Latest Odisha News

BREAKING NEWS

ଝିଅ ପାଇଁ ଅଭିନୟ ଛାଡିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ । ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କିଛି ଦିନ ତଳେ ପ୍ରିୟଙ୍କା ଝିଅକୁ ଧରି ଭାରତ ଆସିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଏବେ ସେ ଅଭିନୟ ଦୁନିଆରୁ ଦୂରେଇ ଯିବେ ବୋଲି ଜଣାଯାଇଛି ।…

ବିମାନରେ ହଜିଗଲା ୨୨ ଲକ୍ଷ ଟଙ୍କାର କୃତ୍ରିମ ଗୋଡ଼ , ଏୟାରଲାଇନ୍ସ ଦେଲାନି କ୍ଷତିପୂରଣ

ନ୍ୟୁୟର୍କ: ଆଜିର ସମୟରେ ଅଧିକାଂଶ ଲୋକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କାରଣ ସମୟ ବଞ୍ଚିବା ସହିତ ସୁରକ୍ଷିତ ପାଇଁ ଲୋକେ ବିମାନରେ ଯାତ୍ରା କରିଥାନ୍ତି । କିନ୍ତୁ ନିକଟରେ ଆମେରିକାରେ ବିମାନ କର୍ମଚାରୀଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ୨୨ ଲକ୍ଷ ଟଙ୍କାର ପ୍ରୋସ୍ଥେଟିକ୍ ଗୋଡ…

୩୯ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ଗୌରହର ଖାନ୍

ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଅଭିନେତ୍ରୀ ଗୌରହର ଖାନ୍ । ବୁଧବାର ରାତିରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ପୂର୍ବରୁ ‘ବିଗ୍‌ବସ୍‌’ର ବିଜେତା ହୋଇଥିବା ଗୌରହର ଖାନ୍ ଓ ସ୍ୱାମୀ ଜାୟିଦ୍ ପୁଅ ହେବା ପରେ ବହୁତ ଖୁସି ଅଛନ୍ତି । ଗୌରହର୍ ୩୯ ବର୍ଷ ବୟସରେ ସେ ତାଙ୍କର ପ୍ରଥମ…

ରୋମାନ୍ସ ପାଇଁ ପୁରୁଷଙ୍କୁ ନିଯୁକ୍ତି କଲେ ଭିନ୍ନକ୍ଷମ ମହିଳା, ପାରିଶ୍ରମିକ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅଷ୍ଟ୍ରେଲିଆ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରେମ ପାଇବାକୁ ଚାହାଁନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ, ତାଙ୍କ ଜୀବନରେ ଏପରି କେହି ରହିବା ଉଚିତ୍‌, ଯିଏ ତାଙ୍କୁ ବହୁତ ଭଲ ପାଇବା ଦେଇପାରୁଥିବ ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିପାରୁଥିବ । କିନ୍ତୁ ବହୁତ ଲୋକ ଅଛନ୍ତି ଯାହାଙ୍କର ଏହି…

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ଓଡ଼ିଶା ବ୍ୟତୀତ ଅଷ୍ଟ୍ରେଲିଆ, ଜର୍ମାନୀ ଓ ମାଲେସିଆ ଆଦି ଦେଶରେ ବି ଏହା ରିଲିଜ୍ ହେଉଛି । ଏହା ଏକ ମୌଳିକ କାହାଣୀ ଉପରେ ଆଧାରିତ ସିନେମା ହୋଇଥିବାରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ…

ଚାକିରି ଛାଡି କେଶରେ ଧ୍ୟାନ ଦେଲେ ଯୁବତୀ, ରୋଜଗାର କଲେ କୋଟି କୋଟି ଟଙ୍କା

ନ୍ୟୁୟର୍କ : ସମସ୍ତଙ୍କର କିଛି ନା କିଛ ରୁଚି ଅଛି । ଆଉ କିଛି ଲୋକ ନିଜର ରୁଚିକୁ ନେଇ ଲୋକପ୍ରିୟ ହେବା ସହ ଭଲ ରୋଜଗାର ବି କରିଥାନ୍ତି । ନ୍ୟୁୟର୍କରେ ରହୁଥିବା ଜଣେ ଯୁବତୀ ନିଜ ରୁଚିକୁ ନେଇ ସେ ଭଲ ରୋଜଗାର କରିବା ସହ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ନ୍ୟୁୟର୍କରେ ରୁହନ୍ତି ଜସ୍ମିନ୍…

ଏକ୍ସ ବୟଫ୍ରେଣ୍ଡ୍‌ଙ୍କ ସହ ଡେଟ୍ କରୁଛନ୍ତି ସୁସ୍ମିତା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଖୁବ୍ ଚର୍ଚ୍ଚାରେ । ସେ ଅଧିକାଂଶ ସମୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନାକୁ ଆସିଥାନ୍ତିି । ଏବେ ସୁସ୍ମିତା ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ସହ ଡ଼େଟ କରୁଥିବା ନେଇ ଚର୍ଚ୍ଚା ହେଉଛି । କାରଣ ନିକଟରେ ଏକ ପୁରସ୍କାର ଉତ୍ସବରେ ସୁସ୍ମିତା…

ଏକାସାଙ୍ଗରେ ୧୦୦୦ ପ୍ରେମିକଙ୍କ ସହ ଡେଟ୍ କରୁଛନ୍ତି ଯୁବତୀ

ଜର୍ଜିଆ: ଆଜିକାଲି ପ୍ରେମୀଯୁଗଳଙ୍କ ଡ଼େଟ୍ କରିବା ସାଧାରଣ କଥା ହୋଇଗଲାଣି । ହେଲେ ଏବେ ଏମିତି ଏକ ଖବର ଚର୍ଚ୍ଚା ହେଉଛି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ୨୩ ବର୍ଷୀୟା ଯୁବତୀ ଏକାସାଙ୍ଗରେ ୧୦୦୦ ପ୍ରେମିକଙ୍କୁ ଡେଟ୍ କରୁଛନ୍ତିି । ଆଉ ସବୁଠୁ ବଡ଼ କଥା, ସେ ଲୋକଙ୍କ…

‘ଖତରୋଁ କେ ଖିଲାଡି’ ସିଜନ ୧୩ରେ ନଜର ଆସିବେ ଡେଜି ଶାହ

ମୁମ୍ବାଇ: ଛୋଟପରଦାର ସବୁଠାରୁ ବେଶୀ ଲୋକପ୍ରିୟ ରିୟଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜିନ୍ ୧୩ରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଡେଜି ଶାହ । ଫିଲ୍ମ ନିର୍ମାତା ରୋହିତ ସେଟ୍ଟିଙ୍କ ଏହି ଶୋରେ ଭାଗ ନେବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ଡ଼େଜି । ଏହି କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ଭାଗ…

ଶୋରୁମ୍‌ରୁ ଚୋରି ହେଲା ୨୨୦ ହଳ ବ୍ରାଣ୍ଡେଡ୍ ଜୋତା, ହେଲେ ସବୁ ଥିଲା ଗୋଟିଏ ପାଦର

ପେରୁ: କାମଟି ଛୋଟ ହେଉ କି ବଡ଼ , ଏହା କରିବା ପାଇଁ କଠିନ ପରିଶ୍ରମ ଏବଂ ଉତ୍ସାହ ଆବଶ୍ୟକ କରେ । ଯଦି କୌଣସି କାମ ଉତ୍ସାହର ସହିତ କରା ନ ଯାଏ, ତାହାହେଲେ ସେହି ପରିଶ୍ରମର କୌଣସି ଲାଭ ନାହିଁ । ଆମେ ଆପଣଙ୍କୁ ଏହିପରି କିଛି ଚୋର ବିଷୟରେ କହିବୁ, ଯେଉଁମାନେ କମ୍ ପରିଶ୍ରମ କରି ଅଧିକ ରୋଜଗାର…