Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୧)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୧  ଟପ୍ ଫ୍ଲୋର ଷ୍ଟଡିରୁମ୍ ଦୂଆର ମେଲା । ଆରାଧ୍ୟା ଗୋଟେ ଛୋଟ ଚେୟାର୍ ଉପରେ ଦୂଆରକୁ ପିଠି କରି ବସିଛି । ଛିଟ ଫୁଲପକା ପିଙ୍କ୍ ସାଲ୍‌ୱାର କାମିଜ ତା’କୁ ଖୁବ ମାନୁଛି । ହାଲ୍‌କା ହାଲ୍‌କା ପବନରେ ଖୋଲା ଚୁଟି ଉଡୁଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୦ ବୈଭବ ଭାବିଥିଲା ସିଆଡୁ ବୁଲାବୁଲି କରି ଫେରିବା ପରେ, ତାକୁ ଟିକେ ରିଲାକ୍ସ ଲାଗିବ । ଥକା ମେଣ୍ଟିଯିବ । କିନ୍ତୁ ହେଲାନି । ତା’କୁ ମାନ୍ଦା ଲାଗୁଛି । ଆହୁରି କ୍ଲାନ୍ତ ଅନୁଭବ ହେଉଛି । କିଛି ବି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୯)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୯ ସବୁବେଳେ ସେଇଟା ଭଲ ଲାଗିବ ବୋଲି କ'ଣ କିଛି ମାନେ ଅଛି? ଲାଇଫ୍‌ରେ ମଝିରେ ମଝିରେ ଟିକେ ଡିଫେରେଣ୍ଟ ଦର୍କାର କି ନାହିଁ? ଟିକେ ୱାଇଡ୍ ୱାଲା ଫିଲିଙ୍ଗସ୍ । ଓଫଃ....ଆଲିଆ ସେ ସବୁରେ ଏକଦମ୍ ମାହିର୍…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୮ )

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୮  ଏଥର ଫୁଲ୍ ପ୍ଳିଜେଣ୍ଟ୍ ଟାଇମ୍ କଟିଲା । ଠିକ୍ ନା ବିଭୁ? ଇଏସ୍ ଆଲିଆ । ଇଟ୍ ୱାଜ ଏ ମେମୋରିବଲ୍ ଟାଇମ୍ ଫର୍‌ ଅସ୍ । ଏ ଦିନ ମାନଙ୍କରେ ବୈଭବ କୌଣସି କଥା ମୁଣ୍ଡକୁ ନେଇନାହିଁ । ଡ଼୍ରିଙ୍କସ୍ ଓ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୭)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୭ କାଲି ସାରାଦିନ କେଦାର ସହ କାଟିଛି । ସମୟ କେତେବେଳେ ଯେ କଟିଯାଇଛି ତାକୁ ଜଣାନାହିଁ । ଛୁଆଟା ତା’କୁ ବିଭୋର କରିଛି । ତା' ଭିତରେ ଶୋଇ ରହିଥିବା ମାତୃତ୍ୱର ଭାବନାଟା ଆସ୍ତେ କରି ତା’ ଅଜାଣତରେ କଡ଼…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୬ ହରିଶ୍ ଭାରି ମେଳାପି । କେଦାରକୁ କେମିତି ଉଦ୍ଧାର କରା ଯାଇଥିଲା, ତା ଜୀବନରେ କ'ଣ କ'ଣ ଘଟଣା ଘଟି ଯାଇଛି, ସବୁ ଗପିଛି । ତା' ପୁଅ କେଦାର ସହ ଖେଳି, ସାରା ଦିନ କେମିତି କଟିଗଲା ଆରାଧ୍ୟାକୁ ମାଲୁମ୍…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୫)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୫ ସକାଳୁ ଉଠି କୁମାର ରେଡି ହେଇ ବାହାରି ପଡିଲା । ହରିଶ୍ ଚା ଜଳଖିଆ ପ୍ରସ୍ତୁତ କରିସାରିଥାଏ । ସେ ଚାଲିଲା ଆରାଧ୍ୟା ରୁମ୍‌ ଆଡ଼କୁ । ଦୁଇ ତିନି ଥର କବାଟ ବାଡେଇଲା । ବୋଧହୁଏ ଏ ଯାଏ ଶୋଇଛନ୍ତି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୪ ଆଗରୁ ଏ ବ୍ରାଞ୍ଚକୁ ଯେବେ ବି ଆସେ ଏଇଠି ରହେ । ହରିଶ୍ ହିଁ ତା'ର ଭଲ ମନ୍ଦ ବୁଝାସୁଝା କରେ । ହରିଶ୍ ତା’ ଠାରୁ ବୟସରେ ଦୁଇଗୁଣ । ତା’ ର ସବୁଠାରୁ ଭଲ ଗୁଣ ହେଲା , ଅତିଥିଙ୍କ ପ୍ରତି ଯତ୍ନଶୀଳତା ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୩ ଆଜି ବୋଧହୁଏ ସାରା ରାତି ନିଦ ହବନି କୁମାରକୁ । ଅଜବ ଭାବନାରେ ଘାଣ୍ଟି ହେଉଛି । ଆରାଧ୍ୟାକୁ ଖୁସି ଦେଖି ସେ, ଖୁବ୍‌ ଖୁସି । କିନ୍ତୁ କ'ଣ ଗୋଟେ ମନ୍ଥିଚକଟି ହେଉଛି ତା’ ଅନ୍ତରରେ । ଏଠାକୁ ଆରାଧ୍ୟାକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୨  ଆହୁରି ବାଟ ବାକି ଅଛି । ଗେଷ୍ଟହାଉସ୍ ରେଡି ଅଛି । ସବୁ ସୁବିଧାର ବନ୍ଦୋବସ୍ତ ହେଇସାରିଛି ଆଗରୁ । ଖାଲି ଯାଇ ପହଞ୍ଚିବା ବାକି ରହିଲା । ଦୂର ଦିଗବଳୟ ଆଡକୁ ମାଡ଼ି ଚାଲିଲା କାର୍ । ଖୋଲା ଗ୍ଲାସ୍ ଦେଇ…