Latest Odisha News

BREAKING NEWS

ବିବାହରେ ବାଧାସୃଷ୍ଟି କଲା ମାଙ୍କଡ଼: ବସି ରହିଲା ବର କାନ୍ଧରେ

ସୋସିଆଲ ମିଡିଆରେ ଅନେକ ବିବାହ ବେଳର ଅଜବ ଭିଡ଼ିଓ ଭାଇରାଲ ହୋଇଥାଏ । ଠିକ୍ ଏହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ବିବାହ ମଣ୍ଡପରେ ଗୋଟେ ମାଙ୍କଡ଼ କେମିତି ବର ଏବଂ କନ୍ୟାଙ୍କୁ ହଇରାଣ କରୁଛି । ଏହାକୁ ନେଇ ବରକନ୍ୟା ଓ ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ…

ଏମିତି ଏକ ମନ୍ଦିର, ଯେଉଁଠିକି ମହିଳାଙ୍କୁ ପ୍ରବେଶ ମନା

ଗୁୱାଲିଅର୍‌: ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ବେଶୀ ଓଷାବ୍ରତ କରିବା ସହ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଅଧିକାଂଶ ମହିଳା ପ୍ରତ୍ୟେକ ଦିନ ମନ୍ଦିର ବି ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ମନ୍ଦିର ଅଛି, ଯେଉଁଠିକି ମହିଳାମାନଙ୍କୁ ପ୍ରବେଶ ନିଷେଦ୍ଧ…

ଜାପାନ୍‌ରେ ଏକାଠି ଶୁଅନ୍ତି ନାହିଁ ସ୍ୱାମୀ,ସ୍ତ୍ରୀ : କାରଣ କ’ଣ ଜାଣନ୍ତୁ…

ଜାପାନ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ଏକାଠି ଗୋଟେ ଘରେ ରହିଥାନ୍ତି । ଯଦି କୌଣସି ସ୍ୱାମୀସ୍ତ୍ରୀ ଅଲଗା ହୋଇ ଭିନ୍ନ ଭିନ୍ନ କୋଠରୀରେ ଶୁଅନ୍ତି, ତାହାହେଲେ ଏଥିରୁ ସ୍ପଷ୍ଟ ବୁଝାପଡ଼େ ଯେ, ଉଭୟଙ୍କ ଭିତରେ ସମ୍ପର୍କ ଭଲ ନାହିଁ । କିନ୍ତୁ ଜାପାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଏଠାରେ…

ସୁସ୍ଥ ରହିବାକୁ କରୁଥିଲେ ୮ ଘଣ୍ଟା ବ୍ୟାୟାମ: ଅଚଳ ହୋଇଗଲା ପୁରା ଶରୀର

ଚୀନ୍‌: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ଏହା ସମସ୍ତେ ମତ ଦିଅନ୍ତି । କିନ୍ତୁ କେହି କେବେ ଭାବିଛନ୍ତି କି ମଣିଷ ପାଇଁ କେତେ ବ୍ୟାୟାମ କରିବା ଦରକାର ? ଅନେକ ଲୋକ କିଛି ନ ଜାଣି ବ୍ୟାୟାମ କରନ୍ତି, ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ…

ଫିଲ୍ମ ‘ଭୋଲା’କୁ ମିଳିଲା ସିବିଏଫସିର ‘ଏ’ ସାର୍ଟିଫିକେଟ୍

ମୁମ୍ବାଇ: ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା' । ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପକ୍ଷରୁ ‘ଏ’ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହାକୁ ନେଇ ଫିଲ୍ମର ପୁରା ଟିମ୍ ଖୁସି ଥିବା ଜଣାଯାଇଛି । ଏହି…

ପ୍ରେମରେ ଏମିତି ହୁଏ : ୫୦ ବର୍ଷ ପରେ ମିଶିଲେ ପ୍ରେମୀ ଯୁଗଳ

ନ୍ୟୁୟର୍କ: କୁହାଯାଏ ପ୍ରେମ ଚିରନ୍ତନ । ଏହାର ଶେଷ ନାହିଁ । ବୟସ ବର୍ଗ ନିର୍ବିଶେଷରେ କେତେବେଳେ କେହି ବି ପ୍ରେମରେ ପଡ଼ିଯାଆନ୍ତି,ତାହା ଅଜଣାତରେ ହୋଇଯାଏ । ଏମିତି ଅନେକ ଉଦାହରଣ ଅଛି । ତେବେ ନିକଟରେ ନ୍ୟୁୟର୍କ ବାସିନ୍ଦା ଏକ ପ୍ରେମୀଯୁଗଳଙ୍କ ୫୦ ବର୍ଷ ପରେ ଏକାଠି ହେବା ପ୍ରସଙ୍ଗ ସୋସିଆଲ…

ଇଦ୍‌ରେ ମୁକ୍ତିଲାଭ କରିବନି ସଲମନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ:ବଲିଉଡର ସୁପରଷ୍ଟାର ବା ଭାଇଜାନ ସଲମନ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ' ଙ୍କୁ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟି ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହାର ରିଲିଜ…

ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ଉତ୍ସାହିତ ହୋଇପଡ଼ିଲେ ଶିକ୍ଷୟିତ୍ରୀ: ଚୁମ୍ମା ଚୁମ୍ମା ଦେ ଦେ ଚୁମ୍ମା ଗୀତରେ ନାଚି…

ବଲିଉଡରେ ଏମିତି କିଛି ଗୀତ ଅଛି,ଯାହା ବାଜିବାମାତ୍ରେ ଗୋଡ଼ ଆପେ ଆପେ ଉଠିଯାଏ । ସେ ପିଲା ହୁଅନ୍ତୁ ବା ବୟସ୍କ କିମ୍ବା ବୃଦ୍ଧମାନେ ନିଜକୁ ନିୟନ୍ତ୍ରଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇଯାଏ । ଆଉ ସେମାନେ ଭୁଲିଯାଆନ୍ତି ସ୍ଥାନ,କାଳ, ପାତ୍ର । ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ…

ଅଜବ ଅଫର: ଓଜନ ଥିଲେ ୧୫୮ କିଲୋ, ମିଳିବ ମାଗଣାରେ ଖାଦ୍ୟ

ଲାସ୍‌ଭେଗାସ୍‌: ମଲ ହେଉ କି ହୋଟେଲ ବା ଛୋଟବଡ଼ ଦୋକାନ ସମସ୍ତେ ବିଭିନ୍ନ ଅଫର ଦେଇଥାନ୍ତି । ସେଥିଲାଗି ସେଠାରେ ଲୋକଙ୍କ ଭିଡ଼ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମଲ ବା ହୋଟେଲ ବର୍ଷ ସାରା ଅଫର ରଖିଥାନ୍ତି । କିନ୍ତୁ ଏମିତି ଏକ ହୋଟେଲ ଅଛି, ଯେଉଁଠି ଅଜବ ଅଫର ରହିଛି । ଅଫରଟି ହେଲା…

ଏମିତି ଆପାର୍ଟମେଣ୍ଟ: ଯେଉଁଠି ରୁହନ୍ତି କେବଳ ଅପରାଧୀ

ଲଣ୍ଡନ: ସମସ୍ତଙ୍କର ଖଣ୍ଡେ ଭଲ ଘର କରିବାକୁ ସ୍ୱପ୍ନ ଥାଏ । ସେହି ଘରେ ସେ ଖୁସିରେ ଦିନ କାଟିବା ସହ ସୁରକ୍ଷିତ ବି ରହିପାରୁଥିବ । ଆଜି ଏମିତି ଏକ ଆପାର୍ଟମେ ବିଷୟରେ କହିବୁ ଯେଉଁଠି ଜଣେ ମଣିଷ ନିଜକୁ ସୁରକ୍ଷିତ ମନେ କରିବା ତ ଦୂରର କଥା,ପ୍ରତି ପାଦେ ପାଦେ ରହିଛି ଜୀବନ ପ୍ରତି ବିପଦ । ଏହି…