Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୧ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୧  ଆପଣଙ୍କ କଥା ପଚାରୁଥିଲେ । ମା’ ଶୋଇଛନ୍ତି ବୋଲି କହିଲି ଯେ, ଶୁଣିଛନ୍ତି ନା' କେଜାଣି । ବହୁତ ତରବରରେ ଥିଲେ । ତାଙ୍କର ତ’ ଖାଲି ଫୋନ୍ ପରେ ଫୋନ୍‌..ସାଙ୍ଗେ ସାଙ୍ଗେ ପଳେଇଲେ । ଓଃ... ଲଞ୍ଚ ପାଇଁ କ'ଣ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୦ ଆରାଧ୍ୟା କ'ଣ କାନ୍ଦି ପକେଇବା ଉଚିତ! ନା କାନ୍ଦିବ କାହିଁକି? ତା' ସ୍ୱାମୀ ସାଧାରଣ ଲୋକ ନୁହେଁ ଯେ, ଏନି ଟାଇମ୍ ସ୍ତ୍ରୀ ପାଖରେ ନଙ୍ଗର ପଙ୍ଗର ହୋଉଥିବେ? ସେ ଜଣେ ସକ୍ସସେସ୍‌ଫୁଲ୍ ବିଜିନେସମ୍ୟାନ୍ । ତାଙ୍କ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୯ ବନ୍ଦ ଆଖିରେ ଅନୁଭବ କରୁଛି ବୈଭବଙ୍କ ସ୍ପର୍ଶ, ଆଲିଙ୍ଗନ, ତାଙ୍କ ଭଲପାଇବା । ସେଇ ନିସ୍ତବ୍ଧ ପ୍ରହରରେ ସେ ତା' ସ୍ୱାମୀର ବାହୁ ବନ୍ଧନରେ ଆବିଷ୍ଟ । ସଂସାରର ସବୁ ସୁଖ ତା’ ପାଖରେ । ସେ ବନ୍ଦ ଆଖିରେ ଦେଖିପାରୁଛି,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୮  ବିଛଣାରେ ଗଡି ପଡି ଶୋଇବାକୁ ଚେଷ୍ଟା କଲା । ନାଁ ହବନି । ମନେ ପଡିଲେ ଛାତି ଭିତରେ କିଛି ଘଟୁଛି ଯେମିତି । ଯେମିତି ଘୂର୍ଣ୍ଣିଝଡଟେ ବାରବାର ମୁଣ୍ଡ ଟେକୁଛି । ଭାରି ଉଛନ୍ନ ବାହାରିଯିବ ପଦାକୁ । ଏଇଥି ପାଇଁ ସେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୭ ସରି.. ତୁମେ କହିଥିଲ କଥା ହବାକୁ, ମୁଁ ଟିକେ..’ ଇଟସ୍ ଓକେ । ସନ୍ଧ୍ୟାରୁ ମାର୍କ କରୁଛି ଆପଣ ଟାୟର୍ଡ ଲାଗୁଛନ୍ତି । ଶୁଅନ୍ତୁ, ମୁଁ ମ୍ୟାନେଜ କରିନେବି । ଆରେ ନା ନା..ମୁଁ ଠିକ୍ ଅଛି । ଆଛା ଗପିବା ରୁହ ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୬  ତାଙ୍କୁ କ'ଣ ଟିକିଏ ବି ସଙ୍କୋଚ ଲାଗୁନଥିଲା? ନିଶାରେ କ’ଣ ଜଣା ପଡୁନଥିଲା । ଏତେ ଚୁପ୍ ବସିଛନ୍ତି ! କିଛି କୁହନ୍ତୁ ମ୍ୟାଡ଼ମ । ମିୟୁଜିକ୍‌ ଅନ୍ କରିବି? ଆପଣଙ୍କ ପସନ୍ଦର ଗୀତ..’ ନା ଥାଉ, ମୁଡ଼ ନାହିଁ ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୫  ଆରାଧ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କୁମାର ଅନେକ ବେଳୁ ଲକ୍ଷ୍ୟ କରୁଛି, ତାଙ୍କ ଅବାନ୍ତର ପ୍ରଶ୍ନ, ଆଉ ତାଙ୍କ ଅସ୍ଥିରତା । ମ୍ୟାଡ଼ମ୍ ଆଜି ଠିକ୍ ନାହାନ୍ତି ବୋଧହୁଏ । ଏସି ତ ପୁରା ଚିଲ୍ଡ ଅଛି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୪ ମିଟ୍ ମାଇ ୱାଇଫ୍‌..ଆରାଧ୍ୟା । ‘ୱାଓ! ସୋ ବିଉଟିଫୁଲ୍ । ରିଏଲି ୟୁ ଆର ଲକି ମିଷ୍ଟର ବୈଭବ ।’ ଆରାଧ୍ୟା ଅତିଥିଙ୍କ ସହ ହାତ ମିଳେଇ ଓ ମିଛ ସ୍ମାଇଲିଙ୍ଗ୍ ଫେସ୍ କରି କରି ଥକି ପଡୁଥିଲା । ବୈଭବ କିଛି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୩  ରଘୁବୀର .. କାମ ସରିଲା, ଡ଼୍ରାଇଭରକୁ କହ ଗାଡ଼ି କାଢୁ । ଓଃ ଇଡିଅଟ ଗୁଡା, ଏମାନଙ୍କୁ ଯେତେ କହିଲେବି ବୁଝିବେନି । ଅଧା କାମ ଛାଡ଼ି କୁଆଡେ଼ ଗାୟବ ।” ଆରାଧ୍ୟା ଜାଣେ ଗାଳିଟା କାହା ଉଦ୍ଦେଶ୍ୟରେ । ‘କୋଉଠି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୨  ମୁଁ ଭାବୁଛି କୋଉଠି ଗୋଟେ ଜଏନ୍ କରିବି । କିଛି ହେଲେ କରିବି । ଘରେ ଭାରି ବୋର୍ ଲାଗୁଛିା’ ମୁଁ ଭାବିଲି ଏଇ ସାତ ଆଠଦିନ ଭିତରେ ତୁମେ ଲାଇନ୍‌କୁ ଆସିଯାଇଥିବ । ପୁଣି ଷ୍ଟାର୍ଟ କଲ? କ'ଣ କରିବି ! ସତ…