Latest Odisha News

BREAKING NEWS

ଖଟିଆର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦିନ ଥିଲା ଝୋଟରେ ପ୍ରସ୍ତୁତ ଖଟିଆ ପ୍ରତ୍ୟେକଙ୍କ ଘର ଅଗଣାରେ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହା କାଁ ଭାଁଙ୍କ ଘରେ ଦେଖିବାକୁ ମିଳୁଛି । ଏହି ଖଟିଆ ସାଧାରଣତଃ ରାସ୍ତା କଡ଼ରେ ମିଳିଯାଇଥାଏ,ଯାହାର ମୂଲ୍ୟ ବି ବହୁତ କମ୍ ଥାଏ । ହେଲେ ଏବେ ଏହି ଖଟିଆ ଖୁବ୍ ଚର୍ଚ୍ଚାରେ ଅଛି ।…

ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇ ହଟହଟା ହେଲେ ଗର୍ଲଫ୍ରେଣ୍ଡ: ହୋଟେଲରୁ ଖାଦ୍ୟ ପାର୍ସଲ ନେଇ ପ୍ରେମିକ ଫେରାର

ଯଦି କୌଣସି ବ୍ୟକ୍ତି କାହା ସହିତ ପ୍ରଥମ ଡେଟରେ ଯାଆନ୍ତି, ସେ ବହୁତ ଉତ୍ସାହିତ ହୋଇପଡ଼ନ୍ତି । ଏବେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରଥମ ଥର ଭେଟିବାକୁ ଯାଇ ଖାଦ୍ୟ ପାର୍ସଲ କରି ନେଇ ଚମ୍ପଟ ମାରିଥିଲେ । ହେଲେ ଏହାର ବିଲ ଦେଖି ଚକିତ ହୋଇପଡ଼ିଲେ ଗର୍ଲଫ୍ରେଣ୍ଡ । ଏହି ଘଟଣା ବିଷୟରେ ଝିଅଟି…

ନିର୍ବନ୍ଧରେ ପରିଣୀତିଙ୍କ ଜୋତାକୁ ନେଇ ଚର୍ଚ୍ଚା: ଦାମ୍ ବହୁତ କମ୍

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କର ନିର୍ବନ୍ଧ ହୋଇଯାଇଛି । ନୂଆଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ଏହା ଆୟୋଜିତ ହୋଇଥିଲା । ତେବେ ରାଘବ ଓ ପରିଣୀତିଙ୍କ ଯୋଡ଼ିକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ଯଦି…

ଗ୍ଲାମରର୍ସ କୁଶଳୀ ମହିଳା ଶ୍ରମିକ, ୩୦ ପୁରୁଷଙ୍କ ମଧ୍ୟରେ ଏକାକୀ କାମ କରନ୍ତି

ମେଲବୋର୍ଣ୍ଣ: ଆଜିକାଲି ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି । ଏମିତି କିଛି କାମ ଅଛି, ଯାହା କେବଳ ପୁରୁଷମାନେ କରିଥାନ୍ତି । ଆଉ ଯଦିସେଇ କାମକୁ ଜଣେ ମହିଳା କରେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଜଣେ ଗ୍ଲାମରର୍ସ ମହିଳା ନିର୍ମାଣ ଶ୍ରମିକ ଭାବେ କାମ କରି ଏବେ ଖୁବ୍…

ଝିଅ ସହ ରାମ୍ପ୍‌ରେ ଚାଲିଲେ କପିଲ

ମୁମ୍ବାଇ: ୩ ବର୍ଷ ଝିଅ ଅନାୟାରାଙ୍କ ସହ କମେଡ଼ି କିଙ୍ଗ ତଥା ଅଭିନେତା କପିଲ ଶର୍ମା ର଼୍ୟାମ୍ପ୍‌ରେ ଚାଲିଛନ୍ତି । କପିଲ ଝିଅର ହାତ ଧରି ର଼ାମ୍ପ୍‌ରେ ଚାଲୁଛନ୍ତି । ଏହି ସମୟରେ ବାପା-ଝିଅ କଳା ଡ୍ରେସ୍ ପିନ୍ଧିଛନ୍ତି, ଯେଉଁଥିରେ ସେମାନେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତିି । ଏହି ସମୟର ଏକ ଭିଡିଓ…

