ଫ୍ଲପ୍ ପରେ ବି ପ୍ରଭାସଙ୍କ ଚାହିଦା କମୁନି : ‘ପ୍ରୋଜେକ୍ଟ କେ’ ପାଇଁ ନେବେ ୧୫୦ କୋଟି
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଛି । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହେବା ମାତ୍ରେ ହିଁ ବିବାଦ ଦେଖାଦେଲା । ନିମ୍ନମାନର କାହାଣୀ ଓ ସଂଳାପକୁ ନେଇ ବିବାଦ ଉପୁଜିଲା । ବିଭିନ୍ନ ସ୍ଥାନରେ ଫିଲ୍ମକୁ ବ୍ୟାନ୍ କରିବାକୁ ମଧ୍ୟ ଦାବି ହେଲା ।…