆରେ କ୍ୟାଡବରି ଚକୋଲେଟକୁ ନେଇ ଆରମ୍ଭ ହୋଇଛି ବୟକଟ୍‌ ଟ୍ରେଣ୍ଡ । ଆଇକନିକ ବ୍ରାଣ୍ଡ କ୍ୟାଡବରି ଚକୋଲେଟ ଦୀପାବଳୀର ବିଜ୍ଞାପନକୁ ନେଇ ସମାଲୋଚନାର ଶିକାର ହୋଇଥିଲା । ଟ୍ବିଟରରେ ସମସ୍ତେ ଏହି ଚକୋଲେଟକୁ ନେଇ…

୩ ବର୍ଷ ପରେ ଭାରତ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ସବୁବେଳେ ନିଜର ପ୍ରୋଫେସନାଲ୍‌ ଲାଇଫ୍‌ ହେଉ କି ପର୍ସନାଲ ଲାଇଫ୍ ଆଜିଯାଏଁ ଚର୍ଚ୍ଚାରେ ରହିଆସିଛନ୍ତି । ଏନେଇ ଏକ ଖବର ପ୍ରକାଶ କରି ପୁଣି ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛନ୍ତି। ସ୍ଵାମୀ ନିକ୍‌ ଏବଂ ଝିଅ…

ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ

ନୂଆଦିଲ୍ଲୀ : ବଲିଉଡର ଅଭିନେତା ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ଅଛନ୍ତି । ହୃଦଘାତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପାବଳି ପାଳନ ପାଇଁ ଆମୀର ଖାନ ତାଙ୍କ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା…