Latest Odisha News

BREAKING NEWS

ଚିକେନ୍ ଡ଼୍ୟାନ୍ସ କଲେ ଯୁବକ, ଲୋକେ ହସି ହସି ବେଦମ

ଯଦି କୌଣସି ଉତ୍ସବରେ ନାଚଗୀତ ନ ଥାଏ,ତେବେ ସେହି କାର୍ଯ୍ୟକ୍ରମ ଫିକା ଫିକା ଲାଗେ । ବିଶେଷକରି କିଛି ଲୋକ ଏମିତି ନୃତ୍ୟ ପ୍ରଦର୍ଶନ କରନ୍ତି ଯାହାଦ୍ୱାରା ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ପ୍ରକାରର ଚିକେନ୍ ଡ଼୍ୟାନ୍ସର ଭିଡିଓ ଭାଇରାଲ…

‘ପଠାନ’ ଫିଲ୍ମ ପାଇଁ ଶାହରୁଖ ଖାନ ନେଇ ନ ଥିଲେ ଫି : କଲେ ୨୦୦ କୋଟି ଟଙ୍କା ରୋଜଗାର

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଘରୋଇ ଟିକେଟ୍ ୱିଣ୍ଡୋରେ ଏହି ଫିଲ୍ମ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଏଥି ସହିତ ସର୍ବଭାରତୀୟ ସ୍ତରରେ ଏହି ଫିଲ୍ମ ମୋଟ ୧୦୫୦.୩ କୋଟି ରୋଜଗାର କରିଥିଲା । ବିଶେଷ କଥା ହେଉଛି ଶାହାରୁଖ…

ମହିଳାଙ୍କ ଅଜବ ସଉକ: ଭୁତୁଣୀ ଭଳି ଦେଖାଯିବାକୁ କଲେ ଅସ୍ତ୍ରୋପଚାର

କାଲିଫର୍ଣ୍ଣିଆ: ଭୂତପ୍ରେତ ନାଁ ଶୁଣିଲେ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମେସ୍ତ ଡ଼ରନ୍ତି । କିନ୍ତୁ ଆମେରିକୀୟ ଜଣେ ମହିଳାଙ୍କ ଅଜବ ସଉକ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଉକଟି ହେଲା ଭୁତୁଣୀ ପରି ନିଜକୁ ସଜ୍ଜେଇବା । ସେ ଭୁତୁଣୀ ପରି ଦେଖାଯିବା ଲାଗି…

ଛାଡପତ୍ର ପରେ ବିବାହ ଡ଼୍ରେସ ପୋଡିଦେଲେ ମହିଳା, ଖୁସିରେ ଫଟୋସୁଟ କଲେ

ନ୍ୟୁୟର୍କ: ବିବାହକୁ ନେଇ ଯେତିକି ଖୁସି ହୁଅନ୍ତି ଛାଡ଼ପତ୍ର ପରେ ମଧ୍ୟ ସେତିକି ଦୁଃଖ କରିଥାନ୍ତି ଲୋକେ । ତେବେ ଆମେରିକାରେ ରହୁଥିବା ଜଣେ ମହିଳା ଛାଡ଼ପତ୍ର ପରେ ଦୁଃଖ କରିବା ପରିବର୍ତ୍ତେ ନିଜ ବିବାହ ଡ଼୍ରେସକୁ ନିଆଁରେ ପୋଡ଼ି ଦେଇଛନ୍ତି । କେବଳ ସେତିକି ନୁହେଁ ଖୁସିରେ ଫଟୋସୁଟ୍ ମଧ୍ୟ…

ଶହେ ଫୁଟ ଉଚ୍ଚରେ ସାଇକେଲ ଚଳାଇ ଷ୍ଟଣ୍ଟ ଦେଖାଇଲେ ଯୁବକ

ସୋସିଆଲ ମିଡିଆରେ ଆପଣ ପ୍ରାୟତଃ ଅନେକ ଷ୍ଟଣ୍ଟର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୋଟିଏ ପରେ ଗୋଟିଏ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖାଯାଏ । ବେଳେବେଳେ ଷ୍ଟଣ୍ଟଗୁଡିକ ଏତେ ବିପଜ୍ଜନକ ହୋଇଥାଏ ଯେ, ଏହାକୁ ଦେଖିବା ପରେ ଦର୍ଶକଙ୍କ ନିଶ୍ୱାସ ମଧ୍ୟ ଅଟକି ଯାଏ । କିନ୍ତୁ…

ରାଘବଙ୍କ ସହ ହେଲା ପରିଣୀତିଙ୍କ ନିର୍ବନ୍ଧ: ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ଶେଷ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପରିଣୀତି ଆଙ୍ଗୁଠିରେ ପିନ୍ଧିଥିବା ମୁଦି ସାମ୍ନାକୁ ଆସିବା ପରେ ଏହି ଗୁଜବ ଉଠିଛି । ସୋମବାର ପରିଣୀତି ସେଲିବ୍ରିଟି ମ୍ୟାନେଜରଙ୍କ…

ଗ୍ରୀଷ୍ମ ପ୍ରବାହ ପାଇଁ ପୁଣି ଦୁଇଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପୁଣି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲଗୁଡ଼ିକ ଛୁଟି ରହିବ । ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

‘ଫିୟର ଫ୍ୟାକ୍ଟର’ରେ ଯାଆଁଳା ଭଉଣୀ ପିଇଲେ ଗଧର ପରିସ୍ରା : ଶୋ ହୋଇଗଲା ବାତିଲ୍

ମୁମ୍ବାଇ: ଆଜିର ସମୟରେ ଫିଲ୍ମ ଅପେକ୍ଷା ଟିଭି ଶୋ ଅଧିକ ପ୍ରସିଦ୍ଧ । ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଥିଏଟର ଯିବାକୁ ପଡିବ । ହେଲେ ଅନେକ ଅଭିନେତା ଅଭିନେତ୍ରୀ ଟିଭି ଶୋ ମାଧ୍ୟମରେ ଘରେ ଘରେ ପରିଚିତ ହେବାକୁ ଚାହାଁନ୍ତି । ରିଅଲିଟି ଶୋ ‘ଖତ୍‌ରୋ କେ ଖିଲାଡି’ରେ ସାମିଲ ହେବାକୁ ବହୁ…

ରାମଚରଣଙ୍କ ସହ ସ୍କ୍ରିନ୍ ସେୟାର କରିବେ ଜାହ୍ନବୀ

ମୁମ୍ବାଇ: ‘ଆରଆରଆର’ ଫିଲ୍ମର ସଫଳତା ପରେ ଅଭିନେତା ରାମଚରଣଙ୍କ ଚାହିଦା ଖୁବ୍ ବଢିଯାଇଛି । ଏବେ ତାଙ୍କ ସହିତ କାମ କରିବାକୁ ପ୍ରତ୍ୟେକ ଅଭିନେତ୍ରୀ ଚାହିଁ ରହିଛନ୍ତି । ହେଲେ ଏବେ ଏହି ସୁଯୋଗ ପାଇଛନ୍ତି ବଲିଉଡ଼ର ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମ ଜାହ୍ନବୀଙ୍କ ହେବ ଦ୍ୱିତୀୟ ତେଲୁଗୁ…

ନିଆରା ବିବାହ: ରୀତିନୀତିରେ ହେଲା ବାଛୁରୀର ବିବାହ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପାନିପଥ: ଏଠି ଥିଲା ନିଆରା ପରିବେଶ । ବାହାଘରର ଆୟୋଜନ କରାଯାଇଥିଲା । ମନ୍ତ୍ର ପଢୁଥିଲେ ବ୍ରାହ୍ମଣ । ଏହାସହିତ ବିବାହାର ରୀତିନିତି ପାଳନ କରାଯାଉଥିଲା । ଲୋକମାନେ ବି ଏହି ବାହାଘରରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ତେବେ ଏହି ବିବାହ ଉତ୍ସବରେ ବର କି ବରବଧୁ ନ ଥିଲେ । ଏହା ସତସତିକା…