Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୧  ବୈଭବ ମୁହଁରେ ଦୁଷ୍ଟାମୀର ହସ । ନିଜେ ଉଠି ଗଲେ କାଉଚ୍ ପାଖକୁ । ତା’ ଜଙ୍ଘ ଉପରୁ ଲାପ୍‌ଟପ୍ ଟା ଉଠେଇ ଆଣି ବେଡ ଉପରେ ରଖିଦେଲେ । ବାସ୍ କାମ ବହୁତ ହେଲା । ଇଟସ୍ ଟାଇମ୍ ଫର୍ ସେଲିବ୍ରେସନ୍ । ଓଫ୍‌.. ସତରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :୨୦ ଆଲିଆ , ଲିସିନ୍ ..ଉଇ ଆଭ୍ ଟୁ ରିଟର୍ଣ୍ଣ ଟୁମର ! ..ଇଏସ୍ ସାର୍ । କଣ ମଃ ଇଏସ୍‌! ସେ ଲ୍ୟାପଟପ୍‌ରୁ ମୁହଁ ଉଠାଅ । ଅଫିସ କାମ ତ’ ଦିନରେ ସରିଛି । ଆଉ ଯାହା ଅଛି, ପରେ ଚେକ୍ କରିବ । ତୁମେ କ'ଣ ଭାବୁଛ?…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୯  ଆରେ ତମେ! ଫେରିଲ ମାନେ କିଛି ଭୂଲିଗଲ ବୋଧେହୁଏ । କୁହ । ‘ମ୍ୟାଡ଼ମ୍‌.. ଦହିବରା ।’ ହାତକୁ ପ୍ୟାକେଟ୍‌ଟା ବଢେଇଦେଲା କୁମାର । ଦହିବରା! ମୁଁ ତ ଅଡ଼ର କରିନାହିଁ । ଏଟା ବି ତୁମ ସାର୍ କହିଥିଲେ କି?…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୮ ବୈଭବ ସେମିତି ଅଟଳ, ଜଡ଼, କଠୋର ହେଇ ରୁହନ୍ତି । ଓଃ.. ସେ ଦଣ୍ଡ ଭାରି ଯନ୍ତ୍ରଣା ଦାୟକ । ସେଥିପାଇଁ ବୋଧହୁଏ ତାକୁ ନ’ ଜଣେଇ, କୁମାରକୁ ମେସେଜ୍ କଲେ । ଏଥର ବି ତାଙ୍କ ନିଷ୍ଠୁର ନୀରବତା ଅସହ୍ୟ ହେବ । ତା’…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୭ ବୈଭବ ତିନିଦିନ କହି, ସାତ ଦିନ ହେଲା ଫେରି ନାହାଁନ୍ତି । ଏକାଏକା ଲଗୁଛି ତାକୁ । ନିଜ ଆଡୁ ଫୋନ୍ କି, ମେସେଜ୍‌ କରିବାକୁ ସାହସ ହେଉନି । ଫୋନ୍‌ରିଙ୍ଗ୍ ହେଲେ, କି’ ଏସ୍ ଏମ୍ ଏସ୍‌ ବିପ୍ କଲେ, ଧାଇଁ ଆସି ଚେକ୍…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :  ୧୬ ଲଗେଜ୍ ବ୍ୟାଗ୍ ଧରି ଦୁମ୍‌ଦୁମ୍ ହେଇ ବାହାରିଗଲେ । ଧକ୍କା ଖାଇ ବସି ପଡିଲା ଆରାଧ୍ୟା । ମିଛଟେ ହେଲେ କହିଦେଇ ଥାଆନ୍ତେ । ଏ ପ୍ରାଣଘାତୀ ସତ୍ୟର ସାମ୍ନା କରିବା ଆଗରୁ ଜୀବନ ଚାଲିଗଲାନି କାହିଁକି ? ଏତେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ :  ୧୫   କେବେ ତ’ କହିନ ମତେ? ଜରୁରୀ ଭାବିନି ! ବାହା ହେଲନି ତା’କୁ । ଜୀବନରେ ଅନେକ ମୋଡ଼ ଆସେ । ଅନେକ ଘଟଣା ଓ ଦୁର୍ଘଟଣା ଦେଇ ଗତି କରେ ମଣିଷ । କେହିକେହି ସେ ପରିଧି ଭିତରକୁ ଆସନ୍ତି ଓ ଚାଲିଯାଆନ୍ତି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୪ ସେଇ ତ ମଣିଷର ମସ୍ତିଷ୍କ ଏତେ ସେନ୍ସିଟିଭ୍ ଯେ, ସାମାନ୍ୟ ଭାବନାଟା ବି, ତା ସାରା ଜୀବନକୁ ଧୂଳିସାତ କରିଦେଇ ପାରେ । ସନ୍ଦେହର ବୀଜଟିଏ ସ୍ଥାନ ପାଇଲା ମାତ୍ରେ, ମହାଦୃମଟିଏ ହେବାକୁ ତା’କୁ କେହି ଅଟକାଇ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୩  ସକାଳୁ ଆରମ୍ଭ କରିଛି କି ନାଁ ବୈଭବ ଭାରି ଗମ୍ଭୀର ଓ ଶକ୍ତ ଭାବେ ଉତ୍ତର ଦେଲେ, ଆସୁଆସୁ କହିଥିଲି ପରା, ମନେ ନାହିଁକି! ନିଦ ବାଉଳାରେ ମନେ ରଖିନ ବୋଧେ । ସିଟି ବାହାରେ ଅଚାନକ କାମ ପଡିଗଲ । ଫୋନ୍ ଚାର୍ଜ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୨ ଝଡ଼ବର୍ଷା, କରେଣ୍ଟ ଗଲା । ଇନ୍‌ଭୋଟରରେ ଅନେକ ସମୟ ଚାଲିବାପରେ ସେ ବି ଖତମ୍ । ଲୁଇସ୍ ଭିଲା ସମ୍ପୂର୍ଣ୍ଣ ଅନ୍ଧାର । ଏତେ ବର୍ଷାରେ ବୈଭବ ଫେରିପାରିବେ କି ନାହିଁ ବୋଲି ଫୋନ୍ କଲାରୁ ଧରିଲା ତାଙ୍କ ସେକ୍ରେଟାରୀ…