ଯୁବକଙ୍କ ପ୍ରତିଭା: ପେପର କାଟି ପିନ୍ଧିଲେ ପୋଷାକ, ଉର୍ଫି ଜାଭେଦଙ୍କୁ ପକାଇଲେ ପଛରେ

ଦୁନିଆରେ ଅନେକ ପ୍ରତିଭାଶାଳୀ ଲୋକ ଅଛନ୍ତି । ଆଗରୁ ଅନେକ ପ୍ରତିଭା ଲୁଚି ରହୁଥିଲେ । ହେଲେ ଏବେ ନିଜର ପ୍ରତିଭା ଦେଖାଇବାକୁ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ । ପୂର୍ବରୁ ଅଭିନେତା, ଗାୟକ ଆଦିି ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ଏବେ ଖୁବ୍ ସହଜରେ ଲୋକେ ନିଜର…

କାନ୍ସ ରେଡ କାର୍ପେଟରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା-ମାନୁଷି

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଫେଷ୍ଟିଭାଲରେ ସାରା ବିଶ୍ୱରୁ ବହୁ କଳାକାର ଯୋଗଦେବେ । ସେମାନେ ରେଡ କାର୍ପେଟରେ ନିଜର ଜଲୱା ଦେଖାଇବେ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଥର ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ମାନୁଷି ଚ୍ଛିଲ୍ଲର…

୬୦ ବର୍ଷର ପୁରୁଣା ଘଣ୍ଟା ହେଲା ନିଲାମ: ଏତେ ଟଙ୍କା ମିଳିଲା ଯେ, ମର୍ସିଡ଼ିଜ୍ କାର କିଣିହେବ

ବ୍ରିଟେନ: ପୁରୁଣା ଜିନିଷଗୁଡିକୁ ଫିଙ୍ଗିଦିଅ ନାହିଁ । କାରଣ ସେହି ପୁରୁଣା ଜିନିଷ ତୁମକୁ ଧନୀ କରିଦେଇପାରେ । ବ୍ରିଟେନରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ବାପା ୬୦ ବର୍ଷ ପୂର୍ବେ କିଣିଥିବା ଘଣ୍ଟାକୁ ବିକ୍ରି କରି ଏବେ ଏତେ ଟଙ୍କା ପାଇଛନ୍ତି ଯେ, ଜାଣିଲେ…

ରାମ୍ପରେ ଚାଲିଲେ ବରିଷ୍ଠ ନାଗରିକ: ସମସ୍ତଙ୍କୁ କଲେ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ସାଧାରଣ ଜୀବନରେ କୁହାଯାଏ ଯେ, ମଣିଷ ୬୦ ବର୍ଷ ବୟସରେ ପହଁଚିଲେ ଜୀବନ ଯେମିତି ସେଇଠି ଅଟକିଯାଏ । ସବୁ ଦକ୍ଷତା, ପ୍ରଦର୍ଶନ ଓ ପାରଦର୍ଶିତାର ଯେମିତି ସେହିଠାରୁ ଶେଷ ହୋଇଯାଏ । ଏଭଳି ମାନସିକତା ଆମ ଭିତରେ ଯେମିତି ଏକ ନିୟମିତ ଭାବନା ଆକାରରେ ବସା ବାନ୍ଧିଛି । ଏକଥା ଭୁଲ…

କର୍କଟ ରୋଗରେ ଆକ୍ରାନ୍ତ ମାଆ କାଟିଲେ ଚୁଟି: ଉତ୍ସାହିତ କରିବାକୁ ଯାଇ ପୁଅ ବି ହେଲେ ଲଣ୍ଡା

ବ୍ରାଜିଲ: ମଣିଷ କୌଣସି ରୋଗରେ ଆକ୍ରାନ୍ତ ହେଲେ ସେ ଏକା ଜୀବନ ସହିତ ସଂଘର୍ଷ କରେ ନାହିଁ । ବରଂ ପୁରା ପରିବାର ସଂଘର୍ଷ କରିଥାନ୍ତି । ପୁରା ପରିବାର ଅନୁଭବ କରନ୍ତି ଯନ୍ତ୍ରଣା କ’ଣ ? ସମସ୍ତେ ରୋଗୀଙ୍କ ପାଇଁ ଚିନ୍ତିତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ପରିବାର ସର୍ବଦା ରୋଗୀଙ୍କ ସାହସ…