Latest Odisha News

BREAKING NEWS

ମଞ୍ଚରେ ବସିଥିବା ବେଳେ ରଣବୀରଙ୍କ ପ୍ୟାଣ୍ଟରେ ଢାଳିଗଲା କଫି, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତା ରଣବୀର କପୁର ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ କାର୍ଯ୍ୟକଳାପକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ଏବେ ତାଙ୍କର ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ କାର୍ଯ୍ୟକ୍ରମରେ ବସିଥିବା ବେଳେ ତାଙ୍କ ଉପରେ ଗରମ କଫି ଢାଳିଯାଉଛି ।…

ଇନ୍ଦୋରରେ ପୂଜା ପାଇବ ବିଶାଳ ଗଦା: ଯାହାର ଓଜନ ୭୦୦ କେଜି,ଲମ୍ବା ୨୨ ଫୁଟ

ଇନ୍ଦୋର: ଇନ୍ଦୋରର ପ୍ରସିଦ୍ଧ ଖେଦପତି ହନୁମାନ ମନ୍ଦିର ଖୁବ୍ ଚର୍ଚ୍ଚାରେ । କାରଣ ଏଠାରେ ସ୍ଥାପିତ ହେବାକୁ ଯାଉଛି ୭୦୦ କିଲୋଗ୍ରାମ ଓଜନ ଏବଂ ୨୨ ଫୁଟ ଲମ୍ବର ଏକ ବିଶାଳ ଗଦା,ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏତେ ବଡ଼ ଗଦାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି ।…

ରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ କ୍ରିତି ସାନନ୍‌, ଏହା ଲୋକ ଦେଖାଣିଆ କହିଲେ ପ୍ରଶଂସକ

ମୁମ୍ବାଇ: ଆଗକୁ ଆସୁଛି ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ' । ଶନିବାର ଏହି ଫିଲ୍ମର ପୋଷ୍ଟର ଓ ଅଡ଼ିଓ ଟିଜର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଥିରେ ଅଭିନେତ୍ରୀ କ୍ରିତି ସାନନ ସୀତା ମା…

ଚନ୍ଦାପଣକୁ ନେଇ ଚିନ୍ତିତ ହେଲେ ଯୁବକ: ଏମିତି କିଛି କରି ବସିଲେ ନିଜ ଚେହେରା ହୋଇଗଲା ଖରାପ

ଇଟାଲୀ: ଆଜିର ଦିନରେ କେଶ ଝଡ଼ିବା ଦ୍ୱାରା ଆମ ମଧ୍ୟରୁ ଅନେକ ଅସୁବିଧାରେ ପଡିଥା଼ନ୍ତି । ଲୋକମାନେ ଏଥିପାଇଁ ଅନେକ ସମାଧାନ ଖୋଜନ୍ତି । ସ୍ପା ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । କିଛି ଲୋକ ଏଥିରେ ଲାଭବାନ୍ ହେଉଥିବା ବେଳେ ଆଉ କିଛି ଅସଫଳ ହୋଇଥାନ୍ତି । କେବଳ ପଇସା…

ଭିଡ଼ରେ ଫସିଲେ କିଙ୍ଗ ଖାନ : ସେଲଫି ନେବାକୁ ଭିଡ଼ ଜମାଇଲେ ପ୍ରଶଂସକ

ମୁମ୍ବାଇ: ଭିଡ଼ରେ ଫସିଲେ କିଙ୍ଗ୍ ଖାନ୍ । ସେଲଫି ନେବାକୁ ପ୍ରଶଂସକମାନେ ଭିଡ଼ ଜମାଇଲେ । ଠେଲାପେଲା ବି ହେଲେ । ଏମିତି ଭିଡ଼ ହେଲା ଯେ, ଶାହାରୁଖଙ୍କ ବଡ଼ିଗାର୍ଡ଼ ବି ସମ୍ଭାଳି ପାରିଲେନି । ଶେଷରେ ବିମାନବନ୍ଦରର ସୁରକ୍ଷାକର୍ମୀ ଆସି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପଡ଼ିଲା । ଏପରି ଦୃଶ୍ୟ ଦେଖିବାକୁ…

ଦୁନିଆର ସବୁଠୁ ବଡ଼ ବିଲେଇ: ଦେଖିବାକୁ ୨ ବର୍ଷର ପିଲା ପରି

ରୁଷିଆ: ଗୃହପାଳିତ ପଶୁ ତାଲିକାରେ କୁକୁର ଏବଂ ବିଲେଇ ସବୁଠାରୁ ସାଧାରଣ । ଲୋକମାନେ ବିଲେଇମାନଙ୍କୁ ରଖିବାକୁ ଅଧିକ ପସନ୍ଦ କରନ୍ତି । କାରଣ ସେମାନେ ଛୋଟ ହେବା ସହ ସୁନ୍ଦର ମଧ୍ୟ ହୋଇଥାନ୍ତି । ବିଲେଇକୁ କୋଳରେ ଧରି ଆପଣ ସହଜରେ ବୁଲାଇ ପାରିବେ । କିନ୍ତୁ ଯଦି ବିଲେଇ ମଣିଷ ପିଲା ପରି ବଡ…

ଏମିତି ଏକ ଗାଁ: ଯେଉଁଠି ପୁରା ଗାଁର ଲୋକେ ରାସ୍ତାକଡ଼ରେ କରନ୍ତି ବସବାସ

ପୋଲାଣ୍ଡ: ସାଧାରଣତଃ ଜନବସତି ନଦୀକୂଳରେ ଗଢି ଉଠିଥାଏ । ହଜାର ହଜାର ବର୍ଷ ପୂର୍ବରୁ ଏହି ଧାରାରେ ଚାଲୁ ରହିଛି ମଣିଷର ଜୀବନଧାରା । କିନ୍ତୁ ପୋଲାଣ୍ଡର ଏକ ଚର୍ଚ୍ଚିତ ଗାଁ ନଦୀକୂଳରେ ନୁହେଁ, ବରଂ ଗଢି ଉଠିଛି ରାସ୍ତା କଡ଼ରେ । ଅର୍ଥାତ୍ ଗାଁ ମଝି ଦେଇ ଯାଇଥିବା ରାସ୍ତାର କେବଳ ଦୁଇ କଡ଼ରେ…

ମେଟ୍ରୋ ଟ୍ରେନ୍‌ରେ ଟାୱେଲ୍ ପିନ୍ଧି ଯାତ୍ରା କଲେ ଯୁବକ

ନୂଆଦିଲ୍ଲୀ: ଆଜିକାଲି ଯୁବକମାନେ ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏମିତି କିଛିି କଣ୍ଟେଣ୍ଟ୍ ବାଛୁଛନ୍ତି, ଯେଉଁଥିରେ ବେଶୀ ଭିୟୁଅର୍ସ ମିଳିପାରିବ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ,ଯେଉଁଥିରେ ଜଣେ ଯୁବକ ଟାୱେଲ ପିନ୍ଧି ମେଟ୍ରୋ ଟ୍ରେନରେ…

୩୭୦୦ କିଲୋ ଖେଚୁଡ଼ି ରାନ୍ଧି ବିଶ୍ୱ ରେକର୍ଡ

ଭୋପାଳ: ଭୋପାଳରେ ଏକ ଅନନ୍ୟ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଶିମଲା ପରେ ଏବେ ଭୋପାଳରେ ହଜାର ହଜାର କିଲୋଗ୍ରାମ ପନିପରିବା ସହିତ ୩୭୦୦ କିଲୋଗ୍ରାମ ଖେଚୁଡ଼ି ତିଆରି କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହୋଇଛି । ଭୋପାଳର ଆୱାଦପୁରୀର ସାଇ ମନ୍ଦିରରେ ହଜାର ହଜାର କିଲୋ ଖେଚୁଡ଼ିି…

ଏଥର ରଜରେ ଅନୁଭବଙ୍କ ‘ଲଭ ଇନ୍ ଲଣ୍ଡନ’

ଭୁବନେଶ୍ୱର: ନିକଟରେ ବର ବେଶରେ ଥିବା ଅନୁଭବ ମହାନ୍ତିଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ଆଉ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା ଯେ କଣ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି କି? ଫଟୋ ଓ ଭିଡିଓରେ…