କ୍ୟାବ ଭିତରେ ସଜ୍ଜେଇ ହୋଇଛି ସ୍ନାକ୍ସ, ଔଷଧ, କୋଲଡ଼ ଡ଼୍ରିଙ୍କ୍ସ : ଯାତ୍ରୀଙ୍କୁ ମାଗଣାରେ ଦିଅନ୍ତି ଡ଼୍ରାଇଭର
ନୂଆଦିଲ୍ଲୀ: ଯେତେବେଳେ ଲୋକମାନେ ସେମାନଙ୍କର କାର୍ଯ୍ୟକୁ ଭଲ ପାଆନ୍ତି, ସେତେବେଳେ ସେମାନେ ଏହାକୁ କିଛି ନୂଆ କରିବାକୁ ଚିନ୍ତା କରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଅଧିକାଂଶ ବଦାନ୍ୟ ଲୋକଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ସେହିପରି ଏବେ ଜଣେ କ୍ୟାବ ଡ୍ରାଇଭରଙ୍କ ଭିଡ଼ିଓ…