Latest Odisha News

BREAKING NEWS

୩୨ ବର୍ଷରେ ୧୦୦ ବିବାହ, କାହାକୁ ଦେଇ ନାହାନ୍ତି ଛାଡ଼ପତ୍ର

ଇଟାଲି; ସାଧାରଣତଃ ଲୋକମାନେ ବିବାହ ବିଷୟରେ ଥଟ୍ଟା କରନ୍ତି । ଏମିତି କି କିଛି ବ୍ୟକ୍ତି ବିବାହ କରି ଭୁଲ କରିଥିବା କହି କାନ ବି ଧରନ୍ତି । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ତାଙ୍କ ଜୀବନରେ ମୋଟ ୧୦୦ ଜଣଙ୍କୁ ବିବାହ କରିଛନ୍ତି । ସବୁଠୁ ଖୁସିର କଥା ସେ କାହାକୁ ଛାଡ଼ପତ୍ର…

୨ ମାସରେ ୧୫ କିଲୋ ଓଜନ ହ୍ରାସ କଲେ ଅଭିନେତ୍ରୀ ସ୍ନେହାଲ

ମୁମ୍ବାଇ: ‘ଇଶ୍କ କା ରଙ୍ଗ ସଫେଦ୍‌', ‘ଇଛାପ୍ୟାରୀ ନାଗିନ୍‌', ‘ବିଶ୍ୱ' ଆଦି ଧାରାବାହିକରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସ୍ନେହାଲ ରାୟ ମାତ୍ର ଦୁଇ ମାସ ମଧ୍ୟରେ୧୫ କିଲୋ ହ୍ରାସ କରିଛନ୍ତି । ଏହି ସୂଚନା ଦେବା ସହ ସ୍ନେହାଲ ନିଜେ ଫିଟନେସ ବିଷୟରେ କହିଛନ୍ତି ।…

୮୧ ବର୍ଷ ବୟସରେ ୮୦ ଦିନରେ କଲେ ବିଶ୍ୱ ଭ୍ରମଣ ଦୁଇ ବନ୍ଧୁ

ଟେକ୍ସାସ:କୁହାଯାଏ ଯେ ପ୍ରତ୍ୟେକ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କିଛି ବନ୍ଧୁ ଏପରି ଅଛନ୍ତି ଯେ ସେମାନେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାନ୍ତି । ଆମେ ଆପଣଙ୍କୁ ଏପରି ଦୁଇ ବନ୍ଧୁଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୮୧ ବର୍ଷ ବୟସରେ ବିଶ୍ୱ ଭ୍ରମଣ କରିବାକୁ ଯାଇଥିଲେ ଓ ମାତ୍ର…

୧୨ ବର୍ଷରେ ବଡ଼ିବିଲଡ଼ର: ଏଥିପାଇଁ କରନ୍ତି କଠିନ ପରିଶ୍ରମ

ବ୍ରାଜିଲ: ସୁନ୍ଦର ବଡ଼ି ତିଆରି କରିବା ଆଦୌ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ସମୟ ବିତାଇବା ସହ ସେହି ଅନୁସାରେ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼େ । ତେବେ ଯୁବ ବୟସର ସୁନ୍ଦର ବଡ଼ି ପାଇଁ ଜିମ୍ ଯିବା ଏକ ସାଧାରଣ କଥା । କିନ୍ତୁ ମାତ୍ର ୧୨ ବର୍ଷ…

ଗ୍ଲାମରସ୍ ଲୁକ୍‌ରେ ମହିଳା ପୋଲିସ୍ : ଲୋକେ ଭେଟିବାକୁ ଏତେ ବ୍ୟାକୁଳ ଯେ ଅପରାଧ ଘଟାଇବାକୁ ପ୍ରସ୍ତୁତ

କଲମ୍ବିଆ: ଦୁନିଆରେ ଏପରି ଅନେକ ବୃତ୍ତି ଅଛି ଯେଉଁଥିରେ ଗ୍ଲାମରସ୍ ଦେଖାଯିବାର କୌଣସି ସୁଯୋଗ ନାହିଁ । ପୋଲିସ ଚାକିରି ସେଥିମଧ୍ୟରୁ ଗୋଟିଏ । ପୋଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟ ୟୁନିଫର୍ମରେ ରହିବାକୁ ପଡ଼ିଥାଏ । ବାକି ସମୟ ସେମାନେ ଆରାମ କରିବାକୁ ଚାହାଁନ୍ତି । କିନ୍ତୁ କଲମ୍ବିଆର ଜଣେ…

ହୋଟେଲର ଅଜବ ନିୟମ: ୯୦ ମିନିଟରେ ଶେଷ କରିବାକୁ ପଡ଼ିବ ପୁରା ଖାଦ୍ୟ

ନ୍ୟୁୟର୍କ: ଅଧିକାଂଶ ଲୋକ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି ନିଜ ପରିବାର ସହିତ ଯାଉଥିବା ବେଳେ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ଯାଇଥାନ୍ତି । କିଛି ସମୟ ଏକାଠି ବସି କଥାବାର୍ତ୍ତା କରିବା ସହ ଫଟୋ ମଧ୍ୟ ଉଠାଇଥାନ୍ତି । କିନ୍ତୁ ଆମେରିକାର ନ୍ୟୁୟର୍କ ସିଟିର ହୋଟେଲଗୁଡ଼ିକ…

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ କୁଶାଲ ଟଣ୍ଡନ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା କୁଶାଲ ଟଣ୍ଡନ୍ ୬ ବର୍ଷ ପରେ ପୁଣି ଛୋଟ ପରଦାକୁ ଫେରୁଛନ୍ତି । ଦୀର୍ଘ ସମୟ ଧରି ଛୋଟ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ କିନ୍ତୁ ସକ୍ରୀୟ ଥିଲେ । କୁଶାଲ ଫେରିବା ଖବର ପାଇବା ପରେ ତାଙ୍କୁ ପରଦାରେ ଦେଖିବା ପାଇଁ ପ୍ରଶଂସକମାନେ…

ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରି ସ୍ୱାମୀଙ୍କ ଟଙ୍କା ଉଡ଼ାଇଲେ, ଛାଡ଼ପତ୍ର ପରେ ମିଳିଲା ନାହିଁ ଟଙ୍କାଟିଏ

ଭାଗ୍ୟ କେତେବେଳେ କାହାର ସାଥ୍ ଦେବ ସେ ବିଷୟରେ କେହି କିଛି କହିପାରିବେ ନାହିଁ । ଭାଗ୍ୟ କେତେବେଳେ କାହାକୁ ରାଜା କରିଦେଉଥିବା ବେଳେ ଆଉ କାହାକୁ ଭିକାରୀ ବି କରିଦିଏ । ଏହିପରି ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ପଢି ବି ଥିବେ, ଯେଉଁଥିରେ ଭାଗ୍ୟର ଖେଳ ଜଣେ ବ୍ୟକ୍ତିଙ୍କ ଜୀବନକୁ…

ଦୁନିଆର ସବୁଠୁ ବଡ ଅଜଗରର ମୃତ୍ୟୁ, ଅଣ୍ଡା ଦେବାବେଳେ ଯନ୍ତ୍ରଣାରେ ଜୀବନ ହାରିଲା

ମାଲେସିଆ: ଦୁନିଆରେ ଅନେକ ପ୍ରକାରର ସାପ ଅଛନ୍ତି । ଏଥିମଧ୍ୟରୁ କିଛି ବହୁତ ଛୋଟ ହୋଇଥିବାବେଳେ ଆଉ କିଛିର ଆକାର ଏତେ ବଡ ଯେ ଆଖି ଏହାକୁ ବିଶ୍ୱାସ କରିପାରେ ନାହିଁ । ନିକଟରେ ଦୁନିଆର ସବୁଠୁ ବଡ ଅଜଗର୍‌ର ମୃତ୍ୟୁ ହୋଇଛି । ଏହାର ଲମ୍ବା ଥିଲା ଆଠ ମିଟର । ଅଣ୍ଡା ଦେବା ବେଳେ ଅଜଗରଟି…

୬ଟି ଭାଷାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ : ଏକାଠି ନଜର ଆସିବେ ବାବୁସାନ-ବେଦବିକା

ଭୁବନେଶ୍ୱର: ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ‘ଅନ୍ତର୍ଯ୍ୟାମୀ’ । ଏଥିରେ ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଓଡ଼ିଆ, ତେଲୁଗୁ, ତାମିଲ, ମାଲୟାଲାମ୍ ଓ କନ୍ନଡ ଆଦି ୬ଟି ଭାଷାରେ ନିର୍ମିତ ହୋଇଛି । ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକ…