Latest Odisha News

BREAKING NEWS

ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ

ନୂଆଦିଲ୍ଲୀ : ବଲିଉଡର ଅଭିନେତା ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ଅଛନ୍ତି । ହୃଦଘାତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

BjdElectrycity

ଦୀପାବଳି ପାଳନ ପାଇଁ ଆମୀର ଖାନ ତାଙ୍କ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା ପରିବାର ଜୀନତଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ । ହଠାତ୍‌ ଜୀନତ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଆମିରଖାନ୍‌ ତୁରନ୍ତ ତାଙ୍କୁ ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିବା  ବେଳେ ସେଠାରେ ତାଙ୍କର ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ଏନେଇ ଜୀନତ ହୁସେନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ।

 

Leave A Reply

Your email address will not be published.