Latest Odisha News

BREAKING NEWS

ବିଡ଼ମ୍ବନା: ଯୁବକ ଜଣକ ଯାହାକୁ ଭଲ ପାଇ ବାହାହେଲେ, ପ୍ରକୃତରେ ସେ ଥିଲେ ତାଙ୍କ ସାବତ ଭଉଣୀ

ନ୍ୟୁୟର୍କ: ଆମ ଦେଶରେ ବିବାହକୁ ନେଇ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ବିଦେଶରେ ସେମିତି କିଛି ନାହିଁ । ଗୋଟିଏ କଥା ସମସ୍ତେ ଜାଣନ୍ତି ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ରକ୍ତ ସମ୍ପର୍କ ରହିବା ଉଚିତ୍ ନୁହେଁ । ଆଉ ଭାଇ ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ । ତଥାପି,…

କୁକୁଡ଼ାଙ୍କୁ ନେଇ ଆୟୋଜିତ ହେଲା ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା

ହାଇଦ୍ରାବାଦ: ସାଧାରଣତଃ ସୁନ୍ଦରୀମାନଙ୍କୁ ନେଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । କିନ୍ତୁ ନିକଟରେ ଏମିତି ଏକ ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଥିରେ କୌଣସି ସୁନ୍ଦରୀ ଭାଗ ନେଇ ନ ଥିଲେ, ବରଂ କୁକୁଡ଼ାମାନେ ଭାଗ…

ୱାଶିଂ ପାଇଁ ଆସିଥିବା କାରର ଢିକି ଖୋଲିବାରୁ ଏମିତି କିଛି ଦେଖି ତାଜୁବ୍ ହୋଇଗଲେ କର୍ମଚାରୀ

ନ୍ୟୁୟର୍କ: ମନେ କରନ୍ତୁ ଆପଣ କାର ୱାଶ ପାଇଁ ୱାଶିଂ ସେଣ୍ଟରରେ ପହଞ୍ôଚଲେ । ସେଣ୍ଟର କର୍ମଚାରୀଙ୍କୁ କାର ଚାବି ଧରାଇ ଦେଲେ । କିନ୍ତୁ ୱାଶିଂ କରିବାକୁ ଆସିଥିବା କର୍ମଚାରୀ ଜଣକ ଯଦି କାର ଢିକି ଖୋଲିବା ପରେ ହଠାତ୍ ଚିତ୍କାର କରନ୍ତି ତେବେ ଆପଣ ତାଜୁବ୍ ହେବା ସ୍ୱାଭାବିକ । କେବଳ ଆପଣ…

ଟିସୁ ପେପର ବଦଳରେ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ସବୁଠାରୁ ଧନୀ ବ୍ୟକ୍ତି । ତାଙ୍କ ଘରେ କାମ କରୁଥିବା ଡ୍ରାଇଭର, ରୋଷେୟା ତଥା ସିକ୍ୟୁରିଟି ଗାର୍ଡଙ୍କ ଦରମା ଲକ୍ଷାଧିକ ଟଙ୍କା । ଯଦି ଏହି ପରିବାର କୌଣସି ପାର୍ଟି ଦିଅନ୍ତି, ତେବେ କେଉଁଭଳି ଦେବେ ଆପଣ ଭାବନ୍ତୁ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଅମ୍ବାନୀ…

ଡେଲିଭରି ବଏ କଥାରେ ଅର୍ଡ଼ର କ୍ୟାନସେଲ କଲେ ମହିଳା, ଦେବାକୁ ପଡ଼ିଲା ବହୁ ଅର୍ଥ

ନ୍ୟୁୟର୍କ: ଅନଲାଇନରେ ଜିନିଷ କିଣିବା ଆଜିକାଲି ଫ୍ୟାଶନ ହୋଇଗଲାଣି । ଘରେ ବସି ସହଜରେ ଭଲ ଜିନିଷ ପାଇ ଯାଉଥିବାରୁ ଲୋକେ ଅନ୍‌ଲାଇନ୍ ସପିଂ କରିବାକୁ ବେଶୀ ପସନ୍ଦ କରୁଛନ୍ତି । ସେହିପରି ଅଧିକାଂଶ ଲୋକ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ମଗାଇଥାନ୍ତି । ଯଦି ପରବର୍ତ୍ତୀ ସମୟରେ…

ଅଭିନେତା ସୋନୁଙ୍କ ଅନୁପସ୍ଥିତିରେ ପୁଅ ଇଶାନ ବୁଝୁଛି ଲୋକଙ୍କ ସମସ୍ୟା

ମୁମ୍ବାଇ: ହିନ୍ଦି ସିନେମାରେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍ ନିଜର କାର୍ଯ୍ୟକଳାପ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି ଲୋକ ଅସୁବିଧାରେ ଥିଲେ ତାଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥାନ୍ତି ସୋନୁ । ଏହି କାରଣରୁ ସୋନୁ ସୁଦ୍‌ଙ୍କ…

କାଦୁଅ ଜମିରେ ପ୍ରେମୀଯୁଗଳଙ୍କ ଫଟୋ ସୁଟ୍ : ଲୋକେ କହିଲେ ପ୍ରକୃତରେ ଏମାନେ ‘ପ୍ରକୃତି ପ୍ରେମୀ’

ଫିଲିଫାଇନ୍ସ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ…

ନୀଳ ରଙ୍ଗର ଅକ୍ଟୋପାସ ଦେଖିବାକୁ ସୁନ୍ଦର, କିନ୍ତୁ ମିନିଟ୍‌ରେ ନେଇପାରେ ଜୀବନ

ସିଡ଼ିନ୍ : ସମୁଦ୍ର ଭିତରେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଯାହା ଆମକୁ ଅଜଣା । ଖାସ୍‌କରି ସେମାନଙ୍କ ସହିତ ଜଡିତ ବିପଦ ବିଷୟରେ ଆମେ କିଛି ଜାଣି ନଥାନ୍ତି । ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କିଛି ମିନିଟ୍ ମଧ୍ୟରେ ମାରିଦେଇପାରେ । ଅଷ୍ଟ୍ରେଲିଆର…

ଅମିତାଭଙ୍କୁ ପସନ୍ଦ ହେଲା ସାଧୁଙ୍କ ମୁଣ୍ଡର ସୌରଶକ୍ତି ଚାଳିତ ପଙ୍ଖା

ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଜଣେ ସାଧୁ ମୁଣ୍ଡରେ ସୌରଶକ୍ତି ଚାଳିତ ପଙ୍ଖା ଲଗାଇଥିବା ଦୃଶ୍ୟ ବେଶ୍ ଆକୃଷ୍ଟ କରିଛି । ଏହାର ଭିଡ଼ିଓକୁ ନିଜେ ବିଗ୍ ବି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାଧୁ ଜଣକ ଗେରୁଆ ଡ଼୍ରେସ ପିନ୍ଧିବା ସହ ହାତରେ ଘଣ୍ଟା ଲଗାଇଛନ୍ତି । ସେ ମୁଣ୍ଡରେ…

ରିଲିଜ୍ ହେଲା ‘କିସି କା ଭାଇ କିସି କି ଜାନ୍‌’ର ନୂଆ ଗୀତ : ଲୁଙ୍ଗି ପିନ୍ଧି ସଲମାନଙ୍କ ସହ ଡ଼୍ୟାନ୍ସ କଲେ ରାମଚରଣ

ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ\' କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ନିକଟରେ ଏହାର ଏକ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନଙ୍କ ସହ ସାଉଥ୍ ସୁପରଷ୍ଟାର ରାମଚରଣ…