Latest Odisha News

BREAKING NEWS

ଗୋଲାପୀ ଅଣ୍ଡା ଦେଖି ଲୋକେ ଆଶ୍ଚର୍ଯ୍ୟ

ଆପଣ ଅନେକ ପ୍ରକାରର ଅଣ୍ଡା ଦେଖିଥିବେ ନିଶ୍ଚୟ । କୁକୁଡ଼ା ଅଣ୍ଡା ସବୁଠାରୁ ସାଧାରଣ । ଲୋକମାନେ ମଧ୍ୟ ପ୍ରୋଟିନ୍ ପାଇଁ ଆଗ୍ରହର ସହିତ ଏହି ଅଣ୍ଡାକୁ ଖାଇଥାନ୍ତି । ଏହା ବ୍ୟତୀତ, ଓଟପକ୍ଷୀ ଅଣ୍ଡା ହେଉଛି ଦୁନିଆର ସବୁଠାରୁ ବଡ ଅଣ୍ଡା ହୋଇଥିବା ବେଳେ ହାମିଙ୍ଗବର୍ଡର ଅଣ୍ଡା ଦୁନିଆର ସବୁଠାରୁ ଛୋଟ…

ଗୁଗୁଲ୍ ମ୍ୟାପ୍‌ରେ ରାସ୍ତା ଦେଖିବା ମହଙ୍ଗା ପଡିଲା : ବାଇକ୍ ନଦୀ ଭିତରେ ନେବାକୁ ପଡିଲା

ଲୋକମାନେ ପୂର୍ବରୁ କେଉଁ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ଜାଗାରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ଯୋଗୁ ଏବେ ଲୋକେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ôଚପାରୁଛନ୍ତି ।…

ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଲେ ବିଜୟ, ଦର୍ଶାଇଲେ ଅଜବ କାରଣ

ମୁମ୍ବାଇ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଗଣଛନ୍ତି ସୁପରଷ୍ଟାର ଥଲପତି ବିଜୟ । ଗୋଟିଏ ଦିନରେ ଦୁଇରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୁଲିସ ଜରିମାନା ଲଗାଇିଛି । ଏହି ସମୟର ଅଭିନେତାଙ୍କ କାର ଏବଂ ଚାଲାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ…

ଏମିତି ଏକ ଅଫିସ୍ : ଯେଉଁଠି କର୍ମଚାରୀଙ୍କୁ ବିଶ୍ରାମ ପାଇଁ ତକିଆ, ବେଡସିଟ୍ ଦିଅନ୍ତି ବସ୍‌

ଜାପାନ: ଅନେକ ସମୟରେ ଦେଖାଯାଏ ଯେ, ବିଭିନ୍ନ ଅଫିସରେ କାମ କରୁଥିବା କର୍ମଚାରୀମାନେ ଡ଼୍ୟୁଟି ଆୱାର ସମୟରେ ବିଭିନ୍ନ କାରଣରୁ ଥକି ପଡ଼ିଥାନ୍ତି । ପରିଣାମ ସ୍ୱରୂପ ଏହି କାର୍ଯ୍ୟ ସମୟ ଭିତରେ ପୁରା ହୋଇପାରେ ନାହିଁ ଦିଆଯାଇଥିବା କାମ । ତେବେ ଘରୋଇ କମ୍ପାନୀରେ ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ…

କାଚ ବୋତଲ ଉପରେ ଚାଲି ବିଶ୍ୱ ରେକର୍ଡ କଲେ ଯୁବତୀ

ଚୀନ: କୌଣସି କାମ କରିବା ପାଇଁ ଯଦି ମାନସିକସ୍ତରରେ ଜଣେ ପ୍ରସ୍ତୁତ ତାହାହେଲେ ତାପାଖକୁ ସଫଳତା ଆପେ ଆପେ ଆସେ । ଏକଥାକୁ ପ୍ରମାଣିତ କରିଛନ୍ତି ଚୀନ୍‌ର ଜଣେ ସାଧାରଣ ଯୁବତୀ । ଲମ୍ବା ସମୟର ଅଭ୍ୟାସ ପରେ ଦେଢ ଫୁଟ ଉଚ୍ଚତା ଓ ପ୍ରାୟ ୧୦ ମିଟର କାଚ ବୋତଲ ଉପରେ ଚାଲି ସେ ବିଶ୍ୱ ରେକର୍ଡ଼ କରିବାରେ…

ଭୂତ ଖେଳ ଖେଳୁଥିଲେ ଛାତ୍ର: ଅସୁସ୍ଥ ହୋଇପଡ଼ିଲେ ୩୬ ପିଲା, ସବୁ ଡାକ୍ତରଖାନାରେ

କଲମ୍ବିଆ: ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି କାରଣରୁ ଏବେ ଅନ୍‌ଲାଇନ୍‌ରେ ସବୁକିଛି ଚାହିଁବା ମୁତାବକ ତୁରନ୍ତ ମିଳି ଯାଉଛି । ବେଳେବେଳେ ଅନ୍‌ଲାଇନ୍‌ରେ ଗେମ୍ ଖେଳି ଠକେଇର ଶୀକାର ହେବା କିମ୍ବା ଆତ୍ମହତ୍ୟା କଲା ଭଳି ଘଟଣା ସାମ୍ନାକୁ ଆସେ । କିନ୍ତୁ ଅଫ ଲାଇନ୍‌ରେ ବି ଭୁତ ବା ଅଶରୀରକୁ…

ସ୍ପେନ୍‌ରେ ଛୁଟି କାଟୁଛନ୍ତି ଆଦିତ୍ୟ-ଅନନ୍ୟା: ଫଟୋ କଲେ ସେୟାର

ମୁମ୍ବାଇ: ସ୍ପେନ୍‌ରେ ଛୁଟି କାଟୁଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିକଟରେ ସ୍ପେନ୍‌ରେ ଆୟୋଜିତ ଏକ ମ୍ୟୁଜିକ୍ କନସର୍ଟରେ ଯୋଗ ଦେଇଥିଲେ । ମ୍ୟୁଜିକ୍ କନସର୍ଟର ଫଟୋ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଆଦିତ୍ୟ-ଅନନ୍ୟାଙ୍କ…

ସୁପ୍ରିମକୋର୍ଟ ଗଲେ ‘ଆଦିପୁରୁଷ’ ନିର୍ମାତା

ମୁମ୍ବାଇ: ରାମାୟଣ କାହାଣୀକୁ ନେଇ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେଉ ହେଉ ଦେଖାଦେଇଥିଲା ବିବାଦ । ଫିଲ୍ମର କାହାଣୀ ଓ ସଂଳାପକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଫିଲ୍ମର ବହୁ ସିନ୍ ହଲିଉଡ଼ରୁ କପି ହୋଇଥିବା…

ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ: ଥାନାରେ ମାମଲା , ପୋଲିସର ତନାଘନା ଆରମ୍ଭ

କାନପୁର: ମନ୍ଦିର ବାହାରେ ଚପଲ ଚୋରି ହେବା କିଛି ନୁଆଁ କଥା ନୁହେଁ । କିନ୍ତୁ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହେବା ଓ ମାମଲାକୁ ଗୁରୁତର ସହନେଇ ପୋଲିସ ଛାନ୍‌ବିନ୍ କରିବା ସବୁଠୁ ବଡ଼ କଥା । କାନପୁରରେ ଜଣେ ବ୍ୟକ୍ତିଙ୍କ ମନ୍ଦିର ବାହାରେ ରଖିଥିବା ଚପଲ ଚୋରି ହୋଇଯିବାରୁ ସେ ଥାନାରେ…

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ନନ୍ଦିତା ଦାସଙ୍କ ‘ଜ୍ୱିଗାଟୋ’

ମୁମ୍ବାଇ: ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ । ଓସ୍କାର(ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ)ରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବାରୁ ଫିଲ୍ମର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ନନ୍ଦିତା ଦାସ ସୋସିଆଲ ମିଡ଼ିଆରେ ନିଜର ଖୁସି ଜାହିର…