Latest Odisha News

BREAKING NEWS

ବିବାହର ୧୫ ବର୍ଷ ପରେ ଅଲଗା ହେବେ ଇନ୍ଦ୍ରାନିଲ-ବରଖା

ନୂଆଦିଲ୍ଲୀ: ଟିଭି ଦୁନିଆର ସଫଳ ଦମ୍ପତ୍ତି ଙ୍କ ମଧ୍ୟରେ ଅଭିନେତା ଇନ୍ଦ୍ରାନିଲ ସେନଗୁପ୍ତା ଏବଂ ବରଖା ବିଷ୍ଟ ଅନ୍ୟତମ । କିନ୍ତୁ ବିବାହର ୧୫ ବର୍ଷ ପରେ ଏହି ଦମ୍ପତ୍ତି ଏବେ ଅଲଗା ହେବାକୁ ଯାଉଛନ୍ତି । ଏନେଇ ଅଭିନେତ୍ରୀ ବରଖା ନିଜେ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ଅଭିନେତ୍ରୀ…

୭୦୦୦ ପୁରୁଷଙ୍କୁ କଲେଣି ପ୍ରେମିକ: ତଥାପି ମିଳିନି ଜୀବନସାଥୀ

କାଲିଫର୍ଣ୍ଣିିଆ: ଆଜିର ସମୟରେ ଲୋକେ ନିଜର ଗୋଟେ ଭଲ ଜୀବନସାଥୀ ପାଇବାକୁ ଇଛା କରନ୍ତି । କାହାକୁ ଭଲ ମିଳୁଥିବା ବେଳେ ଆଉ କେହି ହଇରାଣ ହୋଇଥାନ୍ତି । ହେଲେ ଆମେରିକାର ଜଣେ ମହିଳା ଭଲ ଜୀବନ ସାଥୀ ଖୋଜିବାକୁ ଯାଇ ୭୦୦୦ ପୁରୁଷଙ୍କୁ ପ୍ରେମିକ କଲେଣି । ତଥାପି ମିଳିନି ତାଙ୍କୁ ଭଲ ଜୀବନସାଥୀ ।…

ଆସୁଛି ଫିଲ୍ମ ଓଏମଜି ୨: କେଉଁଠି ହେବ ରିଲିଜ ବାହାରି ପାରୁନି ନିଷ୍କର୍ସ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଗତ ବର୍ଷରେ ଗୋଟିଏ ପରେ ଗୋଟିଏ ଫ୍ଲପ୍ ଫିଲ୍ମ ଦେଇଛନ୍ତି । ଫିଲ୍ମ ବଚ୍ଚନ ପାଣ୍ଡେଠାରୁ ସେଲଫି ପର୍ଯ୍ୟନ୍ତ ଚଳିତ ବର୍ଷ ସମସ୍ତ ଫିଲ୍ମ ଫ୍ଲପ ତାଲିକାରେ ରହିଛି । ଏବେ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ଓଏମଜି-୨ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ…

୧ କୋଟି ଟଙ୍କା ଖର୍ଚ୍ଚ କରି ଶରୀରରେ ଟାଟୁ କଲେ ଯୁବକ

କାନାଡ଼ା: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ଟାଟୁ କରନ୍ତି ତ ଆଉ କେହି ନିଜ ଗର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଟାଟୁ କରନ୍ତି । ଆଉ କେହି କେହି ନିଜ ଭାବନାକୁ ପ୍ରକାଶ କରିବାକୁ ଟାଟୁ କରନ୍ତି । କାନାଡ଼ାର ଜଣେ ଯୁବକ…

ନୂଆ ଲୁକ୍‌ରେ ନଜର ଆସିବେ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ଦିନ ଥିଲା ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ'ର ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟେକ ଚରିତ୍ର ଘରେ ଘରେ ପରିଚିିତ ହୋଇଥିଲେ । ଏହି ସିରିଏଲରେ ରାମ ଏବଂ ସୀତା ଭୂମିକାରେ ନଜର ଆସିଥିବା ଅଭିନେତା ଅରୁଣ ଗୋବିଲ ଏବଂ ଅଭିନେତ୍ରୀ ଦୀପିକା ଚିଖ୍‌ଲିଆଙ୍କୁ ପ୍ରକୃତରେ…

ବିମାନରେ ଯୁବତୀଙ୍କ ଲଗେଜ ଓଜନ ଅଧିକ ହେଲା : ଚାର୍ଜ ନ ଦେଇ ଏମିତି କିଛି କଲେ ଜାଣିଲେ ହସିବେ

ଫିଲିପାଇନ୍ସ: ବିମାନରେ ଯାତ୍ରା କରିବା ସୁବିଧାଜନକ । କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଆପଣ ଟ୍ରେନ୍ କିମ୍ବା ବସ୍‌ରେ ଯେତେ ଜିନିଷ ଚାହଁବେ ନେଇପାରିବେ । କିନ୍ତୁ ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ସୀମିତ ଓଜନର ଜିନିଷ ନେବାକୁ ପଡ଼ିଥାଏ । ଯଦି କୌଣସି…

ମାଙ୍କଡ଼କୁ ପସନ୍ଦ ଆସିଲା ମହିଳାଙ୍କ ନାଲି ବ୍ୟାଗ : ନ ଦେବାରୁ ଶିଶୁର କେଶ ଟାଣିଲା, ଆକ୍ରମଣ କଲା

ସାଧାରଣତଃ ଅନେକ ପର୍ଯ୍ୟଟନସ୍ଥଳୀରେ ମାଙ୍କଡ଼କୁ ଦେଖିବାକୁ ମିଳିଥାଏ । ସେମାନେ ସହଜରେ ଲୋକଙ୍କ ସହିତ ମିଶନ୍ତି । ପର୍ଯ୍ୟଟକ ଯାହା ଖାଇବାକୁ ଦିଅନ୍ତି ଆଗ୍ରହର ସହ ହାତରୁ ଆସି ନିଅନ୍ତି । ଏପରି ଦୃଶ୍ୟ ତ ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ…

ସପ୍ତାହକରେ ଦୁଇ ଥର ବିବାହ କଲେ ଯୁବକ, ଦୁଇ ପତ୍ନୀଙ୍କୁ ଅଲଗା ରଖିଲେ

ବିହାର : ମୁଜାଫରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଗୋଟିଏ ସପ୍ତାହରେ ଦୁଇଥର ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ଏତିକି ନୁହେଁ ଯୁବକ ଜଣକ ନିଜ ଦୁଇ ପତ୍ନୀଙ୍କୁ ଅଲଗା ଅଲଗା କରି ରଖିଛନ୍ତି । ବିହାର ମୁଜାଫରପୁରର ଦାମୁଚକ ଅଞ୍ଚଳରେ ରୁହନ୍ତି ବିକାଶ…

ଅଭିନେତ୍ରୀ ପ୍ରିୟଙ୍କାଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଡ଼ିଜାଇନର ଇଶିତା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚହର ଚୌଧୁରୀ ଙ୍କ ବିରୋଧରେ ଚୋରି ଅଭିଯୋଗ । ପ୍ରିୟଙ୍କା ପୋଷାକ ଚୋରି କରିବା ସହ ଡ଼ିଜାଇନ୍ ଚୋରି କରିଥିବା ଅଭିଯୋଗ ହୋଇଛି । ଆଗକୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହେବାକୁ ଯାଉଛି । ଏହି ଅଭିଯୋଗ କରିଛନ୍ତି ଇଣ୍ଡଷ୍ଟ୍ରିର…

ରିଲ୍ସ ମାନିଆ: ଯୁବତୀ ବିକିନ୍ ପିନ୍ଧି ଚିତା ବାଘ ସହ କଲେ ଭିଡ଼ିଓ

ନ୍ୟୁୟର୍କ: ଭିଡିଓ ଏବଂ ରିଲ୍ସ ବନାଇବା ପାଇଁ ଲୋକେଏପରି ଚିନ୍ତାଧାରା ଆପଣାଉଛନ୍ତି, ଯାହା ଭିନ୍ନ ହେବା ସହ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା । ଏହି କାରଣରୁ ପ୍ରତ୍ୟେକ ଦିନ ଏହିପରି ରିଲ୍ ଏବଂ ଭିଡିଓ ଦେଖିବାକୁ ମିଳିଥାଏ ଯାହା ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଏ । ଅଧିକ ଲାଇକ୍ ଆଶାରେ ଲୋକମାନେ…