Latest Odisha News

BREAKING NEWS

ଜୈନ୍ୟ ସାଧୁମାନେ ପାଳନ୍ତି କଷ୍ଟକର ନିୟମ: ସେଭିଂ ନୁହେଁ, ମୁହଁ, ମୁଣ୍ଡରୁୁ କେଶ ଛିଣ୍ଡାଇ କରନ୍ତି ସଫା

ଶିବପୁରୀ: ମୁଣ୍ଡ ଏବଂ ମୁହଁର ପ୍ରତ୍ୟେକ କେଶକୁ ହାତରେ ଝିଙ୍କିକି ଛିଣ୍ଡାଇବା କେତେ ଯେ କଷ୍ଟକର ଅନୁଭବି ହିଁ କହିପାରିବେ । କିନ୍ତୁ ଜୈନ୍ୟ ସାଧୁମାନେ ମୁଣ୍ଡ ଓ ମୁହଁରେ ଥିବା କେଶକୁ ଏଭଳି ଭାବେ ଝିଙ୍କି କରି ଛିଣ୍ଡାଇଥାନ୍ତି । ଏହା ଯନ୍ତ୍ରଣା ହେଉଥିଲେ ବି ଏହି ନିୟମ ମାନିବାକୁ ସେମାନେ…

ଫିଲ୍ମ ‘କିସି କା ଭାଇ, କିସି କି ଜାନ’ଫ୍ଲପ୍ ହେଲେ ସମ୍ପୂର୍ଣ୍ଣ ଦାୟୀ ମୁଁ ହେବି: ସଲମାନ

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ, କିସି କି ଜାନ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଟ୍ରେଲରକୁ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ସଲମାନ ଖାନଙ୍କ ପ୍ରଡକ୍ସନ୍ ହାଉସ୍‌ରେ ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଇଦ୍‌ରେ ରିଲିଜ୍ ହେବ । ଏହି ଫିଲ୍ମକୁ…

ଦୁନିଆର ସବୁଠାରୁ ଛୋଟ କୁକୁର: ଓଜନ ମାତ୍ର ଅଧା କିଲୋ

ଇଟାଲୀ: ଦୁନିଆରେ ଅନେକ ପଶୁପକ୍ଷୀ ଅଛନ୍ତି । ସେଥିମଧ୍ୟରୁ କିଛି ଆମେ ପାଳିଥାଉ । ହେଲେ କୁକୁର ପାଳିବା ଅଧିକାଂଶ ଲୋକଙ୍କର ସଉକ୍ । କିନ୍ତୁ ଏମିତି ଏକ କୁକୁର ଅଛି, ଯାହା ଦୁନିଆର ସବୁଠାରୁ ଛୋଟ କୁକୁର ବୋଲି କୁହାଯାଏ । ତାକୁ ଆପଣ ପକେଟରେ ମଧ୍ୟ ପୁରେଇ ନେଇପାରିବେ । କେବଳ ସେତିକି ନୁହେଁ,…

ବ୍ୟକ୍ତିଙ୍କ ଭିନ୍ନ ପ୍ରୟାସ: ରାସ୍ତାରେ ଥିବା ଖାଲରେ ରଖନ୍ତି ଡ଼ଲ ବା ଖେଳଣା

ବ୍ରିଟେନ: ବିଭିନ୍ନ ରାସ୍ତାରେ ଥିବା ଖାଲଖମାଗୁଡିକ ଏକ ବଡ ସମସ୍ୟା ହୋଇଗଲାଣି । କେବେ କେବେ ପ୍ରଶାସନ ରାସ୍ତା ମରାମତି କରିଥାଏ । କିନ୍ତୁ ଅନେକ ଥର ପ୍ରଶାସନ ଆଦୌ ଏଥିପ୍ରତି ଧ୍ୟାନ ଦେଇ ନ ଥାଏ । ଏହି କାରଣରୁ ରାସ୍ତାଗୁଡ଼ିକ ମରାମତି ଠିକ୍ ଭାବରେ ହୋଇ ନ ଥାଏ । ବ୍ରିଟେନର ଜଣେ ବ୍ୟକ୍ତି…

ବିବାହରେ କେହି ପିଇପାରିବେନି ବିୟର: ଲାଗୁ ହେଲା କଟକଣା

ଶିମଲା : ବିବାହ ଉତ୍ସବରେ କେହି ପିଇପାରିବେନି ବିୟର । ଏଥିଲାଗି ପଞ୍ଚାୟତ ପକ୍ଷରୁ ଲାଗୁ ହୋଇଛି କଟକଣା । ଯଦି ଏହାକୁ କେହି ଅବମାନନା କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏମିତି ଏକ ଖବର ଚର୍ଚ୍ଚାକୁ ଆସିଛି ହିମାଚଳ ପ୍ରଦେଶର ଆଦିବାସୀ…

ବିବାହ ମଣ୍ଡପରେ ଗୁଳି ଫୁଟାଇଲେ କନ୍ୟା: ଭୟରେ ସବୁ ଛାନିଆ

ଆହ୍ଲାହାବାଦ: ଏବେ କଥା କଥାରେ ଫୁଟୁଛି ଗୁଳି । ଖାସ୍ କରି ବିବାହ ଉତ୍ସବରେ ବନ୍ଧୁକରୁ ଗୁଳି ଫୁଟାଇବା ଏବେ ଏକ ପ୍ରକାର ଆଭିଜାତ୍ୟ ଦେଖାଇବାର ଟ୍ରେଣ୍ଡ ହୋଇଗଲାଣି । ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଲୋକମାନେ ଅଣଦେଖା କରୁଛନ୍ତି । ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ବିବାହ…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟ୍ର୍ରେଲର

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ\'ର ଟ୍ରେଲର ରିଲିଜ୍ ହୋଇଯାଇଛି । ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଏହି ଟ୍ରେଲରକୁ ଅପେକ୍ଷା କରିଥିଲେ । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିରେ ସଲମାନ…

ବିବାହ ପୂର୍ବରୁ ଅଜବ ସର୍ତ୍ତ ରଖିଲା ପ୍ରେମିକା: ବିବାହ ପରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପ୍ରେମିକ

ଚୀନ୍‌: ଅନେକ ଯୁବତୀ ଅଛନ୍ତି ଯେଉଁମାନେ ବିବାହ ପରେ ଶାଶୁଘରୂୁ ଟଙ୍କା ଓ ସୁନା ଅଳଙ୍କାର ଧରି ଫେରାର ହୋଇଯାଆନ୍ତି । ଠିକ୍ ସେମିତି ଏବେ ଚୀନର ଜଣେ ଯୁବତୀ ଏମିତି କିଛି କାରନାମା କରି ଚର୍ଚ୍ଚାକୁ ଆସିଛନ୍ତି । ଯୁବତୀ ଜଣକ ବିବାହ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କ ପାଖରେ ଅଜବ ସର୍ତ୍ତ…

୧୦ ବର୍ଷ ବୟସରେ ଚିତ୍ର ଆଙ୍କି ଚର୍ଚ୍ଚିତ : ଗୋଟେ ସପ୍ତାହରେ ରୋଜଗାର କଲେ ୬୫ ଲକ୍ଷ ଟଙ୍କା

ନ୍ୟୁୟର୍କ : ସାଧାରଣତଃ ୧୦ ବର୍ଷ ବୟସରେ ପିଲାମାନେ ସାଙ୍ଗମାନଙ୍କ ସହିତ ଖେଳିବା ଏବଂ ସମୟ ବିତାଇବାରେ ବ୍ୟସ୍ତ ଥାନ୍ତି । କିନ୍ତୁ ଅଳ୍ପ ବୟସର ଏକ କୁନି ଝିଅ ଏପରି କାର୍ଯ୍ୟ କରିଛନ୍ତି ଯାହା ବୟସ୍କମାନେ କରିବା ସମ୍ଭବ ନୁହେଁ । ସେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଲୋକଙ୍କୁ ଆକର୍ଷିତ…

ଉର୍ଫିଙ୍କୁ ଘର ଭଡ଼ା ଦେବାକୁ ରାଜି ହେଉନାହାନ୍ତି ମାଲିକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ତାଙ୍କ ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କୁ କୌଣସି ଘର ମାଲିକ ଭଡ଼ା…