ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୧)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଫୋନ କଲ୍ ଥିଲା ସାଗରର ,ଏଇ ଅବେଳାରେ ? ରିସିଭ୍ କଲା ଆସ୍ଥା ।
ହାପି ବାର୍ଥଡେ଼ ଦି , ସବୁବେଳେ ଖୁସିରେ ରୁହ ଦି ! ସ୍ୱପ୍ନିଲର ନାଁ ଧରି ଡାକୁଥିଲି ହେଲେ ସେ ମୋ ଠୁ ତିନି ଚାରି ବର୍ଷ ସିନିୟର ଥିଲା ,ଆତ୍ମୀୟ ଅଧିକ…