ଧାରାବାହିକ ଉପନ୍ୟାସ : ଚୋରାବାଲି (୭୧)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୧
“ଅଫିସର ପରିସ୍ଥିତି ଠିକ୍ ନାହିଁ । ତୁମେ ଅନୁମାନ କରିସାରିଥିବ । ଏଠି ରହିଲେ କେବେ ବି ଶାନ୍ତିରେ ରହି ପାରିବିନାହିଁ । ମୁଁ ବଞ୍ଚିବାକୁ ଚାହେଁ । ତେଣୁ ଚାଲିଯାଉଛି, ମୋ ଉଡାଣ ଆରମ୍ଭ ହେଇସାରିଲାଣି । ଆଉ ଇଣ୍ଡିଆ…