ଗଛ ଲଗାଇବା, ପ୍ଲାଷ୍ଟିକ ହଟେଇବା : ବିଶ୍ୱ ପରିବେଶ ଦିବସରେ ଆହ୍ୱାନ
କାମାକ୍ଷନଗର: ସମୟ ବଦଳିବା ସହିତ ଲୋକସଂଖ୍ୟା ଓ ଲୋକଙ୍କ ଆବଶ୍ୟକତା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହାସହିତ ଶିଳ୍ପ,କାରଖାନା,ଯାନବାହାନର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଇଛି । ଯାହା କ୍ରମଶଃ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ସବୁଠୁ ମାରାତ୍ମକ କଥା ହେଉଛି, ଏଭଳି…