Latest Odisha News

BREAKING NEWS

ଧଳା ରଙ୍ଗର କୋବ୍ରା ଠାବ୍‌, ଦୁନିଆର ସବୁଠୁ ଅଧିକ ବିଷାକ୍ତ

ତାମିଲନାଡ଼ୁ: ସମସ୍ତେ କିଙ୍ଗ୍ କୋବ୍ରାକୁ ଦେଖିଥିବେ ନିଶ୍ଚୟ । ଏହି ସାପ ଦୁନିଆର ସବୁଠାରୁ ଅଧିକ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ଯଦି ଏହା ଛିଡା ହୁଏ ତେବେ ଲୋକଙ୍କ ମୁଣ୍ଡକୁ ସିଧାସଳଖ ଚୋଟ ମାରିପାରେ । ପ୍ରାୟତଃ ଏହାର ଶରୀରର ରଙ୍ଗ କଳା କିମ୍ବା ଧୁସର ରଙ୍ଗ ହୋଇଥାଏ…

ମେ ୨୬ରେ ରିଲିଜ୍ ହେବ ଇର୍‌ଫାନଙ୍କ ଶେଷ ଫିଲ୍ମ ‘ଆପ୍‌ନୋ ସେ ବେୱାଫାଇ’

ମୁମ୍ବାଇ: ଦିବଂଗତ ଅଭିନେତା ଇରଫାନ୍ ଖାନ୍‌ଙ୍କ ଫିଲ୍ମ ‘ଆପ୍‌ନୋ ସେ ବେୱାଫାଇ’ ଖୁବ୍‌ଶୀଘ୍ର ରିଲିଜ୍ ହେବ । ଏହି ଫିଲ୍ମ ଇରଫାନଙ୍କ ଶେଷ ଫିଲ୍ମ । ଫିଲ୍ମଟି ମେ ୨୬ ତାରିଖରେ ରିଲିଜ୍ ହେବ । ଇରଫାନ୍ ହୁଏତ ଏହି ଦୁନିଆରେ ନାହାନ୍ତି ସତ , କିନ୍ତୁ ତାଙ୍କର ଉତ୍କୃଷ୍ଟ ଅଭିନୟ ତାଙ୍କୁ…

ଅଜବ କାର: ୩ ପିଲା ବସିଛନ୍ତି ପିଞ୍ଜରା ଭିତରେ

ପାକିସ୍ତାନ:ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଅଧିକାଂଶ ସମୟ ଦେଖିବାକୁ ମିଳିଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ । ଏବେ ପାକିସ୍ତାନର ଜଣେ ବ୍ୟକ୍ତି ଏମିତି କାରର ଡ଼ିଜାଇନ୍ କରିଛନ୍ତି, ଯେଉଁଥିରେ ତାଙ୍କ ପିଲାମାନେ ପଛରେ ପିଞ୍ଜରା ଭିତରେ…

‘ଦ କେରଲା ଷ୍ଟୋରି’କୁ ନେଇ କଙ୍ଗନା ଦେଲେ ମନ୍ତବ୍ୟ: କହିଲେ ଫିଲ୍ମ ବ୍ୟାନ ହେବା ଉଚିତ୍ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁ ପ୍ରସଙ୍ଗକୁ ନେଇ ନିଜର ମନ୍ତବ୍ୟ ଦେବାକୁ ପଛାଇ ନ ଥାଆନ୍ତି । ଏବେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବି ନିଜ ମନ୍ତବ୍ୟ ରଖିଛନ୍ତି । ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମରେଯୋଗ ଦେଇଥିଲେ । ଏହି ସମୟରେ କଙ୍ଗନା…

ଗୌତମ-ଟିନାଙ୍କ ସମ୍ପର୍କ ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ଗୌତମ

ମୁମ୍ବାଇ: ‘ବିଗ୍ ବସ୍ ସିଜିନ୍ ୧୬' ପ୍ରତିଯୋଗୀ ସାଜିଥିବା ଅଭିନେତ୍ରୀ ଟିନା ଦତ୍ତା ଓ ଅଭିନେତା ଗୌତମ ବିଗ୍‌ଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ତେବେ ଶୋ ଛାଡିବା ଟିନା ଓ ଗୌତମଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ଜୋର ଧରିଛି । କାରଣ ଏବେ ଉଭୟଙ୍କୁ ଅନେକ…

ପିଲାବେଳର ଜିଦ୍ : ଅସ୍ତ୍ରୋପଚାର କରି ଗୋଡ଼କୁ ଲମ୍ବା କଲେ , ସାଜିଗଲେ ଲୋକପ୍ରିୟ ମଡ଼େଲ

ଜର୍ମାନୀ: ଆଜିକାଲି ଅଧିକାଂଶ ଲୋକ ନିଜକୁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରିଥାନ୍ତି । ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ ସେମାନେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଏବେ ନିଜର ଉଚ୍ଚତା ବଢାଇବା ପାଇଁ…

ହଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ବିମାନରେ ଯିବାକୁ ବାରଣ କଲା ଏୟାରଲାଇନ୍ସ

ନ୍ୟୁୟର୍କ: ହଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ଦୁଇ ଜଣ ମହିଳାଙ୍କୁ ବିମାନରେ ଯିବାକୁ ବାରଣ କରାଯାଇଛି । ପରେ ମହିଳାଦ୍ୱୟ ଡ଼୍ରେସ ପରିବର୍ତ୍ତନ କରିବା ପରେ ବିମାନରେ ଯାତ୍ରା କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଛି । କ୍ରିଶ୍ ମାୟର ନାମକ ଜଣେ ମହିଳା ଏ ବିଷୟରେ…

ଡ୍ରେନ୍‌ରେ ପ୍ରି ୱେଡ଼ିଂ ଫଟୋସୁଟ୍‌, ଲୋକେ ଆଶ୍ଚର୍ଯ୍ୟ

ଆଜିକାଲି ପ୍ରି ୱେଡ଼ିଂ ଫଟୋ ସୁଟ୍ ଟ୍ରେଣ୍ଡ ପାଲଟିଗଲାଣି । ଯୁବକଯୁବତୀମାନେ ବିବାହ ପୂର୍ବରୁ କିଛି ସୁନ୍ଦର ସ୍ଥାନକୁ ଯାଇ ଫଟୋ ଉଠାଉଛନ୍ତି । କିନ୍ତୁ ଏବେ ଏକ ଯୁବକଯୁବତୀ ବିବାହ ପୂର୍ବରୁ ନିଆରା ଢଙ୍ଗରେ ଫଟୋ ସୁଟ୍ କରିଛନ୍ତି । ତାହା ପୁଣି ଡ଼୍ରେନ୍ ଭିତରେ ପଶି । ଅଳିଆ ଆବର୍ଜନା ଭର୍ତ୍ତି…

ଭିନ୍ନ ଢଙ୍ଗରେ ଏଣ୍ଟ୍ରି କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡ଼ି ଶୋ ‘ଦ କପିଲ ଶର୍ମା’କୁ ଫେରିଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକ । ସମ୍ପ୍ରତି ଶୋ’ର ପ୍ରୋମୋ ଟେଲିକାଷ୍ଟ ହେଉଛି, ଯେଉଁଥିରେ ହାସ୍ୟ ଅଭିନେତା ଭିନ୍ନ ଢଙ୍ଗରେ ଏଣ୍ଟ୍ରି କରୁଛନ୍ତି । ସେ ‘ସପନା’ ଚରିତ୍ରରେ ନଜର ଆସିବା ସହ ତାଙ୍କ ପାଲର…

ଭିନ୍ନ ପରମ୍ପରା: ପୁଅ ଘର ଲୋକ ଝିଅକୁ ଦିଅନ୍ତି ମାଛ ଦାନ୍ତର ହାର

ଅଷ୍ଟ୍ରେଲିଆ: ଦୁନିଆରେ ଯେତେ ଦେଶ ଅଛି ସେତେ ରୀତିନୀତି ଅଛି । ଆଉ ବାହାଘରକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଇଥାଏ । ଅଷ୍ଟ୍ରେଲିଆରେ ଥିବା ଫିଜିୟାନ ହେଉଛି ଏକ ଛୋଟ ଦ୍ୱୀପ ଯେଉଁଠାରେ ଲୋକମାନେ ଅନେକ ରୀତିନୀତି ପାଳନ କରିଥାନ୍ତି । ସାଧାରଣତଃ ବିବାହ ସମୟରେ ପୁଅ ଘର ପକ୍ଷରୁ ସୁନାର